Tag Archives: Home Middle

୧୦୫ ଘଣ୍ଟାରେ ୭୫ କି.ମି. ରାଜପଥ

ନୂଆଦିଲ୍ଲୀ, ୯ା୬: ମହାରାଷ୍ଟ୍ରର ଅମରାବତୀରୁ ଅକୋଲା ପର୍ଯ୍ୟନ୍ତ ୭୫ କିଲୋମିଟର ରାସ୍ତା ଖୁବ୍‌ କମ୍‌ ସମୟରେ ଶେଷ ହୋଇଥିବା ଦୀର୍ଘତମ ରାଜପଥ ଭାବେ ବିଶ୍ୱ ରେକର୍ଡ କରିଛି। ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଦ୍ୱାରା ମାତ୍ର ୧୦୫ ଘଣ୍ଟା...

ଲଦାଖ ନିକଟରେ ସାମରିକ ପ୍ରସ୍ତୁତି ଚଳାଇଛି ଚାଇନା

ନୂଆଦିଲ୍ଲୀ,୮ା୬: ଲଦାଖ ଅଞ୍ଚଳରେ ଚାଇନା କମ୍ୟୁନିଟି ପାର୍ଟିର ଆଚରଣ ଠିକ୍‌ ଲାଗୁନାହିଁ। ଆମେରିକାର ସେନାର ପାସିଫିକ୍‌ କମାଣ୍ଡିଂ ଜେନେରାଲ ଚାଲର୍‌ସ ଏ ଫ୍ଲିନ୍‌ ବୁଧବାର କହିଛନ୍ତି, ଭାରତ ସୀମା ନିକଟରେ ଚାଇନା ଦ୍ୱାରା ସାମରିକ ପ୍ରସ୍ତୁତି କରାଯାଉଛି, ଯାହା ବିପଦଜ୍ଜନକ...

୪୪୫ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟର ୫ମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରୂପାନ୍ତରିତ ୪୪୫ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ବାଲେଶ୍ୱର ଜିଲାର ୧୩୫ ହାଇସ୍କୁଲ, ପୁରୀର ୯୫, ନୟାଗଡ଼ର ୬୦, ଜଗତସିଂହପୁରର ୭୫ ଓ ଭଦ୍ରକର ୮୦ଟି ହାଇସ୍କୁଲ ଲୋକାର୍ପିତ...

ଜର୍ମାନୀ ଯିବେ ବାଇଡେନ

ଓ୍ବାଶିଂଟନ,୮ା୬: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚଳିତମାସ ୨୫ ତାରିଖରେ ଦକ୍ଷିଣ ଜର୍ମାନୀର ସ୍କଲ୍‌ସ ଏଲମାଉ ଯାତ୍ରା କରିବେ। ଏଠାରେ ବରିଷ୍ଠ ନେତାଙ୍କ ସହ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ। ହ୍ବାଇଟ୍‌ ହାଉସର ପ୍ରେସ୍‌ ସଚିବ...

ବାରବାଟୀ ମ୍ୟାଚ୍‌ ଖେଳିବେନି ରାହୁଲ

ନୂଆଦିଲ୍ଲୀ,୮ା୬: ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ନୈରାଶଜନକ ଖବର। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟ୍‌କା। ବାରବାଟୀ ମ୍ୟାଚ୍‌ ଖେଳିବେନି ଅଧିନାୟକ କେ.ଏଲ୍‌ ରାହୁଲ। ପ୍ରଥମ ମୁକାବିଲା ଗୁରୁବାର ଦିଲ୍ଲୀର...

ଥୋମାସ କପ୍‌ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଥୋମାସ କପ୍‌ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଏହା ସହ ଥୋମାସ କପ୍‌ ଜିତିଥିବା ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯାଇଛି।...

ଜଳୁଛି ଟିଟିଲାଗଡ଼, ୪୫ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର,୮ା୬(ବ୍ୟୁରୋ): ରାଜ୍ୟରେ ଅଗ୍ନିବର୍ଷା ହେଉଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼ ଏବଂ ନୂଆପଡ଼ାରେ...

ବିମାନ ଯାତ୍ରାରେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୮ା୬: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନବନ୍ଦରଗୁଡିକ ପାଇଁ ନୂତନ ନିୟମ ଲାଗୁ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଡିଜିସିଏ ନୂତନ ନିୟମ ଜାରି କରିଛି। ସମସ୍ତ ବିମାନବନ୍ଦରରେ ଏବଂ ବିମାନ...

ଚାଷୀଙ୍କୁ ମୋଦି ସରକାରଙ୍କ ଉପହାର: ଧାନ ସମେତ ୧୭ ଖରିଫ ଫସଲର ଏମ୍‌ଏସ୍‌ପି ବୃଦ୍ଧି

ନୂଆଦିଲ୍ଲୀ,୮।୬: ଦେଶରେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସରକାର ୨୦୨୨-୨୩ ବର୍ଷ ଲାଗି ୧୭ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ(ଏମ୍‌ଏସ୍‌ପି) ବଢ଼ାଇଛନ୍ତି। ଏନେଇ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ...

ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥନୈତିକ ମନ୍ଥରତା: ବିଶ୍ୱ ବ୍ୟାଙ୍କ ମୁଖ୍ୟ

ଲଣ୍ଡନ,୮ା୬: କରୋନା ମହାମାରୀ ପ୍ରଭାବରେ ବିଶ୍ୱ ଅର୍ଥ ବ୍ୟବସ୍ଥା ଯେତିକି ଖରାପ ହୋଇ ନ ଥିଲା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଏହା ଦ୍ୱିଗୁଣିତ ହୋଇଛି। ଏହି କାରଣରୁ ଅନେକ ଦେଶରେ ଅର୍ଥନତିକ ଅବନତି ଭୟ ବଢ଼ି ଯାଇଛି। ଏକ ରିପୋର୍ଟରେ କୁହାଯାଇଛି,...

ଉତ୍ତର କୋରିଆକୁ ଆମେରିକା-ଜାପାନର ଭର୍ତ୍ସନା

ସିଓଲ,୮ା୬: କରୋନା ମହାମାରୀ ପରି ଖରାପ ସମୟରେ ଉତ୍ତର କୋରିଆ ଗୋଟେ ପରେ ଗୋଟେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଚାଲିଛି। ଏନେଇ ଦକ୍ଷିଣ କୋରିଆ, ଆମେରିକା ସମେତ ଜାପାନ ଉତ୍ତର କୋରିଆକୁ ତୀବ୍ର ଭର୍ତ୍ସନା କରିଛନ୍ତି। ସେମାନେ କହିଛନ୍ତି, ଏହି କାର୍ଯ୍ୟ...

ଖୁସି ଖବର, ଆଉ ହେବନି କ୍ୟାନସରରେ ମୃତ୍ୟୁ, ମିଳିଲା ନୂଆ ଔଷଧର ସନ୍ଧାନ…

ନ୍ୟୁୟର୍କ , ୮।୬ : କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ଖୁସି ଖବର ଆସିଛି। ବହୁ ବର୍ଷର ପରିଶ୍ରମ ପରେ ପ୍ରଥମ ଥର ପାଇଁ ଗବେଷକମାନେ ଏପରି ଏକ ଔଷଧର ସନ୍ଧାନ ପାଇଛନ୍ତି, ଯାହାକୁ ବ୍ୟବହାର କରି କ୍ୟାନସର ସମସ୍ୟାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri