Tag Archives: Home Middle

ବିଳମ୍ବିତ ରାତ୍ରରେ ରାସ୍ତାରେ ବୁଲିବା ଅପରାଧ ନୁହେଁ, କୋର୍ଟଙ୍କ ରାୟ…

ମୁମ୍ବାଇ, ୨୦।୬ : ବିଳମ୍ବିତ ରାତ୍ରରେ ରାସ୍ତାରେ ବୁଲିବା କୌଣସି ଅପରାଧ ନୁହେଁ ବୋଲି ମୁମ୍ବାଇ ଏକ କୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି। କର୍ଫ୍ୟୁ ଜାରି ହୋଇ ନ ଥିଲେ ରାସ୍ତାରେ ବୁଲିବା ଅପରାଧ ନୁହେଁ ବୋଲି...

ମାକ୍ରୋନ୍‌ ସଂଖ୍ୟା ଗରିଷ୍ଠତା ହରାଇବା ଆଶଙ୍କା…

ନୂଆଦିଲ୍ଲୀ, ୨୦।୬ : ଦେଶର ସଂସଦ ନିର୍ବାଚନର ଅନ୍ତିମ ରାଉଣ୍ଡରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମିଳିତ ମଞ୍ଚ ସର୍ବାଧିକ ଆସନ ଜିଣିଛି, କିନ୍ତୁ ସଂସଦୀୟ ସଂଖ୍ୟାଗରିଷ୍ଠତା ହରାଇଛି। ଏକଜିଟ ପୋଲ ଆଧାରରେ ଏହା କୁହାଯାଉଛି। ଆଂଶିକ ଫଳାଫଳ ଉପରେ...

ଅଗ୍ନିପଥ ଭାରତୀୟ ଯୁବବର୍ଗଙ୍କ ପାଇଁ ଏକ ସୁଅବସର, ରବିଶଙ୍କର…

ନୂଆଦିଲ୍ଲୀ, ୨୦।୬ : ଦେଶରେ ଅଗ୍ନିପଥ ଯୋଜନା ନେଇ ଯୁବବର୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଆର୍ଟ ଅଫ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ...

ଅଗ୍ନିପଥ ନିଆଁ, ୫୩୯ ଟ୍ରେନ୍‌ ଚଳାଚଳ ବ୍ୟାହତ, ୧୮୧ ଏକ୍ସପ୍ରେସ୍‌ ବାତିଲ…

ନୂଆଦିଲ୍ଲୀ, ୨୦।୬ : ଅଗ୍ନିପଥ ଯୋଜନା ବିରୋଧରେ ଦେଶ ବ୍ୟାପି ଭାରତ ବନ୍ଦ ଡାକରାରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଚକାଜାମ୍‌ ଯୋଗୁ ଭାରତୀୟ ରେଲଓ୍ବେ ପକ୍ଷରୁ ୧୮୧ ଏକ୍ସପ୍ରେସକୁ ବାତିଲ କରାଯାଇଛି। ଏହା ସହିତ ୩୪୮ ଯାତ୍ରୀବାହୀ ଟ୍ରେନ...

ଗଞ୍ଜାମରେ ଯୋଗଦେଲେ ନୂଆ ଜିଲାପାଳ

ଛତ୍ରପୁର,୨୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ନୂତନ ଜିଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ା ସୋମବାର ଯୋଗ ଦେଇଛନ୍ତି। ପୂର୍ବତନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କଠାରୁ ଆଜି ଦାୟିତ୍ୱ ନେଇଛନ୍ତି ଦିବ୍ୟଜ୍ୟୋତି। ସେ ୨୦୧୬ ଆଇଏଏସ୍‌ ବ୍ୟାଚର ଏବଂ ଏହା ପୂର୍ବରୁ ସେ ସମ୍ବଲପୁରର...

୮୦ ହଜାର ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୦।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

କୁପଓ୍ବାରାରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିହତ, ୨୦ ଦିନରେ ୨୩ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଛି…

ଶ୍ରୀନଗର, ୨୦।୬ : ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଅପରେଶନ୍‌ ଅଲଆଉଟ୍‌ ଜାରି ରହିଛି। କୁପୱାରା ଏବଂ କୁଲଗାମ ଜିଲାରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ଦୁଇଟି ଆତଙ୍କବାଦୀ ବିରୋଧୀ ଅପରେଶନରେ ଏପର୍ଯ୍ୟନ୍ତ ଚାରିଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଗତ...

ପେଗାସସ୍‌ ପରେ ଏବେ ହର୍ମିଟ୍‌ ଟାର୍ଗେଟରେ ରାଜନେତା…

ନୂଆଦିଲ୍ଲୀ, ୨୦।୬ : ଇସ୍ରାଏଲର ଗୁପ୍ତଚର ସଫ୍ଟୱେର୍‌ ପେଗାସସ ନେଇ ଉତ୍ତେଜନା ପରେ ସରକାର ପ୍ରଭାବଶାଳୀ ଲୋକମାନଙ୍କର ଅନୁସନ୍ଧାନ ବନ୍ଦ କରିନାହାଁନ୍ତି। କିନ୍ତୁ ଏହି କାର୍ଯ୍ୟ ପାଇଁ ଏବେ ନୂତନ ସଫ୍ଟୱେର୍‌ ବ୍ୟବହାର କରାଯାଉଛି। ଅନ୍ୟ ଏକ ସଫ୍ଟୱେର୍‌ ଲୋକଙ୍କ...

ଆମେରିକାରେ ପୁଣି ଗୁଳିକାଣ୍ଡ…

ଓ୍ବାଶିଂଟନ, ୨୦।୬ : ଆମେରିକାର ୱାଶିଂଟନ ଡିସିରେ ପୁଣି ଗୁଳକାଣ୍ଡ ଘଟିଛି। ରବିବାର ରାତିରେ ଏଠାରେ ପୋଲିସ ଅଧିକାରୀଙ୍କ ସମେତ ଅନେକ ଲୋକଙ୍କ ଉପରେ ଅଜଣା ବ୍ୟକ୍ତି ଗୁଳି ଚଳାଇଥିଲେ। କୁହାଯାଉଛି ଯେ ଏହି ଘଟଣା ଜୁନିଏଣ୍ଟ ମ୍ୟୁଜିକ କନସର୍ଟ...

ଇଟାଲୀ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ସୋମବାରଠାରୁ ଇଟାଲି ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ଏହି ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ନବୀନଙ୍କ ଦ୍ୱିତୀୟ ବିଦେଶ ଗସ୍ତ । ଇଟାଲୀରେ ପହଞ୍ଚିବା ପରେ...

୫ଦିନ ପ୍ରବଳ ବର୍ଷା: ୩ ଦିନରେ ସାରା ରାଜ୍ୟକୁ ଛୁଇଁବ ମୌସୁମୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଓଡ଼ିଶାକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଥିପାଇଁ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରାକ୍‌-ମୌସୁମୀ ବର୍ଷା ଲାଗି ରହିଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳକୁ ମୌସୁମୀ...

ଗୁରୁଦ୍ୱାରାରେ ଆତଙ୍କବାଦୀ ଆକ୍ରମଣ…

କାବୁଲ, ୨୦।୬ : ଆଫଗାନିସ୍ତାନରେ ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟିଛି। ପାଜୋକ ନ୍ୟୁଜର ଏକ ରିପୋର୍ଟ ସୋସିଆଲ ମିଡିଆରେ ଉଲ୍ଲେଖ କରିଛି ଯେ, ଆକ୍ରମଣ ପରେ ଗୁରୁ ଗ୍ରନ୍ଥ ସାହେବ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଗୁରୁଦ୍ୱାରା କମିଟିର ଅଧ୍ୟକ୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri