Tag Archives: Home Middle

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଜେଲେନସ୍କି

ସିଙ୍ଗାପୁର,୨।୬: ସିଙ୍ଗାପୁରରେ ଏସିଆର ପ୍ରମୁଖ ସୁରକ୍ଷା ସମ୍ମିଳନୀ ଶାଙ୍ଗ୍ରି ଲା ଡାଏଲଗ ଅନୁଷ୍ଠିତ ହେଉଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନସ୍କି ମଧ୍ୟ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଛନ୍ତି, ରୁଷିଆକୁ ଚାଇନାର ସମର୍ଥନ ୟୁକ୍ରେନରେ ଯୁଦ୍ଧକୁ...

ଭାଜପା ଉପରେ ଭରସା ଥିବାରୁ ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୨।୬: ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ବହୁମତ ହାସଲ କରିଛି। ରବିବାର ଅର୍ଥାତ୍‌ ଜୁନ ୨ରେ ଆସିଥିବା ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଭାଜପା ଉପରେ ଆପଣମାନଙ୍କ...

ବାଜି ମାରିଲା ଭାଜପା: ୬୦ରୁ ୪୬ ଆସନରେ ବିଜୟୀ

ଇଟାନଗର,୨।୬: ଭାରତୀୟ ଜନତା ପାର୍ଟି (ଭାଜପା) ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ୨୦୨୪ରେ ବହୁମତ ହାସଲ କରିଛି। ରାଜ୍ୟର ୬୦ ଟି ବିଧାନସଭା ଆସନ ମଧ୍ୟରୁ ଭାଜପା ୪୬ ଟି ଜିତିଛି। ନ୍ୟାସନାଲ ପିପୁଲ୍ସ ପାର୍ଟି ୫ଟି ସିଟ ଜିତିଛି।...

ଫଳାଫଳ ଆସିବା ପୂର୍ବରୁ ଆକ୍ସନ୍‌ ମୁଡ୍‌ରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୨।୬: ଲୋକ ସଭା ନିର୍ବାଚନର ୭ଟି ପର୍ଯ୍ୟାୟ ପାଇଁ ଭୋଟ ଶେଷ ହେବା ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଆକ୍ସନ୍‌ ମୁଡ୍‌ରେ ନଜର ଆସିଛନ୍ତି। ରବିବାର ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ବାସଭବନରେ ବାତ୍ୟା ରେମାଲର...

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨।୬:ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ତିହାର ଜେଲରେ ଆତ୍ମସମର୍ପଣ କରିବେ। ଶନିବାର ଟ୍ରାଏଲ କୋର୍ଟରେ ସ୍ବତନ୍ତ୍ର ଜଜ କାଭେରୀ ବାୱେଜା ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଏହି ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ଶୁଣାଣି...

‘ଜନାଦେଶ ଚୋରଙ୍କ ସହ କଥାବାର୍ତ୍ତା ନାହିଁ’

ଇସଲାମାବାଦ,୨ା୬: ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ପାକିସ୍ତାନ ମୁସ୍‌ଲିମ ଲିଗ୍‌-ନଓ୍ବାଜ ଖାଇବର ପାଖତୁନଖଓ୍ବା ଗଭର୍ନର ଫୈସଲ କରିମ କୁଣ୍ଡି ଦେଇଥିବା ପୁନଃଗଠନ ପ୍ରସ୍ତାବକୁ ଦୃଢ଼ ପ୍ରତ୍ୟାଖ୍ୟାନ କରିଛି। ସେ କହିଛନ୍ତି, ପାର୍ଟି ‘ଜନାଦେଶ ଚୋର’ ସହିତ ଆଲୋଚନା କରିବ ନାହିଁ। ଏକ...

ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ, କଂଗ୍ରେସରେ କରିଥିଲେ ବିଦ୍ରୋହ, ଏବେ ୩ୟ ଥର ରାଜଗାଦି ସମ୍ଭାଳିବେ ପେମା ସରକାର

୨୦୨୪ ଲୋକସଭା ନିର୍ବାଚନର ଦୁଇଟି ରାଜ୍ୟର ରେଜଲ୍ଟ ପ୍ରକାଶ ପାଇଛି। ଅରୁଣାଚଳ ପ୍ରଦେଶରେ ପୂର୍ବରୁ ଭାଜପା ସରକାର ଥିବାବେଳେ ଚଳିତ ନିର୍ବାଚନରେ ବହୁମତ ସହ ଦଳ ପୁଣି ସରକାର ଗଠନ କରିବାକୁ ଯାଉଛି। ଭାଜପା ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ନେତୃତ୍ୱାଧିନ...

ପ୍ରେମ ସିଂ ତମାଙ୍ଗ କିଏ? ମାତ୍ର ୧୧ ବର୍ଷ ପୂର୍ବେ ଗଢ଼ିଥିଲେ ଦଳ, ଏବେ ସିକିମ୍‌ରେ କ୍ଲିନ୍‌ ସୁଇପ୍‌ କରି ଦ୍ୱିତୀୟ ଥର ପାଇଁ ହେବେ ମୁଖ୍ୟମନ୍ତ୍ରୀ…

ଗ୍ୟାଙ୍ଗଟକ୍‌,୨।୬: ସିକିମ୍‌ରେ ହୋଇଥିବା ବିଧାନସଭା ନିର୍ବାଚନରେ ପୁଣିଥରେ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌) ସରକାର ଗଢ଼ିବାକୁ ଯାଉଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ଫଳାଫଳ ଅନୁଯାୟୀ ଏସ୍‌କେଏମ୍‌ ପ୍ରଚଣ୍ଡ ବହୁମତ ଆଡକୁ ଅଗ୍ରସର ହେଉଛି। ୩୨ ବିଧାନସଭା ଆସନ ବିଶିଷ୍ଟ  ଏହି...

ମେଣ୍ଟ ନ କରି କ୍ଷତି ସହିଲା ବିଜେଡି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨।୬: ସରିଛି ୨୦୨୪ ଲୋକ ସଭା ନିର୍ବାଚନ। ନିର୍ବାଚନ ସରିବାର କେଇ ଘଣ୍ଟା ପରେ ଏକଜିଟ ପୋଲ ବା ଭୋଟ ବାହୁଡା ମତ ପ୍ରକାଶ ପାଇଛି। ବିଭିନ୍ନ ଏଜେନ୍ସି ଓ ନ୍ୟୁଜ ଚ୍ୟାନେଲ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର...

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଅଖିଳେଶ ଯାଦବଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୨ା୬(ଦୁର୍ଯ୍ୟୋଧନ ପାତ୍ର ): ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ତଥ୍ୟ ବିରୋଧୀ ଦଳ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭୋଟ୍‌ ଶେଷ ହେବା ମାତ୍ରେ ବିଭିନ୍ନ ଏଜେନ୍ସି ଏବଂ ଚ୍ୟାନେଲରୁ ଏକ୍‌ଜିଟ୍‌ ପୋଲ୍‌ ଆସିଲା। ଉତ୍ତରପ୍ରଦେଶରେ...

ଅରୁଣାଚଳ ପ୍ରଦେଶରେ ପୁଣି ଭାଜପା ସରକାର, ଦିନରେ ମନାଇଲେ ଦୀପାବଳି

ଇଟାନଗର, ୨।୬: ଅରୁଣାଚଳ ପ୍ରଦେଶରେ ପୁଣି ଭାଜପା ସରକାର। ଅରୁଣାଚଳ ପ୍ରଦେଶ ଓ ସିକିମରେ ରବିବାର ମତ ଗଣନା ଜାରି ରହିଛି। ଯେଉଁଥିରେ ଅରୁଣାଚଳରେ ଭାଜପା ୩୬ଟି ଆସନ ଜିତି ସାରିଛି। ରାଜ୍ୟରେ ବିଧାନସଭାରେ ମ୍ୟାଜିକ ନମ୍ବର ୩୧ ହୋଇଥିବାବେଳେ...

ସିକିମରେ ଏସକେଏମ’ର ଏକତରଫା ବିଜୟ, ବିରୋଧୀଙ୍କୁ ମିଳିଲା ଗୋଟିଏ ଆସନ

ନୂଆଦିଲ୍ଲୀ,୨ା୬: ସିକିମ ବିଧାନସଭା ନିର୍ବାଚନରେ ଏକତରଫା ବିଜୟ ହାସଲ କରିଛି ସରକାରରେ ଥିବା ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ)। ଦଳ ବିରୋଧୀଙ୍କୁ ସବୁ ଦିଗରୁ ଚକମା ଦେଇ ମୋଟ ୩୨ ଆସନରୁ ୩୧ ଆସନରେ ବିଜୟ ହାସଲ କରିଛି। ଏଥିସହିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri