Tag Archives: Home Middle

ଟସ୍‌ ଜିତିଲା ଏମ୍‌ଆଇ, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୨୧।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୯ ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ୍‌୍‌ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା...

ଲକ୍ଷଲକ୍ଷ ସଂଖ୍ୟାରେ ସମୁଦ୍ରମୁହାଁ କଇଁଛ

ଗଞ୍ଜାମ,୨୧ା୫(ଡି.ଏନ୍‌.ଏ.): କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ଜିଲାର ରୁଷିକୁଲ୍ୟା ମୁହାଁଣରେ ଗତ କିଛିଦିନ ହେବ ଲକ୍ଷଲକ୍ଷ ଛୁଆ କଇଁଛ ଅଣ୍ଡାରୁ ଫୁଟି ଏବେ ସମୁଦ୍ରମୁହାଁ ହେଉଥିବା ଦେଖିବାକୁ ମିଳିଛି। ସକାଳ ଓ ସନ୍ଧ୍ୟାରେ ଥଣ୍ଡା ପରିବେଶରେ ରାତିସାରା ବିସ୍ତୀର୍ଣ୍ଣ...

ଅଣ୍ଟା ସଳଖିବ କଂଗ୍ରେସ, ପ୍ରତିମାସରେ ସମସ୍ତ ରାଜ୍ୟରେ ମିନି କର୍ମଶାଳା…

ନୂଆଦିଲ୍ଲୀ, ୨୧।୫ : ରାଜସ୍ଥାନରେ ଅନୁଷ୍ଠିତ ଚିନ୍ତନ ଶିବୀର ପରେ କଂଗ୍ରେସ ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ଦଳ ବର୍ତ୍ତମାନ ପ୍ରତି ରାଜ୍ୟରେ ସମାନ ଦୁଇ ଦିନିଆ ଚିନ୍ତନ ଶିବିର ଆୟୋଜନ କରିବାକୁ ଯାଉଛି। ଏଥିରେ ଏମ୍‌ପି,...

ଶ୍ରୀଲଙ୍କାରୁ ହଟିଲା ଜରୁରିକାଳୀନ ପରିସ୍ଥିତି

କଲମ୍ବୋ,୨୧।୫: ପ୍ରାୟ ଦୁଇ ସପ୍ତାହ ପରେ ଶ୍ରୀଲଙ୍କା ସରକାର ଜରୁରିକାଳୀନ ପରିସ୍ଥିତିକୁ ହଟାଇ ଦେଇଛନ୍ତି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏଭଳି ଏକ ନିଷ୍ପତ୍ତି ନେଇ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆର୍ଥିକ ସଙ୍କଟ ସାଙ୍ଗକୁ ସରକାର ବିରୋଧରେ ଲୋକଙ୍କ...

ଚୌତାଲା ଦୋଷୀ ସାବ୍ୟସ୍ତ, ମେ’୨୬ରେ ଦଣ୍ଡାଦେଶ…

ନୂଆଦିଲ୍ଲୀ, ୨୧।୫ : ବେଆଇନ ସମ୍ପତ୍ତି ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶନିବାର ଶୁଣାଣି ସମୟରେ ଓମ ପ୍ରକାଶ ଚୌତାଲା କୋର୍ଟ ପରିସରରେ ଉପସ୍ଥିତ ଥିଲେ।...

ଗୀତରେ ଗୀତରେ ମୋଦିଙ୍କୁ ଟାର୍ଗେଟ…

ହାଇଦ୍ରାବାଦ୍‌, ୨୧।୫ : ଆସନ୍ତା ୨୦୨୩ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏବେଠାରୁ ରାଜ୍ୟରେ ରାଜନୈତିକ ଉଷ୍ମତରା ବଢ଼ିବାରେ ଲାଗିଛି। ଏହି କ୍ରମରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ଭାଜପାକୁ ଘେରିବା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ...

‘କେବଳ କୂଟନୀତି ୟୁକ୍ରେନ ଯୁଦ୍ଧକୁ ଶେଷ କରିବ’

କିଭ୍‌,୨୧ା୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ସମସ୍ତ ଶାନ୍ତି ଆଲୋଚନାରେ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଏଭଳି ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର୍‌ ଜେଲେନ୍‌ସ୍କି ଶନିବାର...

ଭିଡ଼ ହିଂସା ନେଇ ଶିବରାଜ-କମଳନାଥ ମୁହାଁମୁହିଁ…

ଭୋପାଳ, ୨୧।୫ : ଦେଶରେ ମଧ୍ୟପ୍ରଦେଶର ନିମଚରେ ଭିଡ଼ ହିଂସା ମାମଲାରେ କଂଗ୍ରେସ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏଠାରେ ଜଣେ ବୃଦ୍ଧଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। କୁହାଯାଉଛି ଯେ ବୃଦ୍ଧ ଜଣଙ୍କୁ ମୁସଲମାନ ଭାବି ମାଡ ଦିଆଯାଇଥିଲା,...

ପାନ ମସଲା ବିଜ୍ଞାପନ, ଅମିତାଭ-ରଣବୀର-ଅଜୟ-ଶାହାରୁଖଙ୍କ ବିରୋଧରେ ମାମଲା…

ମୁମ୍ବାଇ, ୨୧।୫ : ବଲିଉଡର ପ୍ରସିଦ୍ଧ ଅଭିନେତା ବିଗ ବି ଅମିତାଭ ବଚ୍ଚନ, ଅଜୟ ଦେବଗନ, କିଙ୍ଗ ଖାନ ଶାହାରୁଖ ଏବଂ ରଣଭୀର ସିଂଙ୍କ ବିରୋଧରେ ଏକ ମାମଲା ପଞ୍ଜିକୃତ ହୋଇଛି। ପାନ ମସଲାର ବିଜ୍ଞାପନ ନେଇ ଏହି ଚାରି...

ନବନୀତଙ୍କ ଘର ଉପରେ ବୁଲ୍‌ଡୋଜର ଚାଲିବା ଆଶଙ୍କା…

ମୁମ୍ବାଇ, ୨୧।୫ : ଲାଉଡ ସ୍ପିକର ଏବଂ ହନୁମାନ ଚାଳିଶା ବିବାଦ ମଧ୍ୟରେ ଶିବସେନାଙ୍କ ଆଗରେ ହାରିଯାଇଥିବା ରାଣା ଦମ୍ପତିଙ୍କ ସମସ୍ୟା ହ୍ରାସ ପାଇବା ଭଳି ମନେ ହେଉନାହିଁ। ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବା ପରେ ଜେଲ...

ଦେଶରେ କରୋନାର ଚତୁର୍ଥ ଲହର ନେଇ ଏମ୍ସ୍‌ର ପୂର୍ବତନ ନିର୍ଦ୍ଦେଶକ ଦେଲେ ଏଭଳି ଉତ୍ତର…

ନୂଆଦିଲ୍ଲୀ, ୨୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣର ଚତୁର୍ଥ ଲହର ନେଇ ଏମ୍ସ୍‌ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଏମସି ମିଶ୍ର କହିଛନ୍ତି ଯେ ତୃତୀୟ ଲହରରେ କରୋନା ମାମଲା ଲକ୍ଷ ଲକ୍ଷରେ ପହଞ୍ଚିବା ପରେ ସଂକ୍ରମଣର ଗତି ବନ୍ଦ...

‘ସବୁ ପରିସ୍ଥିତି ସାମ୍ନା କରିବାକୁ ଆମେରିକା ପ୍ରସ୍ତୁତ’

ଓ୍ବାଶିଂଟନ,୨୧।୫: ଆମେରିକାର ରାଷ୍ଟ୍ରପତି ଜୋ- ବାଇଡେନ ଏବଂ ଦକ୍ଷିଣ କୋରିଆ ପ୍ରତିପକ୍ଷ ୟୋନ ସୁକ୍‌-ୟୋଲଙ୍କ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୟ ମଧ୍ୟରେ ଉଭୟ ଦେଶର ମୁଖ୍ୟ ଉତ୍ତର କୋରିଆକୁ ବନ୍ଦ କରିବା ଏବଂ ଏକାଠି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri