Tag Archives: Home Middle

ହିଜାବ ପରେ ଏବେ ଟୋପି ବନାମ ଗୈରିକ ଶାଲ୍‌ ବିବାଦ…

ବେଙ୍ଗାଲୁରୁ, ୧୧।୬ : ବର୍ତ୍ତମାନ କର୍ନାଟକରେ ହିଜାବ ସଙ୍କଟ ଟିକେ ଶାନ୍ତ ହୋଇଯାଇଥିବାବେଳେ ଏବେ ଟୋପି ବନାମ ଗୈରିକ ଶାଲ୍‌ ବିବାଦ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ରାଷ୍ଟ୍ରାୟତ୍ତ ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେଶନ (ବିଏମଟିସି) ର ହିନ୍ଦୁ କର୍ମଚାରୀଙ୍କ...

ସମାଲୋଚନା ପରେ ମୁମ୍ବାଇ ପୋଲିସ ଆୟୁକ୍ତ ପଛକୁ ହଟିଲା, ପୁନର୍ବିଚାର ପାଇଁ ସବୁଜ ସଙ୍କେତ…

ନୂଆଦିଲ୍ଲୀ, ୧୧।୬ : ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଜୋନାଲ ଡିସିପିଙ୍କ ଅନୁମତି ବିନା ଅନୁମତିରେ ପୋକ୍ସୋ ଆକ୍ଟ ଅନ୍ତର୍ଗତ କୌଣସି ମାମଲା ରୁଜ ହେବନାହିଁ ପ୍ରସଙ୍ଗରେ ଶନିବାର କହିଛନ୍ତି ଯେ, ଏହାର ପୁନର୍ବିଚାର କରାଯାଇପାରେ। ଏହି ସର୍କୁଲାର...

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ, ସର୍ଚ୍ଚ ଅପରେଶନ୍‌ ଜାରି…

ଶ୍ରୀନଗର, ୧୧।୬ : ଜମ୍ମୁ-କଶ୍ମୀରର ପୁଲଓ୍ବାମାର ଦ୍ରବଗ୍ରାମରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଗୁପ୍ତ ସୂଚନା ଆଧାରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀଙ୍କୁ...

ଖେଳ ଦେଖିବେ ମୁଖ୍ୟମନ୍ତ୍ରୀ: ଟୁଇନ୍‌ ସିଟିକୁ ଜଗିଛନ୍ତି ୮୨ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ଭାରତ-ଦକ୍ଷିଣ ଆଫ୍ରିକା ଟି -୨୦ ମ୍ୟାଚ୍‌ ପାଇଁ ଟୁଇନ୍‌ ସିଟିରେ କମିଶନରେଟ୍‌ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଟକରେ ୬୨ ପ୍ଲାଟୁନ ଫୋର୍ସ ନିୟୋଜିତ ଥିବା ବେଳେ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ...

ନାଗାଲାଣ୍ଡରେ ସାଧାରଣ ଲୋକଙ୍କ ହତ୍ୟା, ୩୦ ଯବାନଙ୍କ ବିରୋଧରେ ଚାର୍ଜଶିଟ୍‌…

କୋହିମା, ୧୧।୬ : ନାଗାଲାଣ୍ଡର ମୋନ୍‌ ଜିଲାରେ ଉଗ୍ରବାଦ ବିରୋଧୀ ଅପରେଶନରେ ସାଧାରଣ ଲୋକଙ୍କ ହତ୍ୟା ଘଟଣା ସମ୍ପର୍କରେ ଡିଜିପି ଟିଜେ ଲଙ୍ଗକୁମରେ ସୂଚନା ଦେଇଛନ୍ତି। ୨୧ ଡିସେମ୍ବର ୨୦୨୧ ରେ ମୋନ୍‌ ଜିଲାର ଓଟିଙ୍ଗ-ତିରୁ ଅଞ୍ଚଳରେ ସେନା ଅପରେଶନ...

ରଣଜୀ ଟ୍ରଫି ବିବାଦ, ୧.୭୪ କୋଟି ଟଙ୍କାର ଖାଦ୍ୟ ଖାଇଛନ୍ତି ଉତ୍ତରାଖଣ୍ଡ କ୍ରିକେଟର, କଦଳୀ କିଣାରେ ୩୫ ଲକ୍ଷ ଖର୍ଚ୍ଚ…

ଡେରାଡୁନ୍‌, ୧୧।୬ : ଭାରତୀୟ କ୍ରିକେଟ ପ୍ରାୟତଃ ବିବାଦ ମଧ୍ୟରେ ଘେରି ରହିଥାଏ। ପ୍ରତ୍ୟେକ ସିଜିନରେ, ପଡ଼ିଆରୁ ବାହାର ପର୍ଯ୍ୟନ୍ତ କିଛି ନ ାକିଛି ବିବାଦ ସାମ୍ନାକୁ ଆସିଥାଏ। ରଣଜୀ ଟ୍ରଫି ୨୦୨୧-୨୨ ସିଜିନ ମଧ୍ୟ ଏଥିରୁ ବାଦ ପଡ଼ିନି।...

ପଡ଼ୋଶୀଙ୍କ ବିବାଦରେ ମହିଳାଙ୍କ ପ୍ରତି ଅସଦାଚରଣ ଚିନ୍ତା ଜନକ, କହିଲେ ହାଇକୋର୍ଟ…

ନୂଆଦିଲ୍ଲୀ, ୧୧।୬ : ପଡ଼ୋଶୀଙ୍କ ମଧ୍ୟରେ ବିବାଦ ସମୟରେ ମହିଳାଙ୍କୁ ଅସଦାଚରଣ କରିବା ଏବଂ ମହିଳାଙ୍କ ସମ୍ମାନ ଓ ସମ୍ମାନକୁ କ୍ଷତି ପହଞ୍ଚାଇବା ଅଭିଯୋଗ ନେଇ ଦିଲ୍ଲୀ ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ଗୁରୁତର ସହ ନେଇ ହାଇକୋର୍ଟ...

ସରପଞ୍ଚଙ୍କୁ ମୋଦିଙ୍କ ଚିଠି, ଗାଁରେ ସୃଷ୍ଟି ହେଉ ଯୋଗ ନେଇ ପ୍ରେରଣା…

ନୂଆଦିଲ୍ଲୀ, ୧୧।୬ : ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୨ ପାଳନ କରିବ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଞ୍ଚଙ୍କୁ ଏକ ଚିଠି ଲେଖିଛନ୍ତି। ଯୋଗ କରିବାକୁ ଗ୍ରାମବାସୀଙ୍କୁ ପ୍ରେରଣା ଦେବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆହ୍ବାନ...

ଜୁଲାଇ ୧ରୁ ବସ୍‌ ଧର୍ମଘଟ

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ଜୁଲାଇ ୧ରୁ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି। ଶନିବାର ଘରୋଇ ବସ୍‌ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସଂଘର ସଭାପତି ଏହି...

‘ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ପାଇଁ ଚେଷ୍ଟା କରିବୁ’

କଟକ ଅଫିସ,୧୧ା୬: ପ୍ରଥମ ମ୍ୟାଚ୍‌ରେ ବୋଲିଂ ଭଲ ନ ହେବାରୁ ଆମେ ହାରିଲୁ। ଏହି ମ୍ୟାଚ୍‌ରେ ଜିତିବା ପାଇଁ ଚେଷ୍ଟା କରିବୁ ବୋଲି ଶନିବାର ବାରବାଟୀରେ ପ୍ରାକ୍ଟିସ ପୂର୍ବରୁ ଭାରତୀୟ ବୋଲର ଭୁବନେଶ୍ୱର କୁମାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ...

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ୮ ପୋଲିସ ନିଲମ୍ବିତ…

ଲକ୍ଷ୍ନୌ, ୧୧।୬ : ଗୋରଖପୁରର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ ଅବହେଳା ସାମ୍ନାକୁ ଆସିଛି। ଶୁକ୍ରବାର ସକାଳେ ବିମାନବନ୍ଦରକୁ ଯିବାବେଳେ ବାହ୍ୟ ଯାନବାହାନ ତାଙ୍କ ସୁରକ୍ଷା ବଳୟରେ ପ୍ରବେଶ କରିଥିଲା। ଏହାଦ୍ୱାରା ଉତ୍ତେଜନା ଦେଖାଦେଇଥିଲା।...

ରାଷ୍ଟ୍ରପତି ନିର୍ବାଚନ ରଣନୀତି, ୨୨ ନେତାଙ୍କୁ ଚିଠି ଲେଖିଲେ ମମତା…

କୋଲକାତା, ୧୧।୬ : ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଛି। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣନୀତି ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ଜୁନ ୧୫ ରେ ଦିଲ୍ଲୀର ସମ୍ବିଧାନ କ୍ଲବରେ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri