Tag Archives: Home Middle

ଚାରିଧାମ ଯାତ୍ରା ବେଳେ ୪୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ବର୍ଷା କମିବା ପରେ ପୁଣି ଆରମ୍ଭ ହେଲା ବଦ୍ରିନାଥ ଯାତ୍ରା

ଡେରାଡୁନ,୧୭ ।୫: ଉତ୍ତରାଖଣ୍ଡରେ ବର୍ଷା କମିବା ପରେ ପୁଣିଥରେ ବଦ୍ରିନାଥ ଯାତ୍ରା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ସୋମବାର ରାତିରେ ମୂଷଳଧାରାରେ ବର୍ଷା ଯୋଗୁ ସ୍ଥାନେ ସ୍ଥାନେ ଭୂସ୍ଖଳନ ଫଳରେ ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ମଙ୍ଗଳବାର...

ଆସାମରେ ପ୍ରଳୟଙ୍କରି ବନ୍ୟା, ୨୦ ଜିଲାର ୨ ଲକ୍ଷ ଲୋକ ପ୍ରଭାବିତ

ଗୁଆହାଟି,୧୭ ।୫: ଉତ୍ତର ଭାରତରେ ଲଗାତାର ବଢିଚାଲିଛି ଗ୍ରୀଷ୍ମର ପ୍ରକୋପ । ଏପଟେ ଆସାମରେ ଲଗାତାର ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତି ଉପୁଜିଛି । ଏହାଫଳରେ ୨୦ ଜିଲାରେ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା...

ବାଦ୍‌ ପଡ଼ିଲା ପଞ୍ଜାବ: ଦିଲ୍ଲୀ ପ୍ଲେଅଫ୍‌ ନିକଟତର

ମୁମ୍ବାଇ,୧୬।୫: ସ୍ଥାନୀୟ ଡିଓ୍ବାଇ ପାଟିଲ ସ୍ପୋଟର୍‌ସ ଏକାଡେମୀରେ ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ୧୭ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ହରାଇ ଦେଇଛି। ଏହି ବିଜୟ ଯୋଗୁ ଦିଲ୍ଲୀର ପ୍ଲେଅଫ୍‌ ନିକଟତର ହେବା ସହ ପଏଣ୍ଟ ଟେବୁଲରେ ଚତୁର୍ଥ...

୯ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଚଳିତ ବର୍ଷ ସବୁ ବର୍ଷଠାରୁ ଅତ୍ୟଧିକ ଗରମ ହେବା ସହ ଗୁଳଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଇତିମଧ୍ୟରେ ରବିବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ...

୨୫୦କୁ ଖସିଲା କୋର୍ବେଭାକ୍ସ

ନୂଆଦିଲ୍ଲୀ,୧୬।୫ : କୋର୍ବେଭାକ୍ସ ଭ୍ୟାକସିନ ଏଣିକି ୨୫୦ ଟଙ୍କାରେ ମିଳିବ। ପୂର୍ବରୁ ୮୪୦ ଟଙ୍କାରେ ମିଳୁଥିବା କୋର୍ବେଭାକ୍ସ ଟିକା ଦାମ ଏବେ ହ୍ରାସ କରାଯାଇଛି । ଏ ନେଇ ଭ୍ୟାକସିନ ନିର୍ମାତା କମ୍ପାନୀ ବାୟୋଲୋଜିକାଲ ଇ. ଲିମିଟେଡ ପକ୍ଷରୁ ସୂଚନା...

୧୯୯୨ ପୂର୍ବରୁ ନଥିଲା ଜ୍ଞାନବ୍ୟାପି ବିବାଦ, ପୁରୁଣା କଥା ମନେ ପକାଇଲେ ମହନ୍ତ ପରିବାର…

ବାରାଣସୀ, ୧୬।୫ : ଏବେ ଜ୍ଞାନବ୍ୟାପି ମସଜିଦ୍‌ ନେଇ ବିବାଦ ଜୋର୍‌ ଧରିଛି। ଅତୀତର ଦିନଗୁଡ଼ିକୁ ମନେ ପକାଇ କାଶୀ କରୱତ ମନ୍ଦିରର ମହନ୍ତ ପଣ୍ଡିତ ଗଣେଶ ଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ୧୯୯୨ ପୂର୍ବରୁ ମନ୍ଦିର-ମସଜିଦ ବିବାଦ ନଥିଲା।...

ଇମ୍ରାନଙ୍କୁ ମରିୟମଙ୍କ ଚେତାବନୀ

ଇସଲାମାବାଦ,୧୬ା୫: ପାକିସ୍ତାନର ଶାସକ ଦଳ ମୁସ୍‌ଲିମ ଲିଗ୍‌-ନଓ୍ବାଜ (ପିଏମଏଲ-ଏନ୍‌) ନେତ୍ରୀ ମରିୟମ ନଓ୍ବାଜ କହିଛନ୍ତି ଯେ, ଯଦି ଇମ୍ରାନ ତାଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରର ପ୍ରମାଣ ଦେଖାନ୍ତି ତେବେ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ଅପେକ୍ଷା ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ...

ଭାରତରେ ୧୭ କୋଟି ମୁସଲମାନଙ୍କ ପାଇଁ ପ୍ରାୟ ୭ ଲକ୍ଷ ମସଜିଦ୍‌, ୯୬ କୋଟି ହିନ୍ଦୁଙ୍କ ଲାଗି ୨୦ ଲକ୍ଷରୁ ଅଧିକ ମନ୍ଦିର…

ନୂଆଦିଲ୍ଲୀ, ୧୬।୫ : କାଶୀ, ମଥୁରା, ଦିଲ୍ଲୀ, ଆଗ୍ରା ଠାରୁ ମଧ୍ୟପ୍ରଦେଶର ଧାର ପର୍ଯ୍ୟନ୍ତ ମନ୍ଦିର-ମସଜିଦକୁ ନେଇ ବିବାଦ ଜାରି ରହିଛି। ହିନ୍ଦୁ ସଂଗଠନ ଦାବି କରୁଛନ୍ତି ଯେ ମୁସଲମାନ ଆକ୍ରମଣକାରୀମାନେ ହିନ୍ଦୁମାନଙ୍କ ବିଶ୍ୱାସକୁ ଆଘାତ ଦେଇଛନ୍ତି। ୬୦ ହଜାରରୁ...

ହେଭିଓ୍ବେଟ୍‌ ନେତାଙ୍କୁ ବ୍ରଜରାଜନଗର ଦାୟିତ୍ୱ ଦେଲା ବିଜେଡି

ଝାରସୁଗୁଡ଼ା ଅଫିସ,୧୬ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉପନିର୍ବାଚନ ପରିଚାଳନା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି। ଜିଲା ପର୍ଯ୍ୟବେକ୍ଷକ ସୁବାସ ସିଂ,...

ଜ୍ଞାନବ୍ୟାପି ସର୍ଭେ ଶେଷ, ମଙ୍ଗଳବାରଠାରୁ ସୁପ୍ରିମ୍‌କୋର୍ଟରେ ଶୁଣାଣି…

ନୂଆଦିଲ୍ଲୀ, ୧୬।୫ : ଜ୍ଞାନବ୍ୟାପି ମସଜିଦ ସର୍ଭେ ଶେଷ ହୋଇଛି। ସର୍ଭେ ରିପୋର୍ଟ ଆଧାରରେ କରାଯାଇଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟରେ କରାଯିବ। ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ପି.ଏସ୍‌. ନରସିଂହାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ।...

ଆକାଶରୁ ଖସୁଛି ରହସ୍ୟମୟ ବଲ୍‌, ଲୋକେ ଆତଙ୍କିତ…

ଅହମଦାବାଦ, ୧୬।୫ : ଗୁଜରାଟର ବହୁ ଗାଁରେ ଏବେ ଆତଙ୍କ ଖେଳି ଯାଇଛି। ଏସବୁ ଗାଁରେ ଆକାଶରୁ ରହସ୍ୟମୟ ବଲ ଆକୃତିର ପଦାର୍ଥ ଖସୁଛି। ଇତିମଧ୍ୟରେ ୫ ଟି ଜିଲାରେ ଏଭଳି ପଦାର୍ଥ ଆକାଶରୁ ଖସିଛି। କିଛି ଦିନ ତଳେ...

ଚାର୍‌ ଧାମ୍‌ ଯାତ୍ରା, ୧୩ ଦିନରେ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ…

ଡେରାଡୁନ୍‌, ୧୬।୫ : ଉତ୍ତରାଖଣ୍ଡରେ ଚାର୍‌ ଧାମ୍‌ ଯାତ୍ରା ଆରମ୍ଭରୁ ଇତିମଧ୍ୟରେ ଗତ ୧୩ ଦିନ ମଧ୍ୟରେ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଶୈଲଜା ଭଟ୍ଟ କହିଛନ୍ତି ଯେ ଏହି ସବୁ ମୃତ୍ୟୁର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri