Tag Archives: Home Middle

ନିଆଁ ଲଗାଇଲେ ନୂପୁର

ନୂଆଦିଲ୍ଲୀ/ମୁମ୍ବାଇ/ଶ୍ରୀନଗର, ୧୧।୬: ଭାଜପାର ୨ ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲଙ୍କୁ ଗିରଫ କରିବା ପାଇଁ ସାରା ଦେଶର ମୁସଲମାନମାନେ ଦାବି କରିଆସୁଥିବାବେଳେ ଦିଲ୍ଲୀ ପୋଲିସ ସେମାନଙ୍କୁ ଘଣ୍ଟ ଘୋଡ଼ାଇ ନାମକୁ ମାତ୍ର ମାମଲା ରୁଜୁ...

ୟୁପିରେ ପ୍ରଦର୍ଶନକାରୀଙ୍କ ଉପରେ ଲାଗିବ ଗ୍ୟାଙ୍ଗଷ୍ଟର ଆକ୍ଟ. ଜବତ ହେବ ସମ୍ପତି

ଲକ୍ଷ୍ନୌ,୧୧ ।୬: ନୁପୁର ଶର୍ମାଙ୍କ ବୟାନକୁ ନେଇ ଶୁକ୍ରବାର ଉତ୍ତର ପ୍ରଦେଶରେ ନମାଜ ପରେ ପୁଣିଥରେ ହିଂସା ହୋଇଛି । ପ୍ରୟାଗରାଜ, ଶାହାରନପୁର, ମୁରାଦାବାଦ ଭଳି କିଛି ଅଞ୍ଚଳରେ ପ୍ରଦର୍ଶନକାରୀ ପଥର ଫିଙ୍ଗିବା ସହ ସ୍ଥାନେ ସ୍ଥାନେ ନିଆଁ ଲଗାଇ...

ନୁପୁର ଶର୍ମାଙ୍କୁ ବିରୋଧ କରି ଦିଲ୍ଲୀର ଜାମା ମସଜିଦ ବାହାରେ ପ୍ରଦର୍ଶନ

ନୂଆଦିଲ୍ଲୀ,୧୦ ।୬: ରାଜଧାନୀ ଦିଲ୍ଲୀର ଜାମା ମସଜିଦ ବାହାରେ ମୁସଲମାନ ସମ୍ପ୍ରଦାୟର ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି । ନୁପୁର ଶର୍ମାଙ୍କ ବୟାନକୁ ବିରୋଧ କରି ଏହି ପ୍ରଦର୍ଶନ କରାଯାଇଛି । ହାତରେ ପୋଷ୍ଟର ବ୍ୟାନର ଧରି ଲୋକମାନେ ନୁପୁରଙ୍କ...

ବ୍ରାଜିଲରେ ବ୍ୟାପିଲା ମଙ୍କିପକ୍ସ

ବ୍ରାସିଲିଆ,୧୦ା୬: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସମେତ ବିଶ୍ୱର ପ୍ରମୁଖ ସ୍ବାସ୍ଥ୍ୟ ସଙ୍ଗଠନଗୁଡ଼ିକ ମଙ୍କିପକ୍ସର ବୃଦ୍ଧି ଘଟୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମଙ୍କିପକ୍ସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଆମେରିକା, କାନାଡା, ମେକ୍ସିକୋ, ଅଷ୍ଟ୍ରେଲିଆ, ୟୁରୋପ ଏବଂ ବ୍ରିଟେନ...

ଘରେ ଝୁଲୁଛି ମୃତଦେହ, ଚଟାଣରେ ଲେଖାହୋଇଛି ଆମେ ବିଷ ପିଇଛୁ

ଢେଙ୍କାନାଳ ଅଫିସ,୧୦ା୬: ଢେଙ୍କାନାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ପରସ୍ପର ଏକାଠି ପ୍ରଥମେ ବିଷ ପିଇବା ପରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡୁଛି। ଢେଙ୍କାନାଳ ଜିଲା...

ଚମକାଇଲା ଓୱାଇସିଙ୍କ ଦଳ, ଭାଜପାକୁ ହରାଇବାକୁ ଶିବସେନା ନେତୃତ୍ୱ ଏମଭିଏକୁ ଦେବ ଭୋଟ

ମୁମ୍ବାଇ,୧୦ ।୬: ମହାରାଷ୍ଟ୍ରର ୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ହେବାକୁ ଯାଉଛି । ଠିକ୍ ଏହା ପୂର୍ବରୁ ଅସଦୁଦ୍ଦିନ ଓୱାଇସିଙ୍କ ଦଳ ଏଆଇଏମ୍‌ଆଇଏମ୍ ଶିବସେନା ନେତ୍ୟତ୍ୱ ମହାବିକାଶ ଅଘାଡି ପ୍ରାର୍ଥୀଙ୍କୁ ଭୋଟ ଦେବ ବୋଲି କହିଛି...

କାନପୁରରେ ୧୪୪ ଧାରା ଜାରି, ସମ୍ବେଦନଶୀଳ ଜିଲାରେ ଡ୍ରୋନ ରଖିବ ନଜର

କାନପୁର,୧୦ ।୬: କାନପୁରରେ ହୋଇଥିବା ହିଂସା ପରେ ଏବେ ପ୍ରଥମ କରି ଶୁକ୍ରବାର ନମାଜ ହେବାକୁ ଯାଉଛି । ଏହାକୁ ନେଇ ପ୍ରଶାସନ ହାଇ ଆଲର୍ଟରେ ଅଛି । ଏହାକୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରାଯାଇଛି ।...

ରୁଷିଆ-ୟୁକ୍ରେନ ଯୁଦ୍ଧ: ନଷ୍ଟ ହୋଇଥିବା ପ୍ରତିଟି କୋଠାରେ ୫୦-୧୦୦ ଲୋକଙ୍କର ହୋଇଛି ମୃତ୍ୟୁ

କ୍ୱିଭ,୧୦ ।୬: ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲାଣି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଗୁରୁବାର ଏହି ଯୁଦ୍ଧର ୧୦୬ ଦିନରେ ସେବେରୋଦୋନେସ୍କରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ଜବରଦସ୍ତ ସଂଘର୍ଷ ହୋଇଥିବା ଜଣାପଡିଛି । ପ୍ରତିରକ୍ଷା...

ପ୍ରଥମ ଦିନରେ ଟିକେଟ ଶେଷ

କଟକ ଅଫିସ, ୧୦ା୬: ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଟି୨୦ମ୍ୟାଚ୍‌ ପାଇଁ ପ୍ରଥମ ଦିନରେ ଟିକେଟ ବିକ୍ରି ଶେଷ ହୋଇଛି। ଗୁରୁବାର ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା।...

ଆମେରିକା ନିମ୍ନ ସଦନରେ ବନ୍ଧୁକ ବିଲ୍‌ ପାରିତ

ଓ୍ବାଶିଂଟନ୍‌ ୧୦ା୬: ବଫାଲୋ, ନ୍ୟୁୟର୍କ, ଉଭାଲଡେ ଗୁଳିକାଣ୍ଡ ପରେ ଆମେରିକାର ଜୋ ବାଇଡେନ୍‌ଙ୍କ ସରକାର ବୁଧବାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ୍‌ରେ ବନ୍ଧୁକ ନିୟନ୍ତ୍ରଣ ବିଲ୍‌ ଆଣିଛନ୍ତି। ବିଲ୍‌ ସପକ୍ଷରେ ୨୨୩ ଭୋଟ ଏବଂ ବିପକ୍ଷରେ ୨୦୪ ଭୋଟ ପଡ଼ିଥିଲା। ଫଳରେ...

ଆଜି ରାଜ୍ୟ ସଭା ନିର୍ବାଚନ: ଭୋଟିଂର ହେବ ଭିଡିଓଗ୍ରାଫ

ନୂଆଦିଲ୍ଲୀ,୧୦।୬: ଚାରି ରାଜ୍ୟର ୧୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ଘୋଡ଼ାବେପାର ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି। ନିର୍ବାଚନ ତଦାରଖ ପାଇଁ ୪ ଜଣ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ...

୨୩ ବର୍ଷ ପରେ ହାଇକୋର୍ଟଙ୍କ ରାୟ: ସରକାରୀ ଖାତାକୁ ଫେରିବ ୫ଶହ ଏକର ଜମି

ପୁରୀ ଅଫିସ,୧୦।୬: ସରକାରଙ୍କ ମାଲିିିିିକାନାକୁ ଫେରିବ ପୁରୀ ସିପସରୁ ବାଲି ଅଞ୍ଚଳରେ ଥିବା ୫ଶହ ଏକରରୁ ଅଧିକ ଜମି। ରାଜ୍ୟ ସରକାରଙ୍କ ସପକ୍ଷରେ ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ। ଦୀର୍ଘ ୨୩ ବର୍ଷ ଧରି ରାଧାକାନ୍ତ ମଠ ପକ୍ଷରୁ ଚାଲିଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri