Tag Archives: Home Middle

ଋଣ ପରିଶୋଧ ପାଇଁ ଗିଲ୍‌ଗିଟ୍‌-ବଲ୍ଟିସ୍ତାନକୁ ଚାଇନାକୁ ହସ୍ତାନ୍ତର କରିବାକୁ ପାକିସ୍ତାନର ଯୋଜନା…

ଇସଲାମାବାଦ୍‌, ୨୩।୬ : ଚାଇନାର ଋଣ ବୋଝରେ ପୋତି ହୋଇଥିବା ପାକିସ୍ତାନ ଅର୍ଥନୈତିକ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଏହି ଋଣରୁ ମୁକ୍ତି ପାଇବା ପାଇଁ ପାକିସ୍ତାନର ବେଆଇନ ଦଖଲରେ ଥିବା ପାକ୍‌ ଅଧିକୃତ କାଶ୍ମୀରର ଗିଲ୍‌ଗିଟ୍‌-ବଲ୍ଟିସ୍ତାନ...

ଜିସାଟ୍‌-୨୪ର ସଫଳ ଉତ୍‌କ୍ଷେପଣ…

ଫ୍ରେଞ୍ଚ ଗୁଏନା, ୨୩।୬ : ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଦ୍ୱାରା ନିର୍ମିତ ଜିସାଟ୍‌-୨୪ ଉପଗ୍ରହକୁ ଦକ୍ଷିଣ ଆମେରିକାର ଫ୍ରେଞ୍ଚ ଗୁଏନା କୋଏରୋରୁ ଗୁରୁବାର ଫ୍ରାନ୍ସର କମ୍ପାନୀ ଆରିୟାନସ୍ପେସ ଦ୍ୱାରା ସଫଳତାର ସହିତ ଉତ୍‌କ୍ଷେପଣ କରାଯାଇଛି। ଜିସାଟ୍‌-୨୪ ହେଉଛି...

ଉଦ୍ଧବଙ୍କ ବିରୋଧରେ ଇଡି ଯାଞ୍ଚ୍‌ ଦାବି, ହାଇକୋର୍ଟରେ ପିଟିଶନ…

ମୁମ୍ବାଇ, ୨୩।୬ : ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଭାରତୀୟ ଜନତା ପାର୍ଟି ନେତା କିରିଟ ସୋମେୟା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପତ୍ତି ବିରୋଧରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଛନ୍ତି। ଏହା...

ଚାରଧାମ ଯାତ୍ରା: ୪୬ ଦିନରେ ଗଲାଣି ୧୭୫ ପ୍ରାଣୀଙ୍କ ଜୀବନ

ଋୁଦ୍ରପ୍ରୟାଗ,୨୩ ।୬: କେଦାରନାଥ ଯାତ୍ରାରେ ପ୍ରାଣୀଙ୍କ ମୃତ୍ୟୁ ଲଗାତାର ଜାରି ରହିଛି । କଥା କହିପାରୁ ନ ଥିବା ଏହି ପ୍ରାଣୀ ମାଲିକଙ୍କ ପଟେକ ଭରିବା ପରେ ମୃତ୍ୟୁ କୋଳକୁ ଚାଲିଯାଉଥିଲେ ବି ଏଥିପ୍ରତି ଯେମିତି କାହାର ନଜର ନାହିଁ...

୫୬ ବର୍ଷରେ ୪ ଥର ବିଦ୍ରୋହ

ମୁମ୍ବାଇ,୨୩ା୬: କ୍ୟାଡରଭିତ୍ତିକ ଦଳ, ନେୃତୃତ୍ୱ ପ୍ରତି ପ୍ରବଳ ଆନୁଗତ୍ୟ। ତଥାପି ଚାରି ଚାରି ଥର ବିଦ୍ରୋହକୁ ସମ୍ନା କରିଛି ଶିବସେନା। ତହିଁରୁ ୩ ଥର ବିଦ୍ରୋହ କେବଳ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ଅମଳରେ ହୋଇଥିଲା। ବାଲ୍‌ ଠାକ୍‌ରେ କେବେ...

ଇସ୍ରାଏଲରେ ରାଜନୈତିକ ସଙ୍କଟ

ଜେରୁଜେଲମ, ୨୩।୬: ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟଙ୍କ ସରକାର ସଂଖ୍ୟାଲଘୁ ହେବା ପରେ ସେଠାରେ ପୁଣି ରାଜନୈତିକ ସଙ୍କଟ ଦେଖାଦେଇଛି। ବେନେଟଙ୍କ ମେଣ୍ଟ ସରକାର ଭାଙ୍ଗିବା ନିମନ୍ତେ ବୁଧବାର ଇସ୍ରାଏଲ ପାର୍ଲାମେଣ୍ଟ ନିସେଟ୍‌ରେ ଏକ ବିଲ୍‌ ପାରିତ ହୋଇଛି। ସଂସଦ...

ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ଦିଆ ନ ଯାଉ ଲଢ଼ିବା ସୁଯୋଗ

ନୂଆଦିଲ୍ଲୀ, ୨୩।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ସୁପ୍ରିମକୋର୍ଟରେ ଏକ ପୁରୁଣା ମାମଲା ଉପରେ ବୁଧବାର ପିଟିଶନ ଦାଖଲ କରାଯାଇଛି। ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ କିମ୍ବା ନିଜେ ଇସ୍ତଫା ଦେଇଥିବା ବିଧାୟକଙ୍କ ପ୍ରତିଦ୍ୱନ୍ଦ୍ୱିତା ଉପରେ ୫...

ଦେଶର କିଛି ରାଜ୍ୟରେ ମିଳିଲାଣି ଜିକା ଭାଇରସ, ଗୋଟିଏ ନମୁନାରେ ଜିକା, ଡେଙ୍ଗୁ , ଚିକନଗୁନିଆ

ନୂଆଦିଲ୍ଲୀ,୨୩ ।୬: ଦେଶର କିଛି ରାଜ୍ୟରେ ଜିକା ଭାଇରସ ମିଳିବା ଫଳରେ ଏବେ ଏହା ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାରୁ ନେଇ ପ୍ରତି ରାଜ୍ୟରେ ଗ୍ରାଉଣ୍ଡ ଲେବଲରୁ ସତର୍କ ରହିବାକୁ କୁହାଯାଇଛି । ନୂଆଦିଲ୍ଲୀସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ...

୩୪,୬୧୫ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୨୩ା୬: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦେ ଓ୍ବାନ ହାଉସିଂ ଫାଇନାନ୍ସ ଲିଃ (ଡିଏଚ୍‌ଏଫ୍‌ଏଲ୍‌)ର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) କପିଳ ଓ୍ବାଧଓ୍ବନ, ନିର୍ଦ୍ଦେଶକ ଧୀରଜ ଓ୍ବାଧଓ୍ବନ ଓ ଅନ୍ୟମାନଙ୍କ ବିରୋଧରେ ୩୪,୬୧୫ କୋଟି ଟଙ୍କାର ବ୍ୟାଙ୍କ ଠକେଇ...

ଓଡ଼ିଶା ହାଇକୋର୍ଟରେ ପଡ଼ିରହିଛି ୧,୭୩,୫୧୦ ମାମଲା

କଟକ ଅଫିସ,୨୨ା୬: ଓଡ଼ିଶା ହାଇକୋର୍ଟରେ ୨୦୨୧ ସୁଦ୍ଧା ୧ ଲକ୍ଷ ୭୩ ହଜାର ୫୧୦ ମାମଲା ପଡ଼ିରହିଛି। ସେହିପରି ୧ ଲକ୍ଷ ୨୮ ହଜାର ୯୪୩ଟି ନୂଆ ମାମଲା ଦାୟର ହୋଇଛି। ଏଗୁଡ଼ିକ ମଧ୍ୟରୁ ୧ ଲକ୍ଷ ୫ ହଜାର...

ମୁଖ୍ୟମନ୍ତ୍ରୀ ନିବାସ ଛାଡିଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୨।୬: ମହାରାଷ୍ଟ୍ରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ହାଇଭୋଲଟେଜ ଡ୍ରାମା ବୁଧବାର ମଧ୍ୟ ଜାରି ରହିଛି। ଶିବସେନାର ବିଦ୍ରୋହୀ ବିଧାୟକମାନେ ସୁରତରୁ ଗୁଆହାଟୀରେ ପହଞ୍ଚିଛନ୍ତି। ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଲୋକଙ୍କୁ ସମ୍ବୋଧିତ...

ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ ମୃତକଙ୍କ ସଂଖ୍ୟା ବଢୁଛି

କାବୁଲ,୨୨ା୬: ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ ହୋଇଛି। ଫଳରେ ୧୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା। ଏକ ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ପୂର୍ବ ଆଫଗାନିସ୍ତାନର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri