Tag Archives: Home Middle

ବାଇଡେନ୍‌ ପ୍ରଶାସନକୁ ଚେତାବନୀ ଦେଲେ ଚାଇନା ବୈଦେଶିକମନ୍ତ୍ରୀ…

ବେଜିଂ, ୩୦।୫ : ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆମେରିକାର ଚାଇନା ପ୍ରତି ଆଭିମୁଖ୍ୟ ଅତ୍ୟନ୍ତ ବିକୃତ ହୋଇଛି କିନ୍ତୁ ବେଜିଂ ବ୍ଲାକମେଲ କିମ୍ବା ଚାପର ସମ୍ମୁଖୀନ ହେବ ନାହିଁ। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି...

ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶିତ, ଶ୍ରୁତି ଶର୍ମା ଟପ୍ପର…

ନୂଆଦିଲ୍ଲୀ, ୩୦।୫ : ୟୁପିଏସ୍‌ସି ପକ୍ଷରୁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଶ୍ରୁତି ଶର୍ମା ଟପ୍ପର ହୋଇଛନ୍ତି। ଶ୍ରୁତିଙ୍କ ରୋଲ ନମ୍ବର ୦୮୦୩୨୩୭ ୟୁପିଏସ୍‌ସି ଓ୍ବେବସାଇଟ୍‌ରେ ପରୀକ୍ଷା ତାଲିକାରେ ଏକ ନମ୍ବରରେ ରହିଛି। ଚଳିତ ବର୍ଷ...

ରୁଷିଆ ସେନାର ହଣ୍ଟ୍‌ ଟୁ କିଲ୍‌ ମିଶନ, ତାଲିକାରେ ଜେଲେନକ୍ସି ସମେତ ବହୁ ଶୀର୍ଷ ନେତା…

ମସ୍କୋ/କ୍ୱିଭ୍‌, ୩୦।୫ : ୟୁକ୍ରେନରେ ଯୁଦ୍ଧ ସମାପ୍ତ ନହେଉଥିବାରୁ ରୁଷିଆର ସୈନ୍ୟବାହିନୀ ଏକ ହଣ୍ଟ୍‌ ଟୁ କିଲ୍‌ ମିଶନ ଆରମ୍ଭ କରିଛନ୍ତି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ୟୁକ୍ରେନର ବରିଷ୍ଠ ନେତା ଓ ଅଧିକାରୀମାନଙ୍କୁ ହତ୍ୟା କରିବା। ଏହି ମିଶନରେ...

ଭାରତକୁ ପୁଣି ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ,୩୦ା୫: ପାକିସ୍ତାନର ବର୍ତ୍ତମାନର ମିଳିତ ସରକାରକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କଡ଼ା ସମାଲୋଚନା କରିଛନ୍ତି।  ଇମ୍ରାନ ପାକିସ୍ତାନକୁ ‘ଆମେରିକୀୟ ଗୁଲାମ’ କହିଛନ୍ତି। ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିଥିବାବେଳେ ଭାରତ ରୁଷିଆରୁ ଶସ୍ତା ତେଲ କ୍ରୟ କରି ମୂଲ୍ୟ...

ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ବେସାହାରା ପିଲାଙ୍କୁ ମାସକୁ ମିଳିବ ୪ ହଜାର ଟଙ୍କା ଷ୍ଟାଇପେଣ୍ଡ୍‌

ନୂଆଦିଲ୍ଲୀ,୩୦।୫: କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌ ଅନାଥ ପିଲାମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସୋମବାର ଭିଡିଓ କନ୍‌ଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦି ‘ପିଏମ୍‌ କେୟାର୍ସ ଫର୍‌ ଚିଲ୍‌ଡ୍ରେନ୍‌’ ଯୋଜନା ଆରମ୍ଭ କରିଛନ୍ତି।...

ମେ ୩୦-୩୧ ଦୁଇ ଦିନ ହେବ ଆକାଶରୁ ଉଲ୍‌କା ବର୍ଷା…

ଓ୍ବାଶିଂଟନ, ୩୦।୫ : ସମଗ୍ର ବିଶ୍ୱର ମହାକାଶ ଗବେଷକଙ୍କ ପାଇଁ ଏକ ଖୁସି ଖବର ଆସିଛି । ମେ ୩୦ ଏବଂ ୩୧ ଦୁଇ ଦିନ ଧରି ଆକାଶରୁ ଉଲ୍‌କା ବର୍ଷା ହେବ। ଆମେରିକାର ସ୍ପେସ ଏଜେନ୍ସି ନାସା ଅନୁଯାୟୀ,...

ମଙ୍କିପକ୍ସ, ୨୩ ଦେଶରେ ୨୫୭ ଆକ୍ରାନ୍ତ, ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା, ୩୦।୫ : ମଙ୍କିପକ୍ସ ସଂକ୍ରମଣ ପୃଥିତ୍ବୀର ବିଭିନନ ଦେଶରେ ବଢ଼ିବାରେ ଲାଗିଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଇତିମଧ୍ୟରେ ୨୩ଟି ଦେଶରେ ମଙ୍କିପକ୍ସର ୨୫୭ ମାମଲା ନିଶ୍ଚିତ ହୋଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ...

ଭାଜପାର ମିଶନ ଦକ୍ଷିଣ ଭାରତ, ୫ ରାଜ୍ୟ ଉପରେ ଲକ୍ଷ୍ୟ…

ନୂଆଦିଲ୍ଲୀ, ୩୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ଭାଜପା ସାରା ଦେଶରେ ମେଗା ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଅପରପକ୍ଷରେ ଏହାର ମିଶନ ବିସ୍ତାରରେ ମଧ୍ୟ ବ୍ୟସ୍ତ ରହିଛି।...

ବ୍ୟାପୁଛି ଘାତକ ସଂକ୍ରାମକ ରୋଗ, ଜ୍ୱର ପରେ ନାକରୁ ବୋହୁଛି ରକ୍ତ…

ବାଗଦାଦ୍‌, ୩୦।୫ : ସମ୍ପ୍ରତି ମଧ୍ୟ-ପୂର୍ବ ଏସୀୟ ଦେଶ ଇରାକରେ ଏକ ନୂତନ ପ୍ରକାରର ରୋଗ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି। ଏଥିରେ ରୋଗୀରେ ଜ୍ୱର ହେବା ସହିତ ନାକରୁ ରକ୍ତ ବାହାରୁଛି। ନାକ ଦେଇ ଅତ୍ୟଧିକ ରକ୍ତସ୍ରାବ ଯୋଗୁ...

ଉତ୍ତର କୋରିଆରୁ ହଟିଲା ଲକ୍‌ଡାଉନ୍‌

ପ୍ୟୋଙ୍ଗ୍‌ୟାଙ୍ଗ,୩୦ା୫: ଉତ୍ତର କୋରିଆରେ ସପ୍ତାହ ପୂର୍ବରୁ ରାଜଧାନୀ ପ୍ୟୋଙ୍ଗ୍‌ୟାଙ୍ଗ୍‌ରେ ହୋଇଥିବା ଲକ୍‌ଡାଉନ୍‌ ହଟାଇ ଦିଆଯାଇଛି। କରୋନା ମହାମାରୀ ସ୍ଥିତି ସ୍ବାଭାବିକ ହେବାରୁ ଶାସକ କିମ-ଜୋଙ୍ଗ-ଉନ ଏହି ନିଷ୍ପତ୍ତି ନେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସିବାରୁ ଦେଶବ୍ୟାପୀ...

ଦୁର୍ଘଟଣା ସ୍ଥଳର ସନ୍ଧାନ ମିଳିଲା, ଚିହ୍ନି ହେଉନି ମୃତଦେହ…

କାଠମାଣ୍ଡୁ, ୩୦।୫ : ନେପାଳର ସେନା ମୁସ୍ତାଙ୍ଗ ଜିଲାରେ ତାରା ଏୟାରଲାଇନ୍ସର ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ୱଂସାବଶେଷ ସମ୍ପର୍କରେ ସୂଚନା ପାଇଛି। ସେନାର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ବ୍ରିଗେଡିୟର୍‌ ନାରାୟଣ ସିଲୱାଲ କହିଛନ୍ତି ଯେ ସେନା ଏବଂ ଉଦ୍ଧାରକାରୀ ଦଳର...

ପୁଣି ବଢ଼ିଲା ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୩୦।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri