Tag Archives: Home Middle

Cvoter Exit Poll: ଦକ୍ଷିଣରେ ଖାତା ଖୋଲିପାରେ ଭାଜପା, ମାତ୍ର ୨ଟି ରାଜ୍ୟରେ ମିଳିଛି ୪୭ ସିଟ୍‌ର ବମ୍ପର ନମ୍ବର

ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ଏବଂ ସପ୍ତମ ପର୍ଯ୍ୟାୟ ପାଇଁ ମତଦାନ ଶନିବାର ଶେଷ ହୋଇଛି । ଭୋଟ ଶେଷ ହେବା ପରେ ଏକଜିଟ ପୋଲ ପ୍ରକାଶ ପାଇଛି। ଏକଜିଟ ପୋଲ ଅନୁଯାୟୀ ଭାରତୀୟ ଜନତା ପାର୍ଟି...

ଭୋଟ ବାହୁଡ଼ା ମତ- ସତ ହେବ ମୋଦିଙ୍କ ନାରା ‘ଅବକି ବାର ୪୦୦ ପାର୍‌’ !

ନୂଆଦିଲ୍ଲୀ,୧।୬: ଦେଶରେ ସରଛି ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା। ଏଭିଏମ୍‌ରେ ସିଲ୍‌ ହୋଇଛି ହଜାର ହଜାର ପ୍ରାର୍ଥୀଙ୍କ ଭାଗ୍ୟ। ଭୋଟ ସରିବା ପରେ ବିଭିନ୍ନ ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଛି ଭୋଟ ବାହୁଡ଼ା ମତ ବା ଏକ୍‌ଜିଟ୍‌ ପୋଲ। ସ୍କୁଲ...

Exit poll: କେନ୍ଦ୍ରରେ ଭାଜପା ସରକାର! ଜାଣନ୍ତୁ ଓଡ଼ିଶାରେ କିଏ ଆଗରେ

ନୂଆଦିଲ୍ଲୀ,୧।୬: ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ । ନିର୍ବାଚନ ସରିବା ପରେ ଶନିବାର ବିଭିନ୍ନ ଏଜେନ୍ସି ଦ୍ୱାରା ଏକଜିଟ ପୋଲ ବା ଘର ବାହୁଡା ମତ ପ୍ରକାଶ ପାଇଛି। ତେବେ ଏଥିରେ ଓଡ଼ିଶାରେ ଭାଜପା ଆଗରେ ଥିବା ଜଣାପଡିଛି। ଇଣ୍ଡିଆ...

Exit poll: ପଲଟିଲା ବାଜି, ଏହି ରାଜ୍ୟରେ ଇଣ୍ଡିଆ ମେଣ୍ଟର ବାଜିମାତ

ନୂଆଦିଲ୍ଲୀ,୧।୬: ସରିଛି ୨୦୨୪ ଲୋକ ସଭା ନିର୍ବାଚନ। ଶନିବାର ସପ୍ତମ ପର୍ଯ୍ୟାୟ ମତଦାନ ସରିଛି। ତେବେ ମତଦାନ ସରିବା ପରେ ସଂଧ୍ୟାରେ ବଡ଼ ବଡ଼ ଏଜେନ୍ସି ଦ୍ୱାରା ଏକଜିଟ ପୋଲ ପ୍ରକାଶ ପାଇଛି। ତେବେ ଏହି ଏକଜିଟ ପୋଲର ପୂର୍ବାନୁମାନ...

ଆସିଲା Exit poll, କେନ୍ଦ୍ରରେ ପୁଣି ମୋଦିଙ୍କୁ ବହୁମତ

ନୂଆଦିଲ୍ଲୀ,୧।୬: ସପ୍ତମ ପର୍ଯ୍ୟାୟ ବ୍ୟାପି ମତଦାନ ଶେଷ ହେବାପରେ ବିଭିନ୍ନ ଏଜେନ୍ସି ଏବଂ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପୁଲ ବାହୁଡ଼ା ମତ ବା Exit poll ପ୍ରକାଶ ପାଇଛି। ବିଭିନ୍ନ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ...

ଇଭିଏମ୍‌ରେ ସିଲ୍ ନେତାଙ୍କ ଭାଗ୍ୟ, ୪ ରେ ଫଳାଫଳ

ନୂଆଦିଲ୍ଲୀ,୧।୬: ଶେଷ ହୋଇଛି ସାତ ପର୍ଯ୍ୟାୟ ବ୍ୟାପି ସାଧାରଣ ନିର୍ବାଚନ ୨୦୨୪। ସପ୍ତମ ପର୍ଯ୍ୟାୟ ମତଦାନ ଶେଷ ହେବାପରେ ଭାରତର ନିର୍ବାଚନ ଆୟୋଗ ସମସ୍ତ ହିତାଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଭୋଟର, ମତଦାନ କର୍ମଚାରୀ, ସୁରକ୍ଷା ବାହିନୀ, ଗଣମାଧ୍ୟମ ଏବଂ ରାଜନୈତିକ...

Exit Poll ପୂର୍ବରୁ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଦମ୍ଭୋକ୍ତି, ୨୯୫ରୁ ଅଧିକ ସିଟ୍ ଜିତିବ ଇଣ୍ଡିଆ ମିଳିତ ମେଣ୍ଟ

ନୂଆଦିଲ୍ଲୀ,୧ା୬: ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ମଧ୍ୟରେ ଦିଲ୍ଲୀରେ ଇଣ୍ଡିଆ ମିଳିତ ମେଣ୍ଟର ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ସହଯୋଗୀ ଦଳର ନେତାମାନେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ କଂଗ୍ରେସ ସଭାପତି...

ଏକଜିଟ ପୋଲ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଦେଲେ ପ୍ରଶାନ୍ତ କିଶୋର, କହିଲେ ପୁଣି ଫେରୁଛି…

ନୂଆଦିଲ୍ଲୀ,୧।୬: ଏକଜିଟ ପୋଲ ୨୦୨୪ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ, ଭାରତୀୟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ବଡ଼ ପୂର୍ବାନୁମାନ କରିଛନ୍ତି। ଶନିବାର ଶେଷ ପର୍ଯ୍ୟାୟ ଭୋଟ ସରିବା ପରେ ସବୁ...

ବୁଥ୍‌ ଆଗରେ ସ୍ତ୍ରୀଙ୍କୁ ହାଣି ହତ୍ୟା କଲେ ସ୍ବାମୀ

ଭଦ୍ରକ,୧।୬: ଶେଷ ପର୍ଯ୍ୟାୟ ଭୋଟ ଦେଉଛି ଓଡ଼ିଶା। ଶନିବାର ଏହି ଭୋଟ ଚାଲିଥିବାବେଳେ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହିକ୍ରମରେ ଭଦ୍ରକର ମୁକ୍ତାଡିହ ବୁଥ ଆଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୁକ୍ତାଡିହ ବୁଥ ଆଗରେ ଜଣେ...

୨୦୦୯, ୨୦୧୪, ୨୦୧୯ରେ କେତେ ସଠିକ୍‌ ଥିଲା ଏକ୍‌ଜିଟ୍‌ ପୋଲ୍‌, ଜାଣନ୍ତୁ ପୂରା ତଥ୍ୟ…

ନୂଆଦିଲ୍ଲୀ,୧ା୬: ଲୋକ ସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଭୋଟ୍‌ ଶନିବାର ଅର୍ଥାତ୍‌ ଆଜି ଶେଷ ହେବ। ମତଦାନ ସରିବା ପରେ ତୁରନ୍ତ ଏକ୍‌ଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇବ। ୧୯୫୭ରୁ ଭାରତରେ ଏକ୍‌ଜିଟ୍‌ ପୋଲ ଆରମ୍ଭ...

ଦୀର୍ଘ ୪୮ ଘଣ୍ଟାର ଧ୍ୟାନ ଶେଷ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଚେନ୍ନାଇ,୧ା୬: ତାମିଲନାଡୁର କନ୍ୟାକୁମାରୀରେ ବିବେକାନନ୍ଦ ମେମୋରିଆଲରେ ଶିଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଧ୍ୟାନ ସମାପ୍ତ କରିଛନ୍ତି। ଗୁରୁବାର ସଦ୍ଧ୍ୟରେ ପ୍ରଧାନମନ୍ତ୍ରୀ ଲୋକସଭା ନିର୍ବାଚନ ପ୍ରଚାର ଶେଷ କରି କାନ୍ୟମୁକରି ଯାଇ ଧ୍ୟାନରେ ବସିଥିଲେ। ପ୍ରଧାନମନ୍ତ୍ରୀ ପ୍ରାୟ...

କେଜରିୱାଲଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ପଠାଇଲେ ବରିଷ୍ଠ ଭାଜପା ନେତା

ନୂଆଦିଲ୍ଲୀ,୧।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ପଠାଇଛନ୍ତି ଜଣେ ବରିଷ୍ଠ ଭାଜପା ନେତା । ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ନେଇ କେଜରିୱାଲ ସୁପ୍ରିମକୋର୍ଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri