Tag Archives: Home Middle

ଏକ୍‌ଜିଟ୍‌ ପୋଲ ରିପୋର୍ଟ: ପୁରୀରୁ ଜିତିବେ କି ସମ଼୍ବିତ୍‌ ପାତ୍ର ?

ଭୁବନେଶ଼୍ବର,୨।୬: ଲୋକସଭା ନିର୍ବାଚନକୁ ନେଇ ବିଭିନ୍ନ ଏଜେନ୍ସି ଜାରି କରିଥିବା ଏକଜିଟ୍‌ ପୋଲରୁ ପୁରୀକୁ ନେଇ ବଡ଼ ସଙ୍କେତ ମିଳିଛି। ପୁରୀ ଲୋକସବା ସିଟ୍‌ରୁ ନିର୍ବାଚନ ଲଢ଼ୁଥିବା ବିଜେପି ନେତା ସମ଼୍ବିତ ପାତ୍ରଙ୍କ ସପକ୍ଷରେ ଏହି ପୋଲ ମତ ଯାଇଛି।...

ସୋମବାର ପ୍ରେସ କନଫରେନ୍ସ କରିବେ ଇସି, ଭୋଟ ଗଣନା ସମ୍ପର୍କରେ ଦେଇପାରନ୍ତି ସୂଚନା

ନୂଆଦିଲ୍ଲୀ,୨।୬: ଲୋକ ସଭା ନିର୍ବାଚନରେ ଭୋଟ ଦେବା ପରେ ଏବେ ସମସ୍ତଙ୍କ ଫଳାଫଳ ଉପରେ ନଜର ରହିଛି। ଫଳାଫଳଗୁଡିକ ୪ଜୁନ ଅର୍ଥାତ୍‌ ଆସନ୍ତା ମଙ୍ଗଳବାର ପ୍ରକାଶ ପାଇବ। ଏହାପୂର୍ବରୁ ଏକଜିଟ ପୋଲ ଭାଜପା ସହଯୋଗୀ ଦଳକୁ ୩୫୦ରୁ ଅଧିକ ସିଟ...

ଭୋଟ ଗଣତି ପାଇଁ ପ୍ରସ୍ତୁତ ଭାଜପା, ବୁଥ ଏଜେଣ୍ଟଙ୍କୁ ସତର୍କ ରହିବାକୁ ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୬: ଜୁନ ୪ରେ ଭୋଟ ଗଣିତି ପାଇଁ ଭାଜପା ସ୍ବତନ୍ତ୍ର ପ୍ରସ୍ତୁତି ଚଳାଇଛି। ପ୍ରଚାର ଠାରୁ ଆରମ୍ଭ କରି ଭୋଟ ଗଣତି ପର୍ଯ୍ୟନ୍ତ ଏବଂ ବର୍ତ୍ତମାନ ଭୋଟ ଗଣିବା ପର୍ଯ୍ୟନ୍ତ ପ୍ରତ୍ୟେକ ବୁଥରେ ଏହାର ଉପସ୍ଥିତି ନିଶ୍ଚିତ କରିବାକୁ ଭାଜପା...

ହାଇକୋର୍ଟରେ ବାହାରିଲା ୮୦ ପଦବୀ ପାଇଁ ବିଜ୍ଞପ୍ତି, ଏହି ଦିନ ଶେଷ ତାରିଖ

ନୂଆଦିଲ୍ଲୀ,୨।୬: ପାଟଣା ହାଇକୋର୍ଟରେ ୮୦ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟରେ ଖାଲି ପଡ଼ିଥିବା ଟ୍ରାନ୍ସଲେଟର ଏବଂ ଟ୍ରାନ୍ସଲେଟର କମ୍‌ ପ୍ରୁଫ୍‌ ରିଡର ପଦବୀ ଖୁବ୍‌ ଶୀଘ୍ର ପୂରଣ କରାଯିବ। ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଏହି...

ଏକ୍ସପ୍ରେସ ଓ୍ବେରେ ଯାତ୍ରା କଲେ ଦେବେ ଅଧିକ ଟୋଲ ଫି

ନୂଆଦିଲ୍ଲୀ,୨।୬: ଏକ୍ସପ୍ରେସୱେ ବ୍ୟବହାର କରୁଥିବା ମୋଟର ଚାଳକମାନଙ୍କୁ ସୋମବାର ଠାରୁ ଅଧିକ ଟୋଲ ଫି ଦେବାକୁ ପଡିବ କାରଣ ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (NHAI) ଦେଶରେ ଟୋଲ ଫିରେ ହାରାହାରି ୫ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।...

୧୨ କୋଟି କୃଷକଙ୍କ ପାଇଁ ଖୁସି ଖବର, ସରକାର ଗଠନ ପରେ ମିଳିବ ଟଙ୍କା !

ନୂଆଦିଲ୍ଲୀ,୨।୬: ଦେଶରେ ସରକାର ଗଠନ ହେବା ପରେ କୃଷକଙ୍କୁ ମିଳିପାରେ ଖୁସିଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି(ପିଏମ୍‌ କିଷାନ) ଯୋଜନାରେ ପଞ୍ଜୀକୃତ ୧୨ କୋଟି କୃଷକଙ୍କ ଆକାଉଣ୍ଟକୁ ଆସିପାରେ ଟଙ୍କା। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ନୂଆ ସରକାର ଗଠନ...

ଫଳାଫଳ ପୂର୍ବରୁ ତିଆରି ହେଲା ମୋଦି-ଭାଜପାର କୁଣ୍ଡଳୀ, ଚମକାଉଛି କାଶୀ ପଣ୍ଡିତଙ୍କ ରିପୋର୍ଟ

ବାରାଣସୀ,୨।୬: ଦେଶରେ ଏକଜିଟ ପୋଲ ବାହାରିବା ପରେ ଜୁନ ୪ ରେ ଲୋକ ସଭା ନିର୍ବାଚନର ଫଳାଫଳ କ’ଣ ହେବ ସେନେଇ ଆଲୋଚନା ଆରମ୍ଭ ହୋଇଛି। ଗୋଟିଏ ପଟେ ଏକଜିଟ ପୋଲରେ ଏନଡିଏ ତୃତୀୟ ଥର ପାଇଁ ସଂଖ୍ୟା ଗରିଷ୍ଠତା...

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଷ୍ଟାର କ୍ରିକେଟର, ଜିତାଇଥିଲେ ୨୦୨୪ IPL

ନୂଆଦିଲ୍ଲୀ,୨।୬: କୋଲକତା ନାଇଟ୍‌ ରାଇଡର୍ସ ୨୦୨୪ ଆଇପିଏଲ୍‌ ଜିତିବା ପରେ ଏବେ ଏହି ଟିମ୍‌ର ଜଣେ କ୍ରିକେଟରଙ୍କୁ ନେଇ ଚର୍ଚ୍ଚା ଜୋର। ଷ୍ଟାର କ୍ରିକେଟର ଭେଙ୍କଟେଶ ଆୟାରଙ୍କ ଫଟେ ଏବେ ଖୁବ୍‌ଜୋରରେ ଭାଇରାଲ୍‌ ହେବାରେ ଲାଗିଛି। କାରଣ କେକେଆରର ଏହି...

ମୋଦିଙ୍କ ଆସନରେ କିଏ ମାରିବ ବାଜି, କ’ଣ କହୁଛି ଏକଜିଟ ପୋଲ, ଆଉ କିଛି ହଟ୍‌ ସିଟରେ…

ନୂଆଦିଲ୍ଲୀ,୨।୬: ଗଣତନ୍ତ୍ରର ମହାପର୍ବରେ ସାତ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏକଜିଟ ପୋଲ ମଧ୍ୟ ଆସିଛି। ଅଧିକାଂଶ ଏକଜିଟ ପୋଲରେ ଭାଜପାର ବିଜୟ ପ୍ରଦର୍ଶନ କରାଯାଉଛି। ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି।...

ଓଡ଼ିଶାରେ କିଏ ଗଢିବ ସରକାର? ଆସିଲା ଏକ୍‌ଜିଟ୍‌ ପୋଲ୍‌

ଭୁବନେଶ୍ୱର,୨।୬: ସାଧାରଣ ନିର୍ବାଚନ ୨୦୨୪ ପାଇଁ ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି। ଆସନ୍ତା ୪ରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଏହାପର୍ବୂରୁ ବିଭିନ୍ନ ଗଣମାଧ୍ୟମ ଏବଂ ସର୍ଭେ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ ତଥ୍ୟ ପ୍ରକାଶ ପାଇଛି। ଏହି...

ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଗକୁ ମିଳିବ…

ନୂଆଦିଲ୍ଲୀ,୨।୬: ମହଙ୍ଗା ଭତ୍ତା ବଢ଼ିବା ପରେ ଏବେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଆଉ ଏକ ଖୁସିଖବର। ଏହି କର୍ମଚାରୀଙ୍କୁ ଅବସର ପରେ ମିଳୁଥିବା ଅର୍ଥ ରାଶିରେ ବୃଦ୍ଧି ହେବ। ମହଙ୍ଗା ଭତ୍ତା ୫୦ ପ୍ରତିଶତ ବୃଦ୍ଧି ହେବା ପରେ...

ଆତ୍ମସମର୍ପଣ କଲେ କେଜ୍‌ରିୱାଲ: କହିଲେ, ମୁଁ ପୁଣି ଫେରିବି

ନୂଆଦିଲ୍ଲୀ,୨।୬: ଅବକାରୀ ନୀତି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଶେଷ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ତିହାର ଜେଲରେ ଆତ୍ମସମର୍ପଣ କରିଛନ୍ତି। ନିର୍ବାଚନ ପ୍ରଚାରର ୨୧ ଦିନ ପାଇଁ ସୁପ୍ରିମକୋର୍ଟ କେଜ୍‌ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଜେଲରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri