Tag Archives: Home Middle

‘୪୦୦ ପାର୍‌’ ହେବା ଅସମ୍ଭବ ନୁହେଁ, ସହଜ ବି ନୁହେଁ: ନିର୍ବାଚନ ଇତିହାସରେ ଥରେ ମାତ୍ର ହୋଇଛି ‘୪୦୦ ପାର୍‌’

ନୂଆଦିଲ୍ଲୀ,୩।୬: ଆଉ ମାତ୍ର କେଇ ଘଣ୍ଟା ପରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବାହାରିବ। ଏଥର ଭାଜପା ନିର୍ବାଚନ ପୂର୍ବରୁ ଯେଉଁ ‘୪୦୦ ପାର୍‌’ ନାରା ଦେଇଥିଲା ତାହା ସତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇଯିବ। ଭାରତର...

ପାକିସ୍ତାନରେ ଏମିତି ହୁଏ ପାଠପଢ଼ା, ପିଲାଙ୍କୁ ଦିଆଯାଏ ଏସବୁ ଶିକ୍ଷା

ନୂଆଦିଲ୍ଲୀ, ୩।୬: ଭାରତ ଏବଂ ପାକିସ୍ତାନ ଦୁଇ ପଡ଼ୋଶୀ ଦେଶ ହୋଇଥିଲେ ମଧ୍ୟ ଏହାର ସୀମାରେ ପ୍ରତ୍ୟେକ ଦିନ ତିକ୍ତତା ଦେଖିବାକୁ ମିଳିଥାଏ। କିନ୍ତୁ ତଥାପି ପଡ଼ୋଶୀ ଦେଶରେ କଣ ଚାଲିଛି ସେ ବିଷୟରେ ଜାଣିବାକୁ ଉଭୟ ଦେଶର ଲୋକେ...

ଅମୁଲ କ୍ଷୀର ପରେ ବଢିଲା ମଦର ଡେରି ଦାମ୍‌, ଏତେ କରିବାକୁ ପଡ଼ିବ ଖର୍ଚ୍ଚ

ନୂଆଦିଲ୍ଲୀ,୩।୬: ଗୋଟିଏ ଦିନ ପୂର୍ବରୁ ଅମୁଲ କ୍ଷୀରର ମୂଲ୍ୟ ବଢିଥିବାବେଳେ ସୋମବାର ମଦର ଡେରିର ଦାମ୍‌ ମଧ୍ୟ ବଢିଛି। ଶନିବାର ଦେଶରେ ଲୋକ ସଭା ନିର୍ବାଚନ ସରିବାର ୨ ଦିନ ନ ଜାଉଣୁ କ୍ଷୀର ମୂଲ୍ୟ ଓ ଟୋଲ ପ୍ଲାଜା...

୭୦ ଫୁଟ୍‌ ଗଭୀର କୂଅରେ ଖସି ପଡ଼ିଲା ନାବଳକ, ତାପରେ…

ଜୟପୁର, ୩।୬: ରାଜସ୍ଥାନର ଏକ କୂଅରେ ଖସିପଡ଼ିଥିବା ଜଣେ ନାବାଳକକୁ ଉଦ୍ଧାର କରିବା ପାଇଁ ୫୦ ଘଣ୍ଟାଧରି ଅପରେସନ୍‌ ଜାରି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ନାବାଳକକୁ ଉଦ୍ଧାର କରାଯାଇ ପାରିନାହିଁ। ମିଳିଥିବା ସୂଚନା ଅନୁସାରେ ରାଜସମନ୍ଦ ଜିଲାରେ ୧୩ ବର୍ଷର...

ଓଜେଇଇ ରେଜଲ୍ଟ ପ୍ରକାଶ, ଏମିତି ଜାଣନ୍ତୁ ନିଜର ର଼୍ୟାଙ୍କ

ଭୁବନେଶ୍ୱର,୩ା୬(ଅସମାପିକା ସାହୁ): ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୪)ର ଫଳାଫଳ ସୋମବାର ପ୍ରକାଶ ପାଇଛି। ଚଳିତବର୍ଷ ଓଜେଇଇ ପରୀକ୍ଷା  ୬.୫.୨୦୨୪ରୁ ଆରମ୍ଭ ହୋଇ ୧୦.୦୫.୨୪ ପର୍ଯ୍ୟନ୍ତ ଚାଲିଥିଲା। ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ...

ମତଦାନରେ ଭାରତର ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩ା୬: ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସ୍‌ମିଟ୍‌ ସୋମବାର ଆରମ୍ଭ ହୋଇଛି। ଏହି ପ୍ରେସ୍‌ମିଟ୍‌ରେ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି, ମତଦାନରେ ଭାରତ ବିଶ୍ୱ ରେକର୍ଡ କରିଛି। ଖାଲି ଏତିକି ନୁହେଁ, ଉକ୍ତ ପ୍ରେସ୍‌ମିଟ୍‌ରେ ଛିଡ଼ା ହୋଇ ଇସିଆଇ ମହିଳା...

ରାଜ୍ୟ କ୍ୟାବିନେଟର ଶେଷ ବୈଠକ, ବିଧାନସଭା ଭଙ୍ଗ ସୁପାରିସ

ଭୁବନେଶ୍ୱର,୩।୬: ସୋମବାର ବିଜେଡି ସରକାରଙ୍କର ପଞ୍ଚମ ପାଳିର ଶେଷ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ। ତେବେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟ...

କିଏ ଖୋଲେ ଷ୍ଟ୍ରଙ୍ଗ ରୁମର ତାଲା? କେମିତି ହୁଏ କାଉଣ୍ଟିଙ୍ଗ, କିଏ କିଏ ଯାଆନ୍ତି ଭିତରକୁ ଜାଣନ୍ତୁ…

ନୂଆଦିଲ୍ଲୀ,୩।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ମାତ୍ର କିଛି ଘଣ୍ଟା ବାକି ଅଛି। ଜୁନ ୪ରେ ଭୋଟ ଗଣିବା ସହିତ କାହାର ସରକାର ଗଠନ ହେବ ତାହା ଜଣାପଡିବ। ଗଣନା ଦିନ କ’ଣ ହୁଏ? ଭୋଟ କିପରି ଗଣାଯାଏ...

ଶତକ ପାର କରିବେ ନବୀନ, ଇଟିଜି ଓ ଟାଇମ୍ସ ନାଓର ଏକଜିଟ ପୋଲ କଲା ବଡ଼ ଆକଳନ

ନୂଆଦିଲ୍ଲୀ,୩।୬: ଓଡ଼ିଶାରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ସରିବାର କେଇ ଘଣ୍ଟା ପରେ ଶନିବାର ଏକଜିଟ ପୋଲ ବା ବୁଥ ବାହୁଡା ମତ ପ୍ରକାଶ ପାଇଛି। ଯେଉଁଥିରେ ଓଡ଼ିଶାକୁ ନେଇ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଜୁନ ୧ରେ...

ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୩ା୬: ସୋମବାର ଆରମ୍ଭ ହୋଇଛି ଚଳିତ ବିଧାନସଭାର ଏହି ଶେଷ ରାଜ୍ୟ କ୍ୟାବିନେଟ୍‌ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଆରମ୍ଭ ହୋଇଛି। ଏହି ଭର୍ଚୁଆଲ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାଲିଛି। ଏହା ନବୀନ...

ବସିବ ପଞ୍ଚମ ପାଳିର ଶେଷ ବୈଠକ, ମନ୍ତ୍ରୀମଣ୍ଡଳ ଭଙ୍ଗ ନେଇ ହୋଇପାରେ ଆଲୋଚନା

ଭୁବନେଶ୍ୱର,୩।୬: ଓଡ଼ିଶାରେ ଜୁନ ୧ରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ସରିବାର ୨ଦିନ ପରେ ଅର୍ଥାତ୍‌ ସୋମବାର BJD ସରକାରଙ୍କର ପଞ୍ଚମ ପାଳିର ଶେଷ ବୈଠକ ବସିବାକୁ ଯାଉଛି। ଆଉ କିଛି ସମୟ ପରେ ଏହି ବୈଠକ ବସିବାକୁ...

ଏୟାର ଶୋ’ରେ ଦୁଇ ବିମାନ ଧକ୍କା: ପାଇଲଟ ମୃତ

ଲିସ୍‌ବନ, ୩ା୬: ପର୍ତ୍ତୁଗାଲରେ ଏକ ଏୟାର ଶୋ’ ପ୍ରଦର୍ଶନ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏହି ସମୟରେ ଦୁଇଟି ପାଇଲଟ ଆକାଶରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri