Tag Archives: Home Middle

ବାଚସ୍ପତି ନିର୍ବାଚନ ଲାଗି ଆଜି ସ୍ବତନ୍ତ୍ର ବୈଠକ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧ଟାରେ ବିଧାନସଭାର ସ୍ବତନ୍ତ୍ର ବୈଠକ ଲାଗି ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନଙ୍କୁ ସମନ କରାଯାଇଛି। ଅର୍ଥାତ୍‌ ୧୧ଟାରେ ବାଚସ୍ପତି ଭୋଟ୍‌ ଅନୁଷ୍ଠିତ ହେବ।...

ଏଥର ଅନ୍ତର୍ଜାତୀୟ ଯୋଗ ଦିବସ ହେବ ଭିନ୍ନ, ମୋଦିଙ୍କ ୭୫ ମନ୍ତ୍ରୀ ୭୫ ଐତିହାସିକ ସ୍ଥାନରେ କରିବେ ଯୋଗ

ନୂଆଦିଲ୍ଲୀ,୧୩ ।୬: ଚଳିତ ବର୍ଷ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ଟିକେ ଭିନ୍ନ ଧରଣର ହେବ ବୋଲି ଜଣାପଡିଛି । ଚଳିତ ବର୍ଷ ମୋଦି ସରକାରଙ୍କ ୭୫ ଜଣ ମନ୍ତ୍ରୀ ଦେଶର ଭିନ୍ନ ଭିନ୍ନ ୭୫ଟି ଐତିହାସିକ ସ୍ଥାନରେ...

ବାରବାଟୀରେ ହାରିଲା ଟିମ୍‌ ଇଣ୍ଡିଆ

କଟକ ଅଫିସ,୧୨।୬: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୪ ଉଇକେଟରେ ଟିମ୍‌ ଇଣ୍ଡିଆକୁ ହରାଇ ଦେଇଛି। ଏହି ବିଜୟ ସହ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୨-୦ର...

ବାରବାଟୀରେ ୧୪୮ ରନ୍‌ରେ ଅଟକିଲା ଭାରତ

କଟକ ଅଫିସ,୧୨।୬: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।...

ବାରବାଟୀ ଲଢେଇ: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା

କଟକ ଅଫିସ୍‌,୧୨।୬: ଭାରତ ଏବଂ ଦକ୍ଷିଣ ଆଫିକା ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି।...

ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ: ଜଣେ ତାଲିବାନ ସଦସ୍ୟଙ୍କ ମୃତ୍ୟୁ, ୬ ଆହତ

କାବୁଲ,୧୨ା୬: ଆଫଗାନିସ୍ତାନର କୁନାରରେ ରବିବାର ବିସ୍ଫୋରଣରେ ଜଣେ ତାଲିବାନ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସାଧାରଣ ନାଗରିକଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି।   ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ ସୁରକ୍ଷା ଅଧିକାରୀ କହିଛନ୍ତି,...

ହୋଟେଲ୍‌ରୁ ବାରବାଟୀ ଷ୍ଟାଡିୟମ ଅଭିମୁଖେ ଖେଳାଳି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଦୀର୍ଘ ଅଢେଇ ବର୍ଷ ବ୍ୟବଧାନ ପରେ ପୁଣି ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ। ଏହି ମ୍ୟାଚ୍‌କୁ ନେଇ ଲୋକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ...

ମନି ଲଣ୍ଡରିଂକୁ ଆଇନଗତ କରିବାକୁ ସରକାରଙ୍କ ଯୋଜନା, ବିରୋଧୀଙ୍କ ସମାଲୋଚନା …

ଢାକା, ୧୨।୬ : ମନି ଲଣ୍ଡରିଂକୁ ଆଇନଗତ କରିବାକୁ ବାଂଲାଦେଶ ସରକାରଙ୍କ ଯୋଜନାକୁ ନେଇ ଦେଶରେ ତୀବ୍ର ବିବାଦ ଦେଖାଦେଇଛି। କେବଳ ବିରୋଧୀ ନୁହନ୍ତି, ନାଗରିକ ସମାଜ ସଂଗଠନ ମଧ୍ୟ ଏହି ଯୋଜନାକୁ ସମାଲୋଚନା କରିଛନ୍ତି। ଆସନ୍ତା ଆର୍ଥିକ ବର୍ଷ...

ଭାରତକୁ ବଦନାମ କରିବା ଲାଗି ପାକିସ୍ତାନର ଷଡ଼ଯନ୍ତ୍ର, ସୋସିଆଲ ମିଡ଼ିଆର ଅପବ୍ୟବହାର…

ନୂଆଦିଲ୍ଲୀ, ୧୨।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ବିରୋଧରେ ଚାଲିଥିବା ପ୍ରଦର୍ଶନକୁ ନେଇ ପାକିସ୍ତାନ ଭାରତକୁ ବଦନାମ କରିବର ଷଡ଼ଯନ୍ତ୍ର ରଚିଛି। ବିବାଦ ପରେ ପାକିସ୍ତାନ ସୋସିଆଲ ମିଡିଆ ବ୍ୟବହାର କରି ଭାରତକୁ ବଦନାମ କରୁଛି। ଡିଜିଟାଲ...

୬ ମାସରେ ୯୯ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର …

ଶ୍ରୀନଗର, ୧୨।୬ : ଜମ୍ମୁ -କଶ୍ମୀରର ପୁଲୱାମା ଏନକାଉଣ୍ଟରରେ ଶନିବାର ୩ ଜଣ ସ୍ଥାନୀୟ ଲଶ୍କର-ଇ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳ ଥିଲେ ଯିଏକି ଜଣେ ସ୍ଥାନୀୟ ଶ୍ରମିକଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗ...

ପାଣି ପାଇଁ ନଦିଆରେ ସଂଘର୍ଷ, ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ…

କୋଲକାତା, ୧୨।୬ : ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ପଶ୍ଚିମବଙ୍ଗର ନଦିଆ ଜିଲାର ଶାନ୍ତିପୁର ଅଞ୍ଚଳରେ ପାଣି ଭରିବା ନେଇ ସାମାନ୍ୟ ବିବାଦ ପରେ ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବିବାଦ...

ହସ୍ପିଟାଲ୍‌ରେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୨।୬: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ରବିବାର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟୁଇଟ୍‌ର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ସୋନିଆ କରୋନା ସଂକ୍ରମଣର ଶିକାର ହୋଇଥିଲେ। ଆଜି ସକାଳେ ତାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri