Tag Archives: Home Middle

ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ, ୨୧।୬: ଟିଏମ୍‌ସି ନେତା ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଘୋଷଣା କରିଛନ୍ତି। ମିଳିତ ବିରୋଧୀ ଦଳ ବୈଠକରେ ସିହ୍ନାଙ୍କ ନାଁ ଚୂଡାନ୍ତ କରାଯାଇଛି।...

ବାଂଲାଦେଶରେ ଯୁବତୀ-ନିଶାଦ୍ରବ୍ୟ ଚୋରା କାରବାର କରୁଛନ୍ତି ରୋହିଙ୍ଗ୍ୟା, ଶେଖ ହସିନାଙ୍କ ସୂଚନା…

ଢାକା, ୨୧।୬ : ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ଆଶ୍ରୟ ଦେଉଥିବା ବାଂଲାଦେଶ ବର୍ତ୍ତମାନ ସେମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛି। ରୋହିଙ୍ଗ୍ୟା ମୁସଲମାନମାନେ ବାଂଲାଦେଶରେ ସମସ୍ୟା ସୃଷ୍ଟି କରୁଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନା ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ...

ଜାପାନକୁ ଘେରିଲେ ରୁଷିଆ-ଚାଇନା, ୨୦ ଯୁଦ୍ଧପୋତ ସାମିଲ…

ଟୋକିଓ, ୨୧।୬ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଚାଇନା ଜାପାନକୁ ଘେରିବା ଆରମ୍ଭ କରିଛନ୍ତି। ରୁଷିଆ ଏବଂ ଚାଇନାର ୨୦ଟି ଯୁଦ୍ଧପୋତ ଜାପାନ ଏବଂ ଏହାର ଦ୍ୱୀପପୁଞ୍ଜର ସାମୁଦ୍ରିକ ଅଞ୍ଚଳରେ ବୁଲୁଛି। ଜାପାନର ସେନା ଏସବୁ...

ଏଭରେଷ୍ଟ ବେସ୍‌ କ୍ୟାମ୍ପ୍‌ ହଟାଇବ ନେପାଳ…

କାଠମାଣ୍ଡୁ, ୨୧।୬ : ନେପାଳ ଏଭରେଷ୍ଟ ବେସ କ୍ୟାମ୍ପକୁ ହଟାଇବାକୁ ପ୍ରସ୍ତୁତ ହେଉଛି। ଗ୍ଲାସିଅର ତରଳିବା ଏବଂ ଅତ୍ୟଧିକ ମାନବୀୟ କାର୍ଯ୍ୟକଳାପ ଏହାକୁ ଅସୁରକ୍ଷିତ କରିଦେଇଛି। ବିବିସିରେ ପ୍ରକାଶିତ ଖବର ଅନୁଯାୟୀ, ଶୀଘ୍ର ତରଳି ଯାଉଥିବା ଖୁମ୍ବୁ ଗ୍ଲାସିଅର୍‌ ଉପରେ...

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ମହାରାଷ୍ଟ୍ରରେ ସର୍ବାଧିକ…

ନୂଆଦିଲ୍ଲୀ, ୨୧।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

‘ରାଜଧାନୀରେ କାର୍ଯ୍ୟ କରିବାରେ ଅନେକ ଚ୍ୟାଲେଞ୍ଜ ରହିବ’

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ଗଞ୍ଜାମ ଜିଲାପାଳ ଭାବେ ଦୀର୍ଘଦିନ ଧରି ଦାୟିତ୍ୱ ତୁଲାଇବା ପରେ ସୋମବାର ବିଏମ୍‌ସି(ଭୁବନେଶ୍ୱର ମହାନଗର ନିଗମ) କମିଶନର ଭାବେ ବିଜୟ ଅମୃତା କୁଲାଙ୍ଗେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏ ଅବସରରେ ମେୟର ସୁଲୋଚନା ଦାଶ ତାଙ୍କୁ ସ୍ବାଗତ କରିଥିଲେ।...

ମୈସୁର ପ୍ୟାଲେସରେ ଯୋଗ କଲେ ମୋଦି

ମୈସୁର,୨୧ ।୬: ଅଷ୍ଟମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ମୈସୁର ପ୍ୟାଲେସରେ ଯୋଗ କରିଛନ୍ତି । ତାଙ୍କ ସହ ପ୍ରାୟ ୧୫ ହଜାର ଲୋକ ଯୋଗାଭ୍ୟାସ କରିଛନ୍ତି । ଦୁଇ ଦିନିଆ କର୍ନାଟକ ଗସ୍ତରେ...

ଇଟାଲୀରେ ନବୀନ

ଭୁବନେଶ୍ୱର,୨୧ା୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତରେ ଅଛନ୍ତି। ସୋମବାର ଭୋର୍‌ରୁ ବିମାନ ଯୋଗେ ବିଦେଶ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଇଟାଲୀରେ ପହଞ୍ଚିଛନ୍ତି। ଇଟାଲୀରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା ନବୀନଙ୍କୁ ସେଠାରେ ସ୍ବାଗତ କରିଛନ୍ତି। ବିଦେଶ...

ମୈସୁର ପ୍ୟାଲେସରେ ୧୯ ଯୋଗାସନ କରିବେ ମୋଦି

ମୈସୁର,୨୧ ।୬: ଚଳିତ ବର୍ଷ ଅଷ୍ଟମ ଅନ୍ତରାଷ୍ଟୀୟ ଯୋଗ ଦିବସରେ ସାରା ବିଶ୍ୱରେ ୨୫ କୋଟିରୁ ଅଧିକ ଲୋକ ଏକାଥରେ ଯୋଗ କରିବେ । ଚଳିତ ବର୍ଷର ଥିମ ରହିଛି ‘ମାନବତା ପାଇଁ ଯୋଗ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଅଧା ବାଟରେ ଅଟକିଲା ରୋପଓ୍ବେ: ମଝି ଆକାଶରେ ଝୁଲିଲେ ପର୍ଯ୍ୟଟକ

ଶିମଲା,୨୦।୬: ମଝି ଆକାଶରେ ରୋପଓ୍ବେ ବନ୍ଦ ହୋଇଯିବା ଘଟଣା ପୁଣି ସାମ୍ନାକୁ ଆସିଛି। ବାରମ୍ବାର ଏଭଳି ଘଟଣା ଘଟିବା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର ପରୱାନୋରେ। ସୋଲାନ ଜିଲାର...

‘ଅଗ୍ନିବୀର’ ନିଯୁକ୍ତି ପାଇଁ ଅଧିସୂଚନା ଜାରି

ନୂଆଦିଲ୍ଲୀ,୨୦।୬: ସେନାବାହିନୀରେ ନୂତନ ନିଯୁକ୍ତି ନେଇ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ବିରୋଧରେ ଦେଶର ଅନେକ ସ୍ଥାନରେ କ୍ରମାଗତ ବିରୋଧ ପ୍ରଦର୍ଶନ କରାଯାଉଛି। ଅନ୍ୟ ପଟେ ସୋମବାର ନୂତନ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ନୂତନ ନିଯୁକ୍ତି...

ଆର୍ମି ବେସ୍‌ ଉପରେ ଆକ୍ରମଣ: ୧୩ ଯବାନ ମୃତ; ୨ ଆହତ

କାହିରା,୨୦ା୬: ସିରିଆରେ ସୋମବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ସେନାର ଏକ ବେସ୍‌ରେ ଏପରି  ଆକ୍ରମଣ ଘଟାଇଛନ୍ତି। ଫଳରେ ୧୩ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ସିରିଆର ରକାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri