Tag Archives: Home Middle

ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାକୁ ୫-ଜି ସେବା

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ହାଇସ୍ପିଡ୍‌ ୫-ଜି ଇଣ୍ଟରନେଟ୍‌ ସେବା ମିଳିବ। ପ୍ରଥମ ପର୍ଯ୍ୟାୟରେ ଏହି ସୁବିଧା ପାଇବାରୁ ଓଡ଼ିଶା ବଞ୍ଚିତ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାକୁ ଏହି ସେବାରେ ସାମିଲ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ...

ବିକଶିତ-ବିକାଶଶୀଳ ଦେଶ ମଧ୍ୟରେ ମଧ୍ୟସ୍ଥତା ଦ୍ୱାରା ପୃଥିବୀର ସନ୍ତୁଳନ ବଜାୟ ରହିବ, ସିଜେଆଇ…

ନୂଆଦିଲ୍ଲୀ, ୨୧।୬ : ବିକଶିତ ତଥା ବିକାଶଶୀଳ ଦେଶ ମଧ୍ୟରେ ଅନ୍ତର୍ଜାତୀୟମଧ୍ୟସ୍ଥତା ଦ୍ୱାରା ପୃଥିବୀର ସନ୍ତୁଳନ ବଜାୟ ରହିବ ବୋଲି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି.ରମନା ଆହ୍ବାନ ଜଣାଇଛନ୍ତି। ମଙ୍ଗଳବାର ଭାରତର ପ୍ରଧାନ ବିଚାରପତି ଏକ କାର୍ଯ୍ୟକ୍ରମରେ ଯୋଗଦେଇ...

ଅଗ୍ନିପଥ ଯୋଜନା, ପ୍ରଦର୍ଶନକାରୀ ଯୁବବର୍ଗଙ୍କୁ ସମର୍ଥନ ଦେବ ଚାଷୀ ସଂଗଠନ…

ନୂଆଦିଲ୍ଲୀ, ୨୧।୬ : ଭାରତୀୟ ସେନାରେ ନୂତନ ନିଯୁକ୍ତି ଯୋଜନା ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ଚାଲିଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ନେଇ ଉତ୍ତରପ୍ରଦେଶର ବିହାରରେ ସବୁଠାରୁ ବଡ ଧରଣର ବିରୋଧ ଦେଖିବାକୁ ମିଳିଛି। ଏହି...

ଦ୍ରୌପଦୀ ମୁର୍ମୁ ଭାଜପା ରାଷ୍ଟ୍ରପତି ପ୍ରାର୍ଥୀ…

ନୂଆଦିଲ୍ଲୀ, ୨୧।୬ : ଭାଜପା ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଚୟନ କରାଯାଇଛି। ଭାଜପା ମୁଖ୍ୟାଳୟରେ ସଂସଦୀୟ ବୋର୍ଡ ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଘୋଷଣା...

ଭାଜପା ସହିତ ମେଣ୍ଟ କଲେ ମିଳିବ ସମର୍ଥନ, କହିଲେ ସିନ୍ଦେ…

ମୁମ୍ବାଇ, ୨୧।୬ : ମହାରାଷ୍ଟ୍ର ସରକାରରେ ସଙ୍କଟ ସୃଷ୍ଟି କରିଥିବା ଏକନାଥ ସିନ୍ଦେଙ୍କ ସହିତ ଆଲୋଚନା ଜାରି ରହିଛି। ସେ କହିଛନ୍ତି ଯେ ରାଜ୍ୟରେ ଶିବସେନାର ପୂର୍ବତନ ସହଯୋଗୀ ଭାଜପା ସହିତ ମେଣ୍ଟ କଲେ ବିଦ୍ରୋହୀ ବିଧାୟକଙ୍କ ସମର୍ଥନ ମିଳିବ।...

ଅଗ୍ନିପଥ ଯୋଜନାକୁ ଓଡ଼ିଶାର ସମର୍ଥନ

ଭୁବନେଶ୍ୱର,୨୧ା୬(ବ୍ୟୁରୋ)-କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ କଂଗ୍ରେସ ମଧ୍ୟ ଏହି ଯୋଜନାକୁ ପ୍ରତ୍ୟାହାର କରି ନେବାକୁ ଦାବି କରିଛି। ହେଲେ ରାଜ୍ୟ ସରକାର ଏହି ଯୋଜନାକୁ ସମର୍ଥନ କରିଛନ୍ତି। ରାଜ୍ୟ...

ଦେଶରେ ବୃଦ୍ଧି ପାଉଥିବା ମକଦ୍ଦମା ପ୍ରବୃତ୍ତି ରାଜନୈତିକ କ୍ଷେତ୍ରରେ ସହନଶୀଳତାର ଅଭାବକୁ ଦର୍ଶାଉଛି…

ନୂଆଦିଲ୍ଲୀ, ୨୧।୬ : ସମାଜ ତଥା ନୀତିର ଜଟିଳ ସମସ୍ୟାର ସମାଧାନ ପାଇଁ କୋର୍ଟ ଏକ ଶେଷ ସମାଧାନର ପଥ ହୋଇପାରିବ ନାହିଁ ବୋଲି ଦର୍ଶାଇ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏକ ଗଣତାନ୍ତ୍ରିକ ସମାଜ ନିଶ୍ଚିତ...

ମାଓବାଦୀ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ

ନୂଆପଡ଼ା ଅଫିସ,୨୧।୬: ନୂଆପଡ଼ା ଜିଲା ବୋଡେନ୍‌ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ମାଓବାଦୀଙ୍କ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନମାନେ ହେଲେ ଶିଶୁପାଳ ସିଂହ, ଶିବଲାଲ ସିଂହ ଏବଂ ଧର୍ମେନ୍ଦ୍ର କୁମାର ସିଂହ। ଏମାନଙ୍କ...

୨୫ କୋଟି ବର୍ଷ ତଳେ ପୃଥିବୀରେ ହୋଇଥିଲା ମହାପ୍ରଳୟ, ୯୦ ପ୍ରତିଶତ ପ୍ରାଣୀ ହୋଇଥିଲେ ଧ୍ୱଂସ…

ଲଣ୍ଡନ, ୨୧।୬ : ପୃଥିବୀରେ ପାଞ୍ଚଟିମହା ପ୍ରଳୟ ଘଟିଛି। ଯାହା ପୃଥିବୀରେ ଜୀବନ ସତ୍ତାକୁ ସମାପ୍ତ କରିଛି । ୨୫ କୋଟି ବର୍ଷ ପୂର୍ବେ ମଧ୍ୟ ଏପରି ବିପର୍ଯ୍ୟୟ ଘଟିଥିଲା ଯେଉଁଥିରେ ପୃଥିବୀର ୯୦ ପ୍ରତିଶତ ଜୀବନ ସତ୍ତା ସମ୍ପୂର୍ଣ୍ଣ...

ଏଏପି ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି ଭାଜପା…

ନୂଆଦିଲ୍ଲୀ, ୨୧।୬ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ରାଜଧାନୀରେ ଶାସକ ଆମ ଆଦମୀ ପାର୍ଟି (ଏଏପି) ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ବନ୍ଦ କରିବା ପାଇଁ ଭାରତୀୟ ଜନତା ପାର୍ଟି ମିଥ୍ୟା ଅଭିଯୋଗ କରିଥିବା ନେଇ କ୍ଷୋଭ ପ୍ରକାଶ...

କ୍ଷମତା ପାଇଁ ହିନ୍ଦୁତ୍ୱ ସହିତ ପ୍ରତାରଣା କରାଯିବ ନାହିଁ…

ମୁମ୍ବାଇ, ୨୧।୬ : ଶିବସେନାର ବହୁ ବିଧାୟକଙ୍କ ସହ ସୁରଟରେ ପହଞ୍ଚିଥିବା ଏକନାଥ ସିନ୍ଦେଙ୍କ ବିରୋଧରେ ଉଦ୍ଧବ ଠାକୁର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ଶିବସେନାର ବିଧାନସଭା ଦଳର ନେତା ପଦରୁ ହଟାଇ ଦିଆଯାଇଛି। ଏହି କାର୍ଯ୍ୟର କିଛି...

ଉଦ୍ଧବଙ୍କ ବୈଠକରେ ମାତ୍ର ୨୦ ବିଧାୟକ, ୩୫ ଜଣଙ୍କ ଅନୁପସ୍ଥିତି ଯୋଗୁ ବଢ଼ିଲା ଚିନ୍ତା…

ମୁମ୍ବାଇ, ୨୧।୬ : ଏକନାଥ ସିନ୍ଦେଙ୍କ ବିଦ୍ରୋହ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବୈଠକରେ ବହୁ ବିଧାୟକଙ୍କ ଅନୁପସ୍ଥିତି ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଉଦ୍ଧବ ଠାକ୍‌ରେ ମଙ୍ଗଳବାର ଅପରାହ୍ନରେ ଡକାଇଥିବା ବୈଠକରେ ମାତ୍ର ୨୦ ଜଣ ବିଧାୟକ ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri