Tag Archives: Home Middle

ପୁଣି ଭଙ୍ଗାଗଲା ହିନ୍ଦୁ ମନ୍ଦିର

ଇସଲାମାବାଦ,୯ା୬: ପୁଣିଥରେ ପାକିସ୍ତାନରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। କରାଚିରେ ଥିବା ଏକ ହିନ୍ଦୁ ମନ୍ଦିରରେ ଦେବତାମାନଙ୍କର ମୂର୍ତ୍ତି ଭଙ୍ଗାଯାଇଛି। ବୁଧବାର କରାଚିର କୋରଙ୍ଗି ଅଞ୍ଚଳର ଶ୍ରୀ ମାରି ମାତା ମନ୍ଦିରରେ ଦେବୀଦେବଙ୍କ...

ବାତ୍ୟା ଭଳି ଏବେ ‘ଲୁ’ର ହେବ ନାମକରଣ…

ସେଭିଲ/ନୂଆଦିଲ୍ଲୀ, ୯।୬ : ବାତ୍ୟା ଭଳି ଏବେ ଖୁବ ଶୀଘ୍ର ‘ଲୁ’ର ମଧ୍ୟ ନାମକରଣର କରାଯିବ। ‘ଲୁ’ର ନାମକରଣ କରିବାର କାରଣ ହେଉଛି ଏହାର ଗୁରୁତ୍ୱକୁ ପ୍ରତିପାଦନ କରିବା। ସାଧାରଣ ଲୋକ ଏବଂ ସରକାରୀ କର୍ମଚାରୀଙ୍କୁ ସଚେତନ କରିବା ସହିତ...

ସରକାରୀ ଅଧିକାରୀ ଦେବେ ସମ୍ପତ୍ତି ହିସାବ, ସ୍ପାରୋ ପୋର୍ଟାଲ ପ୍ରସ୍ତୁତି ଶେଷ…

ଲକ୍ଷ୍ନୌ, ୯।୬ : ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ ପାଳିରେ ଉତ୍ତରପ୍ରଦେଶରେ ଦୁର୍ନୀତି ରୋକିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ମନ୍ତ୍ରୀମାନଙ୍କୁ ପ୍ରତିବର୍ଷ ନିଜ ତଥା ସେମାନଙ୍କ ପରିବାର ସଦସ୍ୟଙ୍କ ସମ୍ପତ୍ତିର ବିବରଣୀ ଦେବାକୁ କୁହାଯାଇଛି।...

ଛୁଟି ନେଇ ମଧ୍ୟ ଭୋଟ ନ ଦେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ, ୯।୬ : ସହରାଞ୍ଚଳରେ ଭୋଟରଙ୍କ ଉଦାସୀନତାକୁ ଦୂର କରିବା ପାଇଁ ନିର୍ବାଚନ ଆୟୋଗ (ଇସି) ସମସ୍ତ କେନ୍ଦ୍ର ତଥା ରାଜ୍ୟ ସରକାରୀ ବିଭାଗ, ସରକାରୀ କ୍ଷେତ୍ର ଏବଂ ୫୦୦ରୁ ଅଧିକ କର୍ମଚାରୀ ଥିବା ବେସରକାରୀ କମ୍ପାନୀଗୁଡିକୁ ନିର୍ବାଚନ ଦିନ...

ଆଲପ୍ସ୍‌ରୁ ଉଦ୍ଧାର ହେଲେ ୧୦୭ ଶିକ୍ଷକ-ଶିକ୍ଷାର୍ଥୀ…

ଭିଏନା/ବର୍ଲିନ୍‌, ୯।୬ : ଜର୍ମାନୀରୁ ଅଷ୍ଟ୍ରିଆକୁ ଏକ ସ୍କୁଲ ଯାତ୍ରା ସମୟରେ ଆଲପ୍ସ ପାହାଡରେ ଅଟକି ରହିଥିବା ୧୦୭ ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କୁ ବିମାନ ଦ୍ୱାରା ଏୟାର ଲିଫ୍ଟ କରାଯାଇଛି। ଓ୍ପରଲବର୍ଗର ପୋଲିସ କହିଛି ଯେ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ...

ଦୈନିକ ସଂକ୍ରମଣ ୭ ହଜାର ଟପିଲା…

ନୂଆଦିଲ୍ଲୀ, ୯।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪...

ଆଫଗାନିସ୍ତାନ ଯାଉଥିବା ଭାରତୀୟ ସହାୟତାକୁ ଚୋରି କରୁଛି ପାକିସ୍ତାନ…

କାବୁଲ, ୯।୬ : ଭାରତରୁ ଆଫଗାନିସ୍ତାନକୁ ପଠାଯାଉଥିବା ମାନବିକ ସହାୟତାକୁ ପାକିସ୍ତାନ ଚୋରି କରିବାରେ ଲାଗିଛି। ଥରେ ଏହି ସହାୟତା ଆଫଗାନିସ୍ତାନରେ ପହଞ୍ଚିବା ପରେ ଗହମରେ ପରିପୂର୍ଣ୍ଣ ଟ୍ରକ ଗୁଡିକ ପାକିସ୍ତାନକୁ ଫେରି ଆସୁଛି। ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା...

ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ପୁଣି ଶୀର୍ଷରେ ବେଙ୍ଗାଲୁରୁ ଆଇଆଇଏସ୍‌ସି…

ନୂଆଦିଲ୍ଲୀ/ଲଣ୍ଡନ, ୯।୬ : ଦେଶର ଶ୍ରେଷ୍ଠ ଏବଂ ଦକ୍ଷିଣ ଏସିଆର ଉଦୀୟମାନ ବିଶ୍ୱବିଦ୍ୟାଳୟ ଭାବରେ କର୍ନାଟକର ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସ୍‌ସି)କୁ ପୁଣି ଥରେ ସମ୍ମାନିତ କରାଯାଇଛି। ଏହି ତାଲିକାରେ ଆଇଆଇଟି ବମ୍ବେ ଦ୍ୱିତୀୟ ଏବଂ...

ଏଲ୍‌ଓସିରେ ପାକିସ୍ତାନୀ ଡ୍ରୋନ୍‌…

ଶ୍ରୀନଗର, ୯।୬ : ଜମ୍ମୁ-କଶ୍ମୀରରେ ଗୁରୁବାର ଭୋର୍‌ ପ୍ରାୟ ୪ଟା ୧୫ ସମୟରେ ଏଲ୍‌ଓସିର ଜମ୍ମୁ ଡିଭିଜନର ଆର୍ନିଆ ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନ ଆକାଶ ମାର୍ଗରେ ଉଡ଼ିବୁଲୁଥିବାର ଦେଖାଦେଇଛି। ଏହି ଡ୍ରୋନ ପାକିସ୍ତାନ ପାର୍ଶ୍ୱରୁ ଆସିଥିଲା। ଡ୍ରୋନର ଆଲୋକ...

ବ୍ୟାପୁଛି ‘ଇସ୍‌ଲାମୋଫୋବିଆ’

ନୂଆଦିଲ୍ଲୀ,୯ା୬: ୨୦୨୦ ଏପ୍ରିଲରେ ଭାରତରେ କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବୃଦ୍ଧି ପାଇଁ ଏକ ମୁସଲମାନ ସମ୍ମିଳନୀକୁ ଦାୟୀ କରାଯାଇଥିଲା। ଏହା ପରେ ଦେଶବ୍ୟାପୀ ଇସ୍‌ଲାମୋଫୋବିଆ ବ୍ୟାପିଥିଲା। ଦେଶ ବିଦେଶରୁ ହଜାର ହଜାର ମୁସଲମାନ ଦିଲ୍ଲୀର ତବଲିଘି ଜମାତରେ ଏକତ୍ରିତ ହୋଇଥିଲେ।...

ପିଲାଙ୍କ ଭବିଷ୍ୟତ ସହ ଖେଳୁଛି କେନ୍ଦ୍ର

ନୂଆଦିଲ୍ଲୀ, ୯ା୬: ମେଡିକାଲ କଲେଜଗୁଡ଼ିକରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ୧୪୫୬ ସିଟ୍‌ ଫାଙ୍କା ପଡ଼ିଛି। ଏହାକୁ ନେଇ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିଟ୍‌ ପୂରଣ ପାଇଁ ମେଡିକାଲ କାଉନ୍‌ସେଲିଂ କମିଟି (ଏମ୍‌ସିସି) ଏବଂ...

ସୋନିଆଙ୍କ ନୂଆ ରିପୋର୍ଟ ବି କରୋନା ପଜିଟିଭ, ଇଡି ପାଖରୁ ମାଗିଲେ ୩ ସପ୍ତାହ ସମୟ

ନୂଆଦିଲ୍ଲୀ,୯ ।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱିତୀୟ ରିପୋର୍ଟ ବି କରୋନା ପଜିଟିଭ ଆସିଛି । ଏହାପରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ପତ୍ର ଲେଖି ପଚରାଉଚରା ପାଇଁ ୩ ସପ୍ତାହର ସମୟ ମାଗିଛନ୍ତି । ସେ ଇଡିକୁ ୩...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri