Tag Archives: Home Middle

ଟସ୍‌ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…

ଡବଲିନ୍‌, ୨୮।୬ : ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ଟି -୨୦ ମ୍ୟାଚ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ମଙ୍ଗଳବାର ଡବଲିନ୍‌ରେ ଆରମ୍ଭ ହୋଇଛି। ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

ମାଳଦ୍ୱୀପରେ ଇଣ୍ଡିଆ ଆଉଟ୍‌ ଅଭିଯାନ ବନ୍ଦ…

ମାଲେ, ୨୮।୬ : ମାଲଦ୍ୱୀପର ସଂସଦ ଜୁନ ୨୭ରେ ଇଣ୍ଡିଆ ଆଉଟ ଅଭିଯାନ ସମେତ ମାଳଦ୍ୱୀପର କୂଟନୈତିକ ସ୍ବାର୍ଥକୁ କ୍ଷତି ପହଞ୍ଚାଉଥିବା ଅପରାଧକୁ ଅପରାଧୀକରଣ କରିବା ପାଇଁ ଆଇନରେ ସଂଶୋଧନକୁ ଅନୁମୋଦନ କରିଛି। ଏହାର ସପକ୍ଷରେ ଭୋଟ ଦେଇ ସଂସଦରେ...

ଉଦ୍ଧବ-ଆଦିତ୍ୟ-ସଞ୍ଜୟଙ୍କ ବିରୋଧରେ ରୁଜୁ ହେଉ ଦେଶଦ୍ରୋହ ମାମଲା, ହାଇକୋର୍ଟରେ ଆବେଦନ…

ମୁମ୍ବାଇ, ୨୮।୬ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବମ୍ବେ ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ଦଳର ନେତା ସଞ୍ଜୟ ରାଉତଙ୍କ ବିରୋଧରେ ଏକ ଆବେଦନ ଦାଖଲ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ତଥା...

ବାଇଡେନ୍‌ଙ୍କ ସ୍ତ୍ରୀ-ଝିଅଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷିଆ…

ମସ୍କୋ, ୨୮।୬ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତୟୀ ଏବଂ ଝିଅଙ୍କ ପ୍ରବେଶ ଉପରେ ରୁଷିଆ ପ୍ରତିବନ୍ଧକ ଲଗାଇଛି। ସେମାନେ ଏଣିକି ରୁଷିଆରେ ପ୍ରବେଶ କରିପାରିବେନି। ଏସମ୍ପର୍କରେ ରୁଷିଆ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ରୁଷିଆ ବୈଦେଶିକ ବିଭାଗ...

ତୃତୀୟ ବିଶ୍ୱଯୁଦ୍ଧ କ୍ରିମିୟା ଉପରେ ଅତିକ୍ରମଣ ଉଦ୍ୟମରୁ ହେବ ଆରମ୍ଭ, ବେଲାରୁଷ୍‌ ଦେଲା ଚେତାବନୀ…

ମିନସ୍କ, ୨୮।୬ : ରୁଷିଆ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। କ୍ରିମିୟାକୁ ନେଇ ରୁଷିଆ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛି। ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଓ୍ବେଦଓ୍ବେ କହିଛନ୍ତି ଯେ କ୍ରିମିୟା ପ୍ରାୟଦ୍ୱୀପ ଅଞ୍ଚଳରେ ଯେକୌଣସି...

ବେଆଇନ ସିଲିଣ୍ଡର ଦୁର୍ଘଟଣାରେ କ୍ଷତିପୂରଣ ମିଳିବନି…

ନୂଆଦିଲ୍ଲୀ, ୨୮।୬ : ବେଆଇନ ଏଲପିଜି ସିଲିଣ୍ଡର ବ୍ୟବହାର କରୁଥିବା ସମୟରେ ଦୁର୍ଘଟଣା ଘଟିଲେ ଏନେଇ ଗ୍ୟାସ ଏଜେନ୍ସି ଦାୟୀ ରହିବ ନାହିଁ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦିଲ୍ଲୀ ରାଜ୍ୟ ଗ୍ରାହକ ଆୟୋଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।...

ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକର ଏସବୁ ସାମଗ୍ରୀର ବ୍ୟବହାରକୁ ମନା, ସରକାରୀ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୨୮।୬ : ଦେଶରେ ପରିବେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧ ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି।...

ନୂଆ ଲେବର କୋଡ୍‌, ସପ୍ତାହରେ ୩ ଦିନ ଛୁଟି…

ନୂଆଦିଲ୍ଲୀ, ୨୮।୬ : ଦେଶର ଲେବର ଲେବର(ଶ୍ରମ ସଂହିତା)ରେ ସରକାର ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଜୁଲାଇ ୧ ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସରକାର ନୂତନ ଲେବର କୋଡ୍‌ କାର୍ଯ୍ୟକାରୀ କରିପାରନ୍ତି। ତେବେ ଏପର୍ଯ୍ୟନ୍ତ ସରକାର ଏ...

ଆରବ ସାଗରରେ ହେଲିକପ୍ଟର କଲା ଜରୁରୀ ଅବତରଣ…

ମୁମ୍ବାଇ, ୨୮।୬ : ମୁମ୍ବାଇ ନିକଟ ଆରବ ସାଗରର ବମ୍ବେ ହାଇ ନିକଟରେ ମଙ୍ଗଳବାର ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଛି। ଏଥିରେ ୭ ଜଣ ଯାତ୍ରୀ ଏବଂ ଦୁଇଜଣ ପାଇଲଟ ଥିଲେ। କୋଷ୍ଟଗାର୍ଡ ଏବଂ କମ୍ପାନୀ ଦ୍ୱାରା ନଅ...

ସକ୍ରିୟ ମାମଲା ଲକ୍ଷେ ମୁହାଁ…

ନୂଆଦିଲ୍ଲୀ, ୨୮।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ସିନ୍ଧେ ଗୋଷ୍ଠୀଙ୍କୁ ନେଇ ମହାରାଷ୍ଟ୍ରରେ ସରକାର ଗଢିପାରେ ଭାଜପା: ଦିଲ୍ଲୀ ଗଲେ ଫଡନଭୀସ

ମୁମ୍ବାଇ,୨୮।୬: ମହାରାଷ୍ଟ୍ରରେ ହାଇଭୋଲଟେଜ୍‌ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି। ଶିବସେନା ବିଦ୍ରୋହୀ ସିନ୍ଧେ ଗୋଷ୍ଠୀଙ୍କୁ ନେଇ ରାଜ୍ୟରେ ଭାଜପା ସରକାର ଗଢିବ ବୋଲି ଚର୍ଚ୍ଚା ହେଉଛି। ଏହି ସମୟରେ ଭାଜପା ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ...

ପାକିସ୍ତାନର ୪ ଦୂତାବାସର ଟୁଇଟର ଆକାଉଣ୍ଟକୁ ବ୍ୟାନ କଲା ଭାରତ

ନୂଆଦିଲ୍ଲୀ,୨୮ ।୬: ଭାରତ ପକ୍ଷରୁ ପାକିସ୍ତାନର ୪ ଦୂତାବାସର ଟୁଇଟର ଆକାଉଣ୍ଟକୁ ବ୍ୟାନ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ଉପରେ ଅଭିଯୋଗ ରହିଛି କି ଏହାର ଟୁଇଟର ଆକାଉଣ୍ଟ ଦ୍ୱାରା ଭୁଲ ଖବର ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri