Tag Archives: Home Middle

ପ୍ରତି ୫ ଜଣରେ ଜଣେ ଗର୍ଭବତୀ କରୁଛନ୍ତି ଗର୍ଭପାତ …

ଓ୍ବାଶିଂଟନ, ୧୬।୬ : ଆମେରିକାରେ ଗର୍ଭପାତ ମାମଲା ବୃଦ୍ଧି ପାଇଛି। ସରକାରୀ ଆକଳନ ଅନୁଯାୟୀ, ଦୀର୍ଘ ଦିନ ଧରି କମ ମାମଲା ପରେ ୨୦୧୭ ତୁଳନାରେ ୨୦୨୦ ରେ ଦେଶରେ ଗର୍ଭପାତ ସଂଖ୍ୟା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ୨୦୨୦...

ଦୈନିକ ସଂକ୍ରମଣ ୧୨ ହଜାର ଟପିଲା…

ନୂଆଦିଲ୍ଲୀ, ୧୬।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ଆଫଗାନିସ୍ତାନ ଖାଦ୍ୟ ସଙ୍କଟ, ଚାଷୀଙ୍କୁ ୧୫ କୋଟି ଡଲାର ସହାୟତା ହେବ ବିଶ୍ୱବ୍ୟାଙ୍କ …

ଓ୍ବାଶିଂଟନ, ୧୬।୬ : ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ବିଶ୍ୱ ବ୍ୟାଙ୍କ ସହାୟତାର ହାତ ବଢ଼ାଇଛି। ଏହା ଆଫଗାନିସ୍ତାନର ଚାଷୀମାନଙ୍କୁ ୧୫ କୋଟି ଡଲାରର ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି।...

ଭାରତରେ ବିରୋଧ ପ୍ରଦର୍ଶନ ନେଇ ହିଂସା ରୋକିବାକୁ ଅନୁରୋଧ କଲା ଜାତିସଂଘ…

ଜେନେଭା, ୧୬।୬ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ପ୍ରଦର୍ଶନ ନେଇ ହିଂସା ରୋକିବାକୁ ଅନୁରୋଧ କରିଛନ୍ତି। ସେକ୍ରେଟେରୀ ଜେନେରାଲଙ୍କ ମୁଖପାତ୍ର ଭାରତରେ କୌଣସି ପ୍ରକାର ହିଂସା ବନ୍ଦ କରିବାକୁ ନିବେଦନ କରିଛନ୍ତି। ଦୁଇ ପୂର୍ବତନ ଭାଜପା ନେତାଙ୍କ...

ସମୁଦ୍ର ପତ୍ତନଠାରୁ ଉଚ୍ଚତାରେ ମୁତୟନ ଥିବା ଯବାନଙ୍କ ହୃଦୟ-ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା, ରିପୋର୍ଟ …

ନୂଆଦିଲ୍ଲୀ, ୧୬।୬ : ଅଦ୍ୟାବଧି, ସମୁଦ୍ର ପତ୍ତନଠାରୁ ନିମ୍ନ ଏବଂ ଉଚ୍ଚ ସ୍ଥାନରେ ରହୁଥିବା ଲୋକଙ୍କ ମଧ୍ୟରେ ଥ୍ରୋମ୍ବୋସିସ ସମ୍ବନ୍ଧରେ କ୍ଲିନିକାଲ ଅଧ୍ୟୟନରେ ବିଭିନ୍ନ ଦାବି କରାଯାଉଥିଲା, କିନ୍ତୁ ପ୍ରଥମ ଥର ପାଇଁ ଏହା ବୈଜ୍ଞାନିକ ତଥ୍ୟ ଆଧାରରେ ପ୍ରମାଣିତ...

୨୦ ବର୍ଷ ସରକାରୀ ଜମିରେ ବାସ କରୁଥିବା ଯାଯାବର ଲୋକଙ୍କ ନାମରେ ହେବ ଜମି ମାଲିକାନା…

ଚଣ୍ଡିଗଡ଼, ୧୬।୬ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି ଯେ ୨୦ ବର୍ଷ ଧରି ସରକାରୀ ଜମିରେ ବାସ କରୁଥିବା ଯାଯାବର ସମ୍ପ୍ରଦାୟ ଲୋକଙ୍କୁ ମାଲିକାନା ଅଧିକାର ଦିଆଯିବ। ୩୧ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ, ଯେଉଁ...

ହସ୍ପିଟାଲ ପାଇଁ ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାମ ଅନୁସାରେ ହେବ ଏହାର ନାମକରଣ, ସରକାରଙ୍କ ନିର୍ଦ୍ଦେଶ …

ଲକ୍ଷ୍ନୌ,୧୬।୬: ହସ୍ପିଟାଲ ପାଇଁ ଜମି ଦାନ କଲେ ଦାତାଙ୍କ ନାମରେ ଏହାର ନାମକରଣ ହୋଇପାରିବ। ଜନବହୁଳ ଅଞ୍ଚଳରେ ଜମି କିଣି ସ୍ବାସ୍ଥ୍ୟ ବିଭାଗ ବର୍ତ୍ତମାନ ଏକ ନୂତନ ଡାକ୍ତରଖାନା ନିର୍ମାଣ କରିବାରେ ସକ୍ଷମ ହେବ। ଯଦି କୌଣସି ବ୍ୟକ୍ତି ତାଙ୍କ...

ଦିବ୍ୟାଙ୍ଗ ସନ୍ତାନଙ୍କୁ ମିଳିବ ଆଜୀବନ ପାରିବାରିକ ପେନସନ୍‌ …

ଲକ୍ଷ୍ନୌ, ୧୬।୬ : ମାନସିକ କିମ୍ବା ଶାରୀରିକ ଦିବ୍ୟାଙ୍ଗ ସନ୍ତାନ ଅବସରପ୍ରାପ୍ତ କିମ୍ବା ମୃତ କର୍ମଚାରୀ ଏବଂ ରାଜ୍ୟ ସରକାରଙ୍କ ପେନସନଭୋଗୀଙ୍କୁ ପରିବାରିକ ପେନସନ ସମ୍ବନ୍ଧରେ ସରକାର ଆୟର ମାନଦଣ୍ଡ ସ୍ଥିର କରିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର...

ସେନାରେ ଠିକା ନିଯୁକ୍ତିକୁ ବିରୋଧ

ନୂଆଦିଲ୍ଲୀ,୧୬।୬ ହିନ୍ଦୀ ଫିଲ୍ମ ଶୀର୍ଷକରେ ଭୁଲ୍‌ ଯୋଜନାଟିଏ କରି ବହୁ କୋଟି ଟଙ୍କା ବ୍ୟୟରେ ତା’ର ପ୍ରଚାର କରାଇଲେ ଭାରତୀୟ ସେନା ଶକ୍ତିଶାଳୀ ହୋଇଉଠିବ ବୋଲି ଧରିନେବା ବୋକାମି ଛଡ଼ା କିଛି ନୁହେଁ। ସଶସ୍ତ୍ର ବଳରେ ପ୍ରାୟ ୨ ଲକ୍ଷ...

ବଦଳିବ ସ୍କୁଲ ପାଠପଢ଼ା ସମୟ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ରାଜ୍ୟରେ ଆଉ ଗୋଟିଏ ଦିନ ପରେ ସ୍କୁଲ ଖୋଲିବ। ପୁଣି ପିଲା ସ୍କୁଲ ଯାଇ ପାଠ ପଢ଼ିବେ। ଗତ ୬ତାରିଖରୁ ଆରମ୍ଭ ହୋଇଥିବା ଖରାଛୁଟି ବା ଗ୍ରୀଷ୍ମଛୁଟି ୧୬ ତାରିଖରେ ଶେଷ ହେବ। ଶୁକ୍ରବାର ରାଜ୍ୟରେ ସମସ୍ତ...

ପୃଥ୍ବୀ-୨ର ରାତ୍ରକାଳୀନ ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ, ୧୫।୬-ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର ପରିସରରେ ବୁଧବାର ପୃଥ୍ବୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ ସଫଳ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି ସ୍ବଳ୍ପ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ରର ପରୀକ୍ଷଣ ୩ନଂ ଲଞ୍ଚପ୍ୟାଡରୁ ହୋଇଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା...

ଜୀବନ ସାଥୀ ଚୟନରେ ସମାଜ ପକ୍ଷରୁ ବାଧା ଦିଆଯାଇ ପାରିବ ନାହିଁ, ହାଇକୋର୍ଟ…

ବେଙ୍ଗାଲୂରୁ, ୧୫।୬ : ବ୍ୟକ୍ତିଗତ ଜୀବନରେ ଜଣେ ନିଜ ପସନ୍ଦର ଜୀବନ ସାଥୀ ଚୟନ କରିପାରିବେ। ଏଥିରେ ସମାଜ ପକ୍ଷରୁ କୌଣସି ବାଧା ଦିଆଯାଇ ପାରିବ ନାହିଁ ବୋଲି କର୍ନାଟକ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri