Tag Archives: Home Middle

ୟୁକ୍ରେନ୍‌ ପଛରେ ରହି ରୁଷିଆ ସହିତ ଆମେରିକା ଲଢୁଛି ଛାୟା ଯୁଦ୍ଧ…

ଓ୍ବାଶିଂଟନ, ୨୨।୫ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ୪ ମାସରେ ପହଞ୍ଚିଛି। ତେବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି ଯେ, ରୁଷିଆ ସହିତ ଆମେରିକା ଛାୟାଯୁଦ୍ଧ ଲଢୁଛି। ଆମେରିକା ୟୁକ୍ରେନ୍‌ ପଛରେ ରହି ଏଭଳି କରୁଛି। ୟୁକ୍ରେନ୍‌ କୁ ଅସ୍ତ୍ରଶସ୍ତ୍ର,...

ଆରମ୍ଭ ହେଲା ସର୍ବ ବୃହତ ଜିଓପଲିଟିକ୍ସ୍‌ ଗେମ୍‌, ପୃଥିବୀ ଦୁଇ ଭାଗ ହେବା ଆଶଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ/ଟୋକିଓ, ୨୨।୫ : ୟୁକ୍ରେନ ଯୁଦ୍ଧ ସହିତ ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରିବା ଲାଗି ସର୍ବ ବୃହତ ଜିଓ ପଲିଟିକ୍ସ୍‌ ଗେମ୍‌ ଆରମ୍ଭ ହୋଇଛି। ଏହାର ପ୍ରଭାବ ସମଗ୍ର ପୃଥିବୀକୁ ପ୍ରଭାବିତ କରିବାକୁ ଯାଉଛି। ଏହି ଭୌଗୋଳିକ ଖେଳ...

ଭାରତ-ପାକିସ୍ତାନ ସୀମା ଉପରେ ନଜର, କେନ୍ଦ୍ରୀୟ ଦୂରସଂଚାର ବିଭାଗର ସ୍ବତନ୍ତ୍ର ଅପରେଶନ…

ଜୟପୁର, ୨୨।୫ : ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପକ୍ଷରୁ ହେଉଥିବା ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ କେନ୍ଦ୍ରୀୟ ଦୂରସଂଚାର ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଅପରେଶନ ଆରମ୍ଭ କରାଯାଇଛି। ଏହାଦ୍ୱାରା ସୀମା ଉପରେ ନଜର ରଖାଯାଇପାରିବ। ପାକିସ୍ତାନ ସହିତ...

ହନି ଟ୍ରାପ୍‌ ମାମଲା, ଭାରତୀୟ ଯବାନ ଗିରଫ ପରେ ପଚରାଉଚରା ଜାରି…

ଜୟପୁର, ୨୨।୫ : ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ହନି ଟ୍ରାପ୍‌ରେ ପଡ଼ି ଦେଶର ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ ଭାରତୀୟ ଯବାନଙ୍କୁ ଗିରଫ କରାଯାଇଛି। ରାଜସ୍ଥାନ ପୋଲିସ ଯବାନଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ରାଜସ୍ଥାନ ପୋଲିସ କହିଛି...

ଥରିଲା ଫିଲିପାଇନ୍ସ

ମାନିଲା,୨୨ା୫: ଫିଲିପାଇନ୍ସରେ ରବିବାର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଫିଲିପାଇନ୍ସର ମୁଖ୍ୟ ଦ୍ୱୀପପୁଞ୍ଜର ବଟାଙ୍ଗସ ଜିଲାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। କାଲାଟାଗନ ସହରର ପ୍ରାୟ ୨୧ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୧୩୨ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଅନୁଭୂତ...

ହିଟଲର-ସଦ୍ଦାମ ହୁସେନଙ୍କୁ ଅନୁସରଣ କରୁଛନ୍ତି ପୁଟିନ୍‌, ଖାଦ୍ୟରେ ଜହର ଅଛି କି ନାହିଁ ହେଉଛି ଯାଞ୍ଚ୍‌…

ମସ୍କୋ, ୨୨।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧରେ ହଜାର ହଜାର ରୁଷୀୟ ସୈନିକଙ୍କୁ ବଳି ପକାଇ ଦେଇଛନ୍ତି। ପୁଟିନ ନିଜେ ଆଗ ଧାଡ଼ିରେ ଅପେକ୍ଷା ତାଙ୍କ ବିଶ୍ୱସ୍ତ ସାଥୀ ଏବଂ ପରାମର୍ଶଦାତାମାନଙ୍କଠାରୁ ଦୂରଇ ଯାଇ ଅଣ୍ଡରଗ୍ରାଉଣ୍ଡରେ...

କୁତବ ମିନାରରେ ହେବ ପ୍ରତ୍ନତତ୍ତ୍ୱ ବିଭାଗର ଖନନ…

ନୂଆଦିଲ୍ଲୀ, ୨୨।୫ : ଦିଲ୍ଲୀର ସାକେତ କୋର୍ଟରେ କେନ୍ଦ୍ରୀୟ ସାଂସ୍କୃତିକ ମନ୍ତ୍ରଣାଳୟ କୁତବ ମିନାର ପରିସରରେ ଖନନ କରିବାକୁ ପ୍ରତ୍ନତତ୍ତ୍ୱ ବିଭାଗକୁ କହିଛି। ମନ୍ତ୍ରଣାଳୟ ମଧ୍ୟ ଏହାର ରିପୋର୍ଟ ମାଗିଛି। କୁତବ ମିନାରର ଦକ୍ଷିଣରେ ମସଜିଦ୍‌ ଠାରୁ ୧୫ ମିଟର...

ସମୁଦ୍ର ଉପରେ ନଜର ରଖିବ କ୍ୱାଡ୍‌, ଚାଇନାର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ, ୨୨।୫ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ତିନି ମାସ ପୂରଣ ହୋଇଛି। ଏପରିସ୍ଥଳେ ଆୟୋଜିତ ହେଉଥିବା କ୍ୱାଡ ସମ୍ମିଳନୀ ଉପରେ ସମଗ୍ର ବିଶ୍ୱର ଆଖି ରହିଛି। କ୍ୱାଡର ଏହି ସମ୍ମିଳନୀ ମେ ୨୪ରେ ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହେବ।...

ମରିୟମଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଲେ ଇମ୍ରାନ

ଇସଲାମାବାଦ,୨୨ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଇମ୍ରାନ ଖାନ୍‌ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଯାଇଛନ୍ତି। ମୁଲତାନରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ଇମ୍ରାନ ସମ୍ମାନର ସମସ୍ତ ସୀମା ଅତିକ୍ରମ କରିଥିଲେ। ମରିୟମଙ୍କ ଏକ ରାଲି...

ମୋଦିଙ୍କୁ ପ୍ରଶଂସା କଲେ ଇମ୍ରାନ୍‌…

ଇସଲାମାବାଦ, ୨୨।୫ : ଆମେରିକାର ଚାପ ସତ୍ତ୍ୱେ ରୁଷିଆରୁ ସବସିଡିଯୁକ୍ତ ଅଶୋଧି ତୈଳ କ୍ରୟ କରୁଥିବାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଏକ ସ୍ବାଧୀନ ବହିର୍ବ୍ୟାପାର ନୀତି ସାହାଯ୍ୟରେ...

ଚାଇନାକୁ ଆପଲର ଝଟ୍‌କା, ଭାରତରେ ଉତ୍ପାଦନ ଯୋଜନା…

ଓ୍ବାଶିଂଟନ, ୨୨।୫ : କରୋନା ସଂକ୍ରମଣ ଯୋଗୁ ଚାଇନାରେ କଡା ପ୍ରତିବନ୍ଧକ ଲଗାଯାଇଛି। ଏପରିସ୍ଥଳେ ପ୍ରସିଦ୍ଧ କମ୍ପାନୀ ଆପଲ ଚାଇନା ବାହାରେ ବ୍ୟବସାୟ କରିବା ବିଷୟରେ ସୂଚନା ଦେଇଛି। ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ...

ଭୂପେଶ ବଘେଲାଙ୍କୁ ଗୁଳି କରିବା ଲାଗି ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଲେ ଯୁବକ…

ନୂଆଦିଲ୍ଲୀ, ୨୨।୫ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ଗୁଳି କରିବା ପାଇଁ ଜଣେ ଯୁବକ ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଛନ୍ତି। ଏନେଇ ସେ ଫେସବୁକରେ ଏହି ଅନୁମତି ମାଗିଛନ୍ତି। ଏହା ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri