Tag Archives: Home Middle

ବଢ଼ିଲା ବୋରିସ୍‌ଙ୍କ ସଙ୍କଟ

ଲଣ୍ଡନ,୭ା୭: ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ଙ୍କ ପରେ ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଶିଶୁ ଓ ପରିବାର ମନ୍ତ୍ରୀ ଓ୍ବିଲ୍‌ କୁଇନ୍ସ ଏବଂ ପରିବହନ କନିଷ୍ଠ ମନ୍ତ୍ରୀ ଲଉରା ଟ୍ରୋଟ୍‌।...

ଉଦ୍ଧବଙ୍କ ହାତ ଛାଡିବାକୁ ପ୍ରସ୍ତୁତ ହେଲେଣି ୧୨ ଏମ୍‌ପି

ମୁମ୍ବାଇ,୭ ।୭: ଶିବସେନାର ୪୦ ବିଧାୟକଙ୍କ ପରେ ଏବେ ଦଳର ୧୨ ଏମ୍‌ପି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗ୍ରୁପରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଶିନ୍ଦେ ଗ୍ରୁପର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗୁଲାବରାଓ ପାଟିଲ ଏହି...

ପି.ଟି ଉଷା, ଇଲିୟାରାଜା ରାଜ୍ୟ ସଭାକୁ ମନୋନୀତ

ନୂଆଦିଲ୍ଲୀ,୬।୭: ପ୍ରଖ୍ୟାତ ଆଥଲେଟ ପି.ଟି ଉଷା ଏବଂ ଗୀତିକାର ତଥା ଗାୟକ ଇଲିୟାରାଜାଙ୍କ ସମେତ ୪ ଜଣଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି। ସମାଜସେବୀ ବିରେନ୍ଦ୍ର ହେଗଡେ ଏବଂ ଫିଲ୍ମ ନିର୍ଦ୍ଦେଶକ ଭି. ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟ...

ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ

ଭୁବନେଶ୍ୱର,୬।୭(ବ୍ୟୁରୋ): ଚଳିତ ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୁଧବାର ଶେଷ ହୋଇଛି। ବଜେଟ୍‌ ଆଲୋଚନା ବିରତି ପାଇଁ ଜୁଲାଇ ୭ରୁ ୧୨ ଯାଏ ବିଧାନସଭା ସାମୟିକ ଭାବେ ବନ୍ଦ ରହିବ। ଆସନ୍ତା ୧୨ରୁ ଅଧିବେଶନରା ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ।...

ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି

ନୂଆଦିଲ୍ଲୀ,୬।୭: କେନ୍ଦ୍ର ମନ୍ତ୍ରୀ ମୁକ୍ତାର୍‌ ଆବାସ ନକଭି ବୁଧବାର ଇସ୍ତଫା ଦେଇଛନ୍ତି। ସେ ସଂଖ୍ୟାଲଘୁ ବ୍ୟାପାର ବିଭାଗର ମନ୍ତ୍ରୀ ଥିଲେ। ନକଭିଙ୍କ ସହ ଜେଡିୟୁ କୋଟାରୁ ମନ୍ତ୍ରୀ ଥିବା ଆରସିପି ସିଂ ମଧ୍ୟ ଇସ୍ତଫା ଦେଇଛନ୍ତି। ନକଭି ଏବଂ ଆରସିପି...

ସରକାରୀ ସ୍କୁଲରେ ସାନିଟାରୀ ନାପକିନ୍‌ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, କିଶୋରୀ ଯୋଜନା ପୁଣି ଆରମ୍ଭ କରିବାକୁ କହିଲେ…

ନୂଆଦିଲ୍ଲୀ, ୬।୭ : ଦିିଲ୍ଲୀ ହାଇକୋର୍ଟ ସରକାରୀ ସ୍କୁଲରେ ବାଳିକାଙ୍କୁ ସାନିଟାରୀ ନାପକିନ୍‌ ଯୋଗାଇଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। କିଶୋରୀ ଯୋଜନା ମାଧ୍ୟମରେ ଦିଲ୍ଲୀର ସରକାରୀ ସ୍କୁଲରେ ସାନିଟାରୀ ନାପକିନ୍‌ ଯୋଗାଣ ପୂର୍ବରୁ ଜାରି ରହିଥିଲା। ତେବେ...

ସ୍ପାଇସ୍‌ ଜେଟ୍‌କୁ ଡିଜିସିଏର କାରଣ ଦର୍ଶାଅ ନୋଟିସ୍‌, ୧୮ ଦିନରେ ୮ ଘଟଣାର ଜବାବ ଲୋଡ଼ିଲା…

ନୂଆଦିଲ୍ଲୀ, ୬।୭ : ସ୍ପାଇସଜେଟ ବିମାନଗୁଡ଼ିକରେ କ୍ରମାଗତ ଯାନ୍ତ୍ରିକ ତ୍ରୁଟି ପରେ ବୁଧବାର ବେସମାରିକ ବିମାନ ଚଳାଚଳ ମହାନିୟନ୍ତ୍ରକ (ଡିଜିସିଏ) ଦ୍ୱାରା ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଗତ ୧୮ ଦିନ ମଧ୍ୟରେ ଆଠଟି ବୈଷୟିକ ତ୍ରୁଟି...

ଚାଇନାରେ ଲକ୍‌ଡାଉନ, କୋଟିଏରୁ ଅଧିକ ଘରେ ବନ୍ଦୀ…

ବେଜିଂ, ୬।୭ : ଚାଇନାରେ କାରୋନା ମହାମାରୀର ବିଏ.୫.୨ ଭାରିଆଣ୍ଟ ସଂକ୍ରମଣ ବ୍ୟପାିବାରେ ଲାଗିଛି। ଫଳରେ ସୁରକ୍ଷ ାଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଜାରି ହୋଇଛି। ଏହା ଦ୍ୱାରା କୋଟିଏରୁ ଅଧିକ ଲୋକ ଘରେ ବନ୍ଦୀ ରହିବାକୁ ବାଧ୍ୟ ହୋଇଛନ୍ତି।...

ଦିଲ୍ଲୀ ସରକାରଙ୍କ ରାଜସ୍ପରେ ବୃଦ୍ଧି, ସିଏଜି ରିପୋର୍ଟ…

ନୂଆଦିଲ୍ଲୀ, ୬।୭ : ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ ସରକାରଙ୍କ ରାଜସ୍ବରେ ବୃଦ୍ଧି ଘଟିଛି। ଅରବିନ୍ଦ କେଜ୍ରିୱାଲଙ୍କ ଶାସନରେ ଦିଲ୍ଲୀ ସରକାର କେବେ ବି କ୍ଷତି ହୋଇ ନାହିଁ। ସିଏଜି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦିଲ୍ଲୀରେ ୨୦୧୫ ଠାରୁ...

ସରକାରୀ କର୍ମଚାରୀଙ୍କ ମଧ୍ୟରେ ହାହାକାର, ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ବାଧ୍ୟତା ମୂଳକ ଅବସର…

ଲକ୍ଷ୍ନୌ, ୬।୭ : ଉତ୍ତରପ୍ରଦେଶର ରାଜ୍ୟ ସରକାରୀକର୍ମଚାରୀଙ୍କ ମଧ୍ୟରେ ହାହାକାର ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଜବରଦସ୍ତ ଅବସର ଦେବାକୁ ଯାଉଛନ୍ତି। ଜୁଲାଇ ୩୧...

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷାଫଳ

କଟକ ଅଫିସ, ୬।୭: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷାଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ବୁଧବାର ପରୀକ୍ଷାଫଳ ପ୍ରକାଶ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ପରୀକ୍ଷାଫଳ ପ୍ରକାଶ କରିଛନ୍ତି। ତେବେ ଚଳିତ...

ଆମେରିକା ଲ୍ୟାବ୍‌ରୁ ଲିକ୍‌ ହୋଇଥିଲା କରୋନା, ଅର୍ଥଶାସ୍ତ୍ରୀ କଲେ ଦାବି…

ଓ୍ବାଶିଂଟନ, ୬।୭ : ଆମେରିକାର ଅର୍ଥନୀତିଜ୍ଞ ଜେଫରି ସାସ ଦାବି କରିଛନ୍ତି ଯେ ଚାଇନାର ଉହାନ ଲ୍ୟାବ୍‌ ନୁହେଁ ଆମେରିକାର ଏକ ଲ୍ୟାବ୍‌ରୁ କରୋନା ଭୂତାଣୁ ଲିକ୍‌ ହୋଇଛି। ମହାମାରୀର ଉତ୍ପତ୍ତି ବିଷୟରେ ଦୁଇ ବର୍ଷର ଅନୁସନ୍ଧାନର ନେତୃତ୍ୱ ନେଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri