Tag Archives: Home Middle

ଯୁଦ୍ଧ ନେଇ ଚାଇନାର ଶାନ୍ତି ମନ୍ତବ୍ୟ, ଭାରତ ସହିତ ମିଳିମିଶି ରହିବୁ …

ବେଜିଂ, ୧୨।୬ : ଚାଇନାର ଦୁଇ ପ୍ରକାର ଚେହେରା ଏବେ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତ ସହ ସୀମା ବିବାଦକୁ ନେଇ ପରିସ୍ଥିତି ତିକ୍ତ ହୋଇପଡିଛି। ଅପରପକ୍ଷରେ ଲଦାଖ ସେକ୍ଟରରେ ଆକ୍ରମଣାତ୍ମକ ନୀତି ହେତୁ ଚାଇନା କ୍ରମାଗତ ଭାବରେ...

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଏକତାରେ ଫାଟ…

ନୂଆଦିଲ୍ଲୀ, ୧୨।୬ : ଦେଶରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ମମତା ବାନାର୍ଜୀଙ୍କ ଉଦ୍ୟମ ବିଫଳ ହୋଇଛି। କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ନେତା ସୀତାରାମ ୟେଚୁରୀ ଦିଲ୍ଲୀରେ ମମତା ବାନାର୍ଜୀ ଦ୍ୱାରା ଜୁନ୍‌...

ତାଜିକିସ୍ତାନକୁ ୫୦ ଶଯ୍ୟା ବିଶିଷ୍ଟ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କଲା ଭାରତ…

ଦୁଶନାବେ/ନୂଆଦିଲ୍ଲୀ, ୧୨।୬ : ତାଜିକିସ୍ତାନରେ ଭାରତୀୟ ରାଷ୍ଟ୍ରଦୂତ ବିରାଜ ସିଂ ଦିନ ତାଜିକିସ୍ତାନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ମେଜର ଜେନେରାଲ ଶୋହିନ ଅବଦୁସୋତ୍ସରଙ୍କୁ ୫୦ ଶଯ୍ୟା ବିଶିଷ୍ଟ ଭାରତ-ତାଜିକିସ୍ତାନ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କରିଛନ୍ତି। ଏହି ହସ୍ପିଟାଲରେ ଅପରେଶନ ଥିଏଟର,...

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଇମ୍ରାନ

ଇସଲାମାବାଦ,୧୨ା୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି)ର ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି)ର ନିଷ୍ପତ୍ତିକୁ ଇମ୍ରାନ ଚ୍ୟାଲେଞ୍ଜ କରିଛନ୍ତି। ଯାହା ୨୦ ଅସନ୍ତୁଷ୍ଟ ଦଳର ନେତାଙ୍କ...

ବନ୍ଧୁକ ସଂସ୍କୃତି ବିରୋଧରେ ପ୍ରଦର୍ଶନ, ବାଇଡେନ୍‌ଙ୍କ ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୧୨।୬ : ଦୁଇ ଦଶନ୍ଧି ମଧ୍ୟରେ ଆମେରିକାରେ ବହୁ ଗୁଳିକାଣ୍ହ ଘଟିଛି। ଏହାକୁ ନେଇ ଆମେରିକାର ନାଗରିକମାନେ ବନ୍ଧୁକ ସଂସ୍କୃତି ବିରୋଧରେ ଏକଜୁଟ ହୋଇଛନ୍ତି। ଶନିବାର ୱାଶିଂଟନ ଡିସିରେ ଥିବା ନ୍ୟାଶନାଲ ମେମୋରିଆଲ ସହିତ ଦେଶର ୩୦୦ଟି ସହରରେ...

ବେଜିଂରେ ପୁଣି କରୋନା ସଂକ୍ରମଣ ବଢ଼ିବା ଆଶଙ୍କା, ସତର୍କ ସୂଚନା ଜାରି…

ବେଜିଂ, ୧୨।୬ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ପୁଣି ଥରେ ବୃଦ୍ଧି ପାଇଛି। ବିଶେଷ କରି ଅଧିକାରୀମାନେ ରାଜଧାନୀ ବେଜିଂ ଏବଂ ସାଂଘାଇକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବେଜିଂରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ଦେଖାଦେଇଛି।...

ତାଲିବାନ-ଭାରତ ସମ୍ପର୍କରେ ସୁଧାର, ଆରମ୍ଭ ହେବ ବିମାନ ସେବା…

ନୂଆଦିଲ୍ଲୀ/କାବୁଲ, ୧୨।୬ : ଭାରତ ଏବଂ ତାଲିବାନ ମଧ୍ୟରେ ସମ୍ପର୍କରେ ସୁଧାର ହେବାରେ ଲାଗିଛି। ତାଲିବାନ ଆଫଗାନିସ୍ତାନରେ କ୍ଷମତା ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଭାରତର ଏକ ସରକାରୀ ପ୍ରତିନିଧୀ ଦଳ ୨ ଜୁନ ୨୦୨୨ରେ ଆଫଗାନିସ୍ତାନ...

କାତାରରୁ ଆତଙ୍କବାଦୀଙ୍କ ପାଇଁ ଫଣ୍ଡିଂ, ପଲିସି ରିସର୍ଚ୍ଚ ଗ୍ରୁପ୍‌ ରିପୋର୍ଟ…

ଲଣ୍ଡନ/ଦୋହା, ୧୨।୬ : କେବଳ ଧାର୍ମିକ ତିକ୍ତତା ବଢ଼ାଇବା ପାଇଁ ନୁହେଁ, ବରଂ ଆତଙ୍କବାଦକୁ ସାରା ବିଶ୍ୱରେ ବିସ୍ତାର କରିବା ପାଇଁ କାତାରର ବିଭିନ୍ନ ସଂଗଠନ ପକ୍ଷରୁ ଫଣ୍ଡିଂ ଯୋଗାଇ ଦିଆଯାଉଛି। ଏକ ପଲିସି ରିସର୍ଚ୍ଚ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ...

ସ୍ଥିତି ପୁଣି ଅଣାୟତ୍ତ ମୁହାଁ…

ନୂଆଦିଲ୍ଲୀ, ୧୨।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ଆଜି ବାରବାଟୀ ଟକ୍କର

ଭୁବନେଶ୍ୱର, ୧୨।୬ (କ୍ରୀଡ଼ା ପ୍ରତିନିଧି): ବାରବାଟୀ ପ୍ରସ୍ତୁତ। ରବିବାର ଏହି ଷ୍ଟାଡିୟମରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଏହି ହାଇ ପ୍ରୋଫାଇଲ୍‌ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ରୂପେ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ମ୍ୟାଚକୁ...

ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଲସ୍କରର ୩ ଆତଙ୍କବାଦୀ ନିହତ

ଜମ୍ମୁ,୧୨ ।୬: ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫତା ମିଳିଛି । ସୁରକ୍ଷାର୍କମୀଙ୍କ ଆକ୍ରମଣରେ ସେଠାରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସମସ୍ତ ନିହତ ଆତଙ୍କବାଦୀଙ୍କର ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବା ସହ ସମ୍ପର୍କ ରହିଥିବା...

ପ୍ରଥମ ଇଲେକ୍ଟ୍ରିକ୍‌ ହାଇଓ୍ବେକୁ ମଞ୍ଜୁରୀ, ପ୍ରତି ୨ କିଲୋମିଟରରେ ଚାର୍ଜିଂ ପଏଣ୍ଟ୍‌…

ନୂଆଦିଲ୍ଲୀ, ୧୧।୬ : ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲର ନିର୍ଭରଶୀଳତାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଦେଶର ପ୍ରଥମ ଇଲେକ୍ଟ୍ରିକ୍‌ ହାଇଓ୍ବେ(ବୈଦ୍ୟୁତିକ ରାଜପଥ )କୁ ମଞ୍ଜୁରୀ ମିଳିଛି। ଦିଲ୍ଲୀ ଏବଂ ଜୟପୁର ମଧ୍ୟରେ ଦେଶର ପ୍ରଥମ ନିର୍ମାଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri