Tag Archives: Home Middle

କଂଗ୍ରେସ ନେତା ନେବେନି ଅବସର…

ନୂଆଦିଲ୍ଲୀ, ୧୭।୫ : କଂଗ୍ରେସ ବର୍ତ୍ତମାନ ଏହାର ନେତାଙ୍କ ପାଇଁ ଅବସର ବୟସ ସୀମା ସ୍ଥିର କରିବ ନାହିଁ। ୫୦ ବର୍ଷରୁ କମ ବୟସର ନେତାମାନଙ୍କୁ ସଂଗଠନର ପ୍ରତ୍ୟେକ ସ୍ତରରେ ୫୦ ପ୍ରତିଶତ ପଦ ଦେବା ନିଷ୍ପତ୍ତି ନିଆଯିବା ପରେ...

ଟସ୍‌ ଜିତିଲା ଏମ୍‌ଆଇ, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୧୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ...

କୋର୍ଟ କମିଶନର ହଟିଲେ…

ବାରାଣସୀ, ୧୭।୫ : ଜ୍ଞାନବ୍ୟାପି ମାମଲାରେ ମୁସଲମାନ ପକ୍ଷଙ୍କ ଆବେଦନ ଅନୁସାରେ ବାରାଣସୀ କୋର୍ଟ କୋର୍ଟ କମିଶନର ଅଜୟ ମିଶ୍ରଙ୍କୁ ହଟାଇ ଦେଇଛନ୍ତି। ଅନ୍ୟ ଦୁଇ କୋର୍ଟ କମିଶନର୍‌ ନିଜର କାର୍ଯ୍ୟ ଜାରି ରଖିବେ। ବାରାଣସୀର ସିଭିଲ ଜଜ ସିନିୟର...

ଜ୍ଞାନବ୍ୟାପି ମାମଲା, ସର୍ଭେ ଉପରେ ରୋକକୁ ସୁପ୍ରିମ୍‌କୋର୍ଟଙ୍କ ମନା, ଶିବଲିଙ୍ଗ ସଂରକ୍ଷଣ-ନମାଜ ପଢ଼ିବା ଜାରି ରଖିବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୭।୫ : ଜ୍ଞାନବ୍ୟାପି ମସଜିଦର ସର୍ଭେ ଉପରେ ରୋକ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ ଏହି ମାମଲାରେ ନିମ୍ନ ଅଦାଲତରେ ବିଚାର ଚାଲିଛି। ତେଣୁ ଜିଲା କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା...

୬-ଜି ସେବା ଆରମ୍ଭ ହେବ କେବେ ? ପ୍ରଧାନମନ୍ତ୍ରୀ ଦେଲେ ସୂଚନା…

ନୂଆଦିଲ୍ଲୀ, ୧୭।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି ଯେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଦେଶରେ ୬-ଜି ସେବା ଆରମ୍ଭ ହେବାର ଆଶା ରହିଛି। ଏଥିପାଇଁ ସରକାରଙ୍କ ତରଫରୁ ଉଦ୍ୟମ ଆରମ୍ଭ ହୋଇଥିବା ସେ କହିଛନ୍ତି। ଦେଶରେ...

ଜମ୍ମୁ-କଶ୍ମୀର ପରସିମନ ନେଇ ପାକିସ୍ତାନର ପ୍ରସ୍ତାବକୁ ହାସ୍ୟାସ୍ପଦ କହିଲା ଭାରତ…

ନୂଆଦିଲ୍ଲୀ, ୧୭।୫ : ଜମ୍ମୁ-କଶ୍ମୀରରେ ପରସିମନ କମିଶନ ଅନ୍ତର୍ଗତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଉପରେ ପାକିସ୍ତାନର ନ୍ୟାଶନାଲ ଆସେମ୍ବ୍ଲିରେ ନିଆଯାଇଥିବା ପ୍ରସ୍ତାବ ଉପରେ ଭାରତ କଡ଼ା ଜବାବ ଦେଇଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏ ସମ୍ପର୍କରେ...

ଅଯୋଧ୍ୟା ଯାତ୍ରା ନେଇ ରାଜ୍‌ ଠାକ୍‌ରେ-ଅଠାଓ୍ବଲେ ମୁହାଁମୁହିଁ…

ଠାଣେ, ୧୭।୫ : କେନ୍ଦ୍ର ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ-ଏ) ମୁଖ୍ୟ ରାମଦାସ ଅଠାୱାଲେ କହିଛନ୍ତି ଯେ ଆସନ୍ତା ମାସରେ ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତ ପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକ୍‌ରେ ଉତ୍ତର...

ସୁପରଟେକ୍‌ ଟାଓ୍ବାର ଭଙ୍ଗା ତାରିଖ ଅଗଷ୍ଟକୁ ଘୁଞ୍ଚିଲା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୭।୫ : ବେଆଇନ ଭାବେ ନିର୍ମାଣ କରାଯାଇଥିବା ସୁପରଟେକ ଏମେରାଲ୍ଡ କୋର୍ଟର ୪୦ ମହଲା ଟାୱାର ଭାଙ୍ଗିବା ନେଇ ସୁପ୍ରିମକୋର୍ଟ ତାରିଖ ବୃଦ୍ଧି କରିଛନ୍ତି। ପୂର୍ବରୁ ମେ ୨୨ ସୁଦ୍ଧା ଉଭୟ ଟାୱାରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା।...

ଜ୍ଞାନବ୍ୟାପି ପରେ ଏବେ ମଥୁରା ଇଦ୍‌ଗାହା ମସଜିଦ୍‌ ସିଲ୍‌ କରିବାକୁ ଦାବି…

ନୂଆଦିଲ୍ଲୀ, ୧୭।୫ : କାଶୀର ଜ୍ଞାନବ୍ୟାପି ମସଜିଦ ପରେ ବର୍ତ୍ତମାନ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ ବିବାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ନିକଟରେ ଥିବା ଶାହି ଇଦ୍‌ଗାହା ମସଜିଦର ସୁରକ୍ଷା ବୃଦ୍ଧି କରିବା ସହିତ...

ଟୁଇଟରକୁ ମସ୍କଙ୍କ ଚେତାବନୀ…

ଓ୍ବାଶିଂଟନ, ୧୭।୫ : ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ବିଷୟରେ ଟେସଲା ମାଲିକ ଏଲନ ମସ୍କ ମଙ୍ଗଳବାର ଏକ ଚେତାବନୀ ଦେଇଛନ୍ତି। ଟୁଇଟର ସିଇଓ ପରାଗ ଅଗ୍ରୱାଲଙ୍କୁ ଏକ ଚେତାବନୀରେ ମସ୍କ କହିଛନ୍ତି ଯେ ନିୟାମକ ଏଜେନ୍ସିରେ...

ବାଂଲାଦେଶରେ ଶ୍ରୀଲଙ୍କା ସ୍ଥିତି…

ଢାକା, ୧୭।୫ : ଏବେ ବାଂଲାଦେଶରେ ଶ୍ରୀଲଙ୍କା ପରି ସଙ୍କଟ ଦେଖାଦେଇଛି। ଲଗାତାର ବାଂଲାଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ କମିବାରେ ଲାଗିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସାମଗ୍ରୀର ଦାମ ବଢ଼ିବାରେ ଲାଗିଛି।...

ସକ୍ରିୟ ମାମଲା ୧୭ ହଜାର ତଳେ, ଦିଲ୍ଲୀରେ କମିଲା ସଂକ୍ରମଣ…

ନୂଆଦିଲ୍ଲୀ, ୧୭।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମିବାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri