Tag Archives: Home Middle

ବିଜୟ ପୂର୍ବରୁ ଉତ୍ସବ ପାଳନର ପ୍ରସ୍ତୁତି! ପ୍ରଧାନମନ୍ତ୍ରୀଙ୍କ ଆବାସଠାରୁ ଭାଜପା କାର୍ଯ୍ୟାଳୟ ପର୍ଯ୍ୟନ୍ତ ହେବ ମୋଦିଙ୍କ ରୋଡ ଶୋ’

ନୂଆଦିଲ୍ଲୀ,୩।୬: ଅବ କି ବାର୍‌ ୪୦୦ ପାର୍‌ ସ୍ଲୋଗାନ ଦେଇଥିବା ଭାଜପାର ମନୋବଳ ଏକଜିଟ ପୋଲ ପରେ ଅଧିକ ବୃଦ୍ଧି ପାଇଛି। ଜୁନ୪ରେ ଫଳାଫଳ ସପକ୍ଷରେ ରହିବାର ସମ୍ଭାବନା ଦେଖି ଭାଜପା ଉତ୍ସବ ମୁଡ୍‌ରେ ଅଛି। ହଁ, ଏକଜିଟ ପୋଲ...

ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ସୋନିଆ, କହିଲେ…

ନୂଆଦିଲ୍ଲୀ,୩ା୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକ ସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସୋମବାର ସୋନିଆ କହିଛନ୍ତି, ଆମକୁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡ଼ିବ। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ,...

ଅଂଶୁଘାତ ନେଉଛି ଜୀବନ, ଓଡ଼ିଶାରେ ୭୨ଘଣ୍ଟାରେ ୯୯ଜଣଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର,୩।୬(ଅସମାପିକା ସାହୁ)ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ କଲବଲ କରୁଛି ତାତି। ପ୍ରବଳ ଖରାରେ ଏବେ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା ବି ବଢ଼ିବାରେ ଲାଗିଛି। ରାଜ୍ୟରେ ଚଳିତ ଖରାରେ ଏ ପର୍ଯ୍ୟନ୍ତ ମୋଟ ୨୬ ଜଣଙ୍କ...

ଓଲଟିଲା ଟ୍ରାକ୍ଟର, ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩।୬: ମଧ୍ୟପ୍ରଦେଶ ଅନ୍ତର୍ଗତ ରାଜଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟିପଡ଼ିବାରୁ ଏହାର ଡାଲାରେ ବସିଥିବା ଚାରିଜଣ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୧୫ ଜଣ ଲୋକ ଆହତ ହୋଇଛନ୍ତି।...

ଜାଣନ୍ତୁ କେତେ ମୁସଲମାନ ଭୋଟ୍‌ କଂଗ୍ରେସକୁ ଗଲା କେତେ ଭାଜପାକୁ

ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନ ଶେଷ ହୋଇଛି। ବର୍ତ୍ତମାନ ପ୍ରତ୍ୟେକ ସରକାର ଦାବି କରୁଛନ୍ତି ଯେ, ତାଙ୍କ ସରକାର ଗଠନ ହେବାକୁ ଯାଉଛି। ତେବେ କେବଳ ଜୁନ୍‌ ୪ରେ ଆସୁଥିବା ଫଳାଫଳ ଦେଶରେ କାହା ସରକାର ଗଠନ ହେବାକୁ ଯାଉଛି...

୨୦ଦିନ ଭିତରେ ଏନଡିଏରେ ସାମିଲ ହେବେ ଉଦ୍ଧବ ଠାକରେ! ମିଳିଲା ବଡ଼ ସଙ୍କେତ

ମୁମ୍ବାଇ,୩।୬: ଲୋକ ସଭା ନିର୍ବାଚନ ୨୦୨୪ ପରେ ମହାରାଷ୍ଟ୍ର ରାଜନୈତିକ ମହଲରେ ବଡ଼ ଓଳଟ ପାଲଟ ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି। ରେଜଲ୍ଟ ବାହାରିବାର ଦୁଇ ଦିନ ପୂର୍ବରୁ ରାଜ୍ୟର ଜଣେ ବିଧାୟକ ବଡ଼ ଦାବି କରିଛନ୍ତି। ସେ...

ବଦଳି ଯିବ କି ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ? ଯଶଓ୍ବନ୍ତ ଦେଶମୁଖ କହିଲେ…

ନୂଆଦିଲ୍ଲୀ,୩ା୬: ସମସ୍ତ ୭ଟି ପର୍ଯ୍ୟାୟ ଭୋଟ୍‌ ପରେ ଶନିବାର (ଜୁନ୍‌ ୧) ରେ ଏକ୍‌ଜିଟ୍‌ ପୋଲ ଫଳାଫଳ ମଧ୍ୟ ଆସିଛି। ପ୍ରାୟ ସମସ୍ତ ଏକ୍‌ଜିଟ୍‌ ପୋଲ୍‌ରେ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଏନ୍‌ଡିଏର ବହୁ ସଂଖ୍ୟାରେ ବିଜୟର ଚିତ୍ର...

ବଢିଲା ସସ୍ପେନ୍ସ: ଫଳାଫଳ ଆସିବା ପୂର୍ବରୁ ପ୍ରେସ୍‌ କନଫରେନ୍ସ ଡାକିଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏହି ସାମ୍ବାଦିକ ସମ୍ମିଳନୀ ଦିନ ୧୨.୩୦ରୁ ଦିଲ୍ଲୀରେ ଆୟୋଜିତ ହେବ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ପଠାଯାଇଛି।...

ଲୋକ ସଭା ନିର୍ବାଚନ ଉପରେ ଚାଇନାର ନଜର, ମୋଦି ପ୍ରଧାନମନ୍ତ୍ରୀ ହେଲେ…

ବେଜିଂ/ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନର ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ରେ ‘ମୋଦି ସରକାର ପୁଣି ଥରେ’ ପୂର୍ବାନୁମାନ କରାଯାଇଛି। ଯଦି ଏକ୍‌ଜିଟ୍‌ ପୋଲକୁ ବିଶ୍ୱାସ କରାଯାଏ, ତେବେ ତୃତୀୟଥର ପାଇଁ ଭାରତରେ ମୋଦି ସରକାରଙ୍କ ସମସ୍ତ ସମ୍ଭାବନା ରହିଛି। ଅନେକ ଏକ୍‌ଜିଟ୍‌...

ପୁରୀ ବାଣ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି

କଟକ, ୩।୬(ଶିଳ୍ପା ପ୍ରିୟଦର୍ଶିନୀ/ଅଜିତ୍‌ କୁମାର ମହାନ୍ତି): ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ରବିବାର ଆଉ ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫଳରେ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ତେବେ ରବିବାର...

ଆହୁରି ୪୮ଘଣ୍ଟା ହିଟ୍‌ଓ୍ବେଭ୍‌

ଭୁବନେଶ୍ୱର, ୩।୬(ଅସମାପିକା ସାହୁ)- ରାଜ୍ୟରେ ଡରାଇଲାଣି ତାତି। ରବିବାର ଟିଟିଲାଗଡ଼ରେ ସର୍ବାଧିକ ଦିନତାପମାତ୍ରା ୪୨.୫ହିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର, ସୋନପୁରରେ ୪୨.୩, ବୌଦ୍ଧ ୪୨.୧, ଭବାନିପାଟଣା ୪୦.୫, ନୂଆପଡ଼ା ୪୦.୫, ଝାରସୁଗୁଡ଼ା ୪୦.୪, ସମ୍ବଲପୁରରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ...

ଫଳାଫଳ ଆସିବା ପୂର୍ବରୁ ନିଜର ରୋଡ଼ ମ୍ୟାପ କହିଲେ ମୋଦି, ପ୍ରଥମ ୧୦୦ ଦିନରେ କ’ଣ କରିବ ମୋଦିଙ୍କ ୩.୦ ସରକାର

ନୂଆଦିଲ୍ଲୀ,୨।୬: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଜୟ ଉପରେ ଆତ୍ମବିଶ୍ୱାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାମ ଆରମ୍ଭ କରିଛନ୍ତି। ନିର୍ବାଚନ ପ୍ରଚାର ଶେଷ ହେବା ପରେ ଦୁଇ ଦିନ ଧରି କନ୍ୟାକୁମାରୀରେ ଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ରବିବାର ସାତୋଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri