Tag Archives: Home Middle

ମୋଦି ସରକାର ଆରବ ଦେଶ ସମ୍ମୁଖରେ ଠିଆ ହୋଇପାରିବେ ନାହିଁ, କେନ୍ଦ୍ର ସରକାରଙ୍କୁ ପୁଣି ଘେରିଲେ ସ୍ବାମୀ…

ନୂଆଦିଲ୍ଲୀ, ୮।୬ : ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବ୍ରମଣ୍ୟମ ସ୍ବାମୀ ପୁଣିଥରେ ନୁପୁର ଶର୍ମା ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ସେ ଟୁଇଟ କରି କହିଛନ୍ତି ଯେ ମୋଦି ସରକାର ଆରବ...

୫ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୮।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪...

ନେତାଙ୍କ ମନ୍ତବ୍ୟରେ ଲଗାମ, ଭାଜପା ପକ୍ଷରୁ ଜାରି ହେଲା ୮ ସୂତ୍ରୀ ମାର୍ଗଦର୍ଶିକା…

ନୂଆଦିଲ୍ଲୀ, ୭।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ପରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିବାଦ ଯୋଗୁଁ ଭାଜପା ସତର୍କ ହୋଇପଡିଛି। ଦଳ ପକ୍ଷରୁ ନେତାଙ୍କ ମନ୍ତବ୍ୟରେ ଲଗାମ ଲଗାଯାଇଛି। ବର୍ତ୍ତମାନ ନେତା ତଥା ଟିଭି ବିତର୍କକୁ...

ସିଡ଼ିଏସ୍‌ ନିଯୁକ୍ତି ନିୟମରେ ସଂଶୋଧନ, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି…

ନୂଆଦିଲ୍ଲୀ, ୭।୬ : ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚି ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ) ନିଯୁକ୍ତି ସହ ଜଡିତ ଥିବା ତିନି ପ୍ରତିରକ୍ଷା ବାହିନୀ ପାଇଁ ନିୟମକୁ ସଂଶୋଧନ କରିବା ଲାଗି ଏକ ଗେଜେଟ ବିଜ୍ଞପ୍ତି ଜାରି କରିଛି। ସଂଶୋଧନ...

କିମ୍‌ଙ୍କୁ ଆମେରିକାର ଚେତାବନୀ, ଆଣବିକ ପରୀକ୍ଷଣ କଲେ ମିଳିବ କଡ଼ା ଜବାବ…

ଓ୍ବାଶିଂଟନ, ୭।୬ : ଆମେରିକାର ଡେପୁଟି ସେକ୍ରେଟେରୀ ୱେଣ୍ଡି ଶେରମାନ ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ ଯଦି ଉତ୍ତର କୋରିଆ ଆଣବିକ ପରୀକ୍ଷଣ କରେ ତେବେ ଏହାର କଡ଼ା ଜବାବ ଦିଆଯିବ। ୱେଣ୍ଡି ଏବେ ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ...

ଶ୍ରୀଲଙ୍କାରେ ହାହାକାର, ଚାଉଳ କିଲୋ ହେବ ୫୦୦ ଟଙ୍କା…

କଲମ୍ବୋ, ୭।୬ : ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଆକାଶଛୁଆଁ ହୋଇଛି। ଫଳରେ ଲୋକଙ୍କ ମଧ୍ୟରେ ଖାଦ୍ୟ ସାମଗ୍ରୀକୁ ନେଇ ହାହାକାର ସୃଷ୍ଟି ହୋଇଛି। ଏବେ ଶ୍ରୀଲଙ୍କାରେ ଏକ କିଲୋଗ୍ରାମ ଚାଉଳର ଦାମ ୫୦୦...

ଦୁର୍ଗମ ଅଞ୍ଚଳରେ ନିର୍ବାଚନ ଡ୍ୟୁଟି କଲେ ମିଳିବ ଦୁଇଗୁଣା ପାରିଶ୍ରମିକ, ନିର୍ବାଚନ କମିଶନଙ୍କ ନିଷ୍ପତ୍ତି…

ନୂଆଦିଲ୍ଲୀ, ୭।୬ : ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉତ୍ତରାଖଣ୍ଡର ଏକ ଦୁର୍ଗମ ମତଦାନ ବୁଥକୁ  ପରିଦର୍ଶନ କରିବାର କିଛି ଦିନ ପରେ ନିର୍ବାଚନ ଆୟୋଗ ମଙ୍ଗଳବାର ଏଭଳି ମତଦାନ କେନ୍ଦ୍ରକୁ ଡ୍ୟୁଟିରେ ଯାଉଥିବା ନିର୍ବାଚନ ଅଧିକାରୀଙ୍କ ଦରମାକୁ...

ଏଭରେଷ୍ଟ ସମେତ ୪ ଗିରିଶୃଙ୍ଗରୁ ମିଳିଲା ୩୪ ଟନ୍‌ ଆବର୍ଜନା…

କାଠମାଣ୍ଡୁ, ୭।୬ : ନେପାଳ ସୈନ୍ୟବାହିନୀଙ୍କ ନେତୃତ୍ୱରେ ଏକ ଟିମ ‘ସଫା ହିମାଲ ଅଭିଯାନ -୨୦୨୨’ ସମୟରେ ୩୩.୮ ଟନ ଆବର୍ଜନା ସଂଗ୍ରହ କରିଛନ୍ତି। ଏହି ଅଭିଯାନ ୫ ଏପ୍ରିଲରେ ଆରମ୍ଭ ହୋଇଥିଲା। ୨୦୧୯ରେ ଆରମ୍ଭ ହୋଇଥିବା ଏହି ଅଭିଯାନ,...

ସତ୍ୟେନ୍ଦ୍ରଙ୍କ ଘରେ ଚଢ଼ାଉ, ମିଳିଲା ନଗଦ ୨.୮୨ କୋଟି ସହିତ ୧୩୩ ସୁନା ମୁଦ୍ରା…

ନୂଆଦିଲ୍ଲୀ, ୭।୬ : ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା ପୁଣି ବଢ଼ିଛି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଏବଂ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ...

ସୀମାରେ ଡ୍ରୋନ୍‌ ଦ୍ୱାରା ନିଶା କାରବାର, ୧୫ କୋଟି ଟଙ୍କାର ହେରୋଇନ ଜବତ…

ଶ୍ରୀଗଙ୍ଗାନଗର, ୭।୬ : ଇଣ୍ଡୋ-ପାକ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟ ବନ୍ଦ ହେବାର ନା ଧରୁନି। ଭାରତ-ପାକ ସୀମାରେ ଥିବା ଶ୍ରୀଗଙ୍ଗନଗର ଜିଲାରେ ସାଢ଼େ ୩ କିଲୋଗାମ୍‌ ହେରୋଇନ ବିଏସ୍‌ଏଫ୍‌ ପକ୍ଷରୁ ଜବତ ହୋଇଛି। ଏହା ସହିତ ଚାରିଜଣ...

ଜୀବନ ଦେଇଦେବି ପଛେ ପଶ୍ଚିମବଙ୍ଗର ବିଭାଜନ ହେବାକୁ ଦେବିନି, କହିଲେ ମମତା…

କୋଲକାତା, ୭।୬ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରଛନ୍ତି। ସେ କହିଛନ୍ତି ଯେ ମୁଁ ମୋ ଜୀବନ ଦେବି ପଛେ କିନ୍ତୁ ଭାଜପାକୁ ପଶ୍ଚିମବଙ୍ଗକୁ ବିଭାଜନ କରିବାକୁ ଦେବି...

ଜାତିସଂଘରେ ମହାପୁରୁଷ ମହମ୍ମଦ ବିବାଦ…

ଜେନେଭା, ୭।୬ : ମହାପୁରୁଷ ମହମ୍ମଦଙ୍କ ବିବାଦ ଏବେ ଜାତିସଂଘରେ ପହଞ୍ଚିଛି। ବହୁ ମୁସଲମାନ ଦେଶରୁ ମହମ୍ମଦଙ୍କ ଉପରେ ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ଏନେଇ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri