Tag Archives: Home Middle

ଲୋକ ସଭା ଭଙ୍ଗ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୫ା୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ସପ୍ତଦଶ ଲୋକ ସଭା ଭଙ୍ଗ କରିଛନ୍ତି। ନୂଆ ସରକାର ଗଠନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ତଫା ଦେଇଥିଲେ। ଲୋକ ସଭା ନିର୍ବାଚନରେ ଭାଜପା ମ୍ୟାଜିକ୍‌ ନମ୍ବର ୨୭୨ ହାସଲ କରିବାରେ...

ଇସ୍ତଫା ଦେଲେ ନବୀନ ପଟ୍ଟନାୟକ, ଟ୍ବିଟ କରି କହିଦେଲେ ଏମିତି

ଭୁବନେଶ୍ୱର,୫।୬: ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ। ପ୍ରାୟ ୨୪ବର୍ଷ ଶାସନ କ୍ଷମତାରେ ରହିବା ପରେ ବୁଧବାର ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେବା ପରେ ନବୀନ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି କୃତଜ୍ଞତା...

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୬: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି । ଲୋକ ସଭା ନିର୍ବାଚନରେ ଭାଜପା ମ୍ୟାଜିକ୍‌ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଥିବାବେଳେ ଏନ୍‌ଡିଏ...

ଭାଜପା ଖେଳକୁ ବିଗାଡିବ N ଫ୍ୟାକ୍ଟର, ଶେଷ ସମୟରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ନୀତିଶ-ନାଇଡୁ

ନୂଆଦିଲ୍ଲୀ,୫।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ପରେ ରାଜନୈତିକ ମାହୋଲରେ ଚର୍ଚ୍ଚାର ବିଷୟ ହେଉଛି କିଏ ସରକାର ଗଠନ କରିବେ। ଭାଜପାକୁ ସଂମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ, ଯେଉଁଥିପାଇଁ ସରକାର ଗଠନ ପାଇଁ ସହଯୋଗୀମାନଙ୍କର ଆବଶ୍ୟକତା ପଡ଼ିବ। ବିଶେଷକରି JDU...

ଏନଡିଏକୁ ନେଇ ବଡ଼ ନିଷ୍ପତ୍ତି ନେଲେ ଚନ୍ଦ୍ରବାବୁ-ନୀତୀଶ

ନୂଆଦିଲ୍ଲୀ,୫।୬: ତେଲୁଗୁ ଦେଶମ ପାର୍ଟି(ଟିଡିପି)ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ବୁଧବାର କହିଛନ୍ତି, ତାଙ୍କ ଦଳ ଏନଡିଏ ସହିତ ଅଛି ଏବଂ ଆଜି ଦିନରେ ଦିଲ୍ଲୀରେ ହେବାକୁ ଥିବା ଏନଡିଏ ବୈଠକରେ ସେ ଯୋଗ ଦେବେ। ଏଥିସହ ଜନସେନା ପାର୍ଟିର ପ୍ରମୁଖ ପଓ୍ବନ...

ନ୍ୟୁୟର୍କରେ ବିତିଥିଲା ଯୁବାବସ୍ଥା, ପାଶ୍ଚାତ୍ୟ ସଂସ୍କୃତିରେ ବଢ଼ିଥିବା ନବୀନ ଧଳା କୁର୍ତ୍ତା ପିନ୍ଧି ଲେଖିଥିଲେ ନୂଆ ରାଜନୈତିକ ଇତିହାସ

ଭୁବନେଶ୍ୱର,୫।୬: ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ନିଜର ସ୍ବଚ୍ଛ ଏବଂ ନିର୍ମଳ ଭାବମୂର୍ତ୍ତିକୁ ନେଇ ଓଡ଼ିଶାବାସୀଙ୍କ ପ୍ରିୟ ପାଲଟିଥିବା ନବୀନ ପଟ୍ଟନାୟକ ଶେଷରେ ପରାଜିତ ହୋଇ ଇସ୍ତଫା ଦେଇଛନ୍ତି। ଗୋଟିଏ ପଟେ ବିଜେଡି ପରାଜୟର କାରଣ...

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଏହି ଦିନ ଶପଥ ନେବେ ମୋଦି

ନୂଆଦିଲ୍ଲୀ,୫।୬: ତୃତୀୟ ଥର ପାଇଁ ଜୁନ ୮ରେ ଶପଥ ନେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ରହିଛି। ୮ ତାରିଖ ସାରେ ହୋଇପାରେ ଶପଥ ଗ୍ରହଣ ଉତ୍ସବ। ଲୋକ ସଭା ନିର୍ବାଚନରେ ଭାଜପା ମ୍ୟାଜିକ୍‌...

ବିଧାୟକଙ୍କୁ ନବୀନ ନିବାସରୁ ଡାକରା,ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ୱର,୫।୬: ବିଜେଡି ବିଧାୟକଙ୍କୁ ଡାକରା ପଠାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଧ୍ୟାା ୫ଟାରେ ଆସି ନବୀନ ନିବାସରେ ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ। ନବ ନିର୍ବାଚିତ ବିଧାୟକଙ୍କୁ ସଂଧ୍ୟାରେ ଆସି ନବୀନ ନିବାସରେ ପହଞ୍ଚିବାକୁ କୁହାଯାଇଛ

ଓଡ଼ିଶାରେ ଭାଜପା ବିଜୟ ପଛରେ କିଙ୍ଗମେକର୍‌ ସାଜିଲେ ଏହି ବ୍ୟକ୍ତି

ଭୁବନେଶ୍ୱର,୫।୬: ଉତ୍ତର ପ୍ରଦେଶ ପରେ ଓଡ଼ିଶା ଯଦି କେଉଁଠି ସର୍ବାଧିକ ସଫଳତା ହାସଲ କରିଛି ତାହା ହେଉଛି ଓଡ଼ିଶା। ରାଜ୍ୟର ଭୋଟରମାନେ କେବଳ ସମସ୍ତ ଲୋକ ସଭା ଆସନ ଭାଜପାକୁ ଦେଇନାହାନ୍ତି, ତାହା ନୁହେଁ ବରଂ ବିଧାନସଭାରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା...

ଏବେବି ଖେଳ ବାକି ଅଛି? ଏମିତି NDAର ସହଯୋଗୀ ହେବନାହିଁ TDP…

ନୂଆଦିଲ୍ଲୀ,୫।୬: ଆସି ଲୋକ ସଭା ନିର୍ବାଚନ ୨୦୨୪ର ଫଳାଫଳ। ଭାଜପା ନେତୃତ୍ୱରେ ଏନଡିଏ ହ୍ୟାଟ୍ରିକ ବିଜୟ ହାସଲ କରିଛି। ତେବେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। ଏଭଳି ପରିସ୍ଥିତିରେ ଭାଜପାକୁ ନିଜର ସହଯୋଗୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ।...

ଜଗନ୍ନାଥଙ୍କୁ ଯିଏ ଛୁଇଁଛି, ସିଏ ଧୂଳିସାତ ହୋଇଛି: ତଥାଗତ ସତପଥୀ

ଭୁବନେଶ୍ୱର,୫।୬: ଓଡ଼ିଶାରେ ବଡ଼ ପରାଜୟ ହାସଲ କରିଛି ବିଜେଡି। ତେବେ ବିଜେଡି ହାରିବା ପରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାର ବହୁତ ଗୁଡିଏ କାରଣ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୫।୬: ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି। ବୁଧବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବୀନ ନିବାସରୁ ବାହାରି ରାଜଭବନ ବାହାରିଥିଲେ। ସେଠାରେ ସେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ନିଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri