Tag Archives: Home Middle

ନିଜ ଘର ଛାଡ଼ି କଶ୍ମୀରୀ ପଣ୍ଡିତ ଯିବେ ନାହିଁ, ଏଠି ତାଙ୍କର ସମାନ ଅଧିକାର…

ଶ୍ରୀନଗର, ୧୬।୫ : ଜମ୍ମୁ-କଶ୍ମୀର କଶ୍ମୀରୀ ପଣ୍ଡିତମାନଙ୍କର ଘର। ସେମାନେ ଏହାକୁ ଛାଡ଼ି ଯିବେ ନାହିଁ। ଏଡି ତାଙ୍କର ଅନ୍ୟ ସମ୍ପ୍ରଦାୟଙ୍କ ଭଳି ସମାନ ଅଧିକାର ରହିଛି ବୋଲି ପିପୁଲସ୍‌ ଆଲାଏନ୍ସ ଫର୍‌ ଗୁପକାର ଡିକ୍ଲାରେଶନ (ପିଏଜିଡି)ର ମୁଖପାତ୍ର ଏମ୍‌.ଓ୍ବାଇ....

ସୁରକ୍ଷିତ ଜିଲାରେ କଶ୍ମୀରୀ ପଣ୍ଡିତଙ୍କ ପୋଷ୍ଟିଂ ହେବ, ଉପରାଜ୍ୟପାଳଙ୍କ ନିଷ୍ପତ୍ତି…

ଶ୍ରୀନଗର, ୧୬।୫ : ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କାଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ୟାକେଜ ଅନୁଯାୟୀ ରାଜ୍ୟର ସରକାରୀ ବିଭାଗରେ ନିଯୁକ୍ତ କାଶ୍ମୀରୀ ପଣ୍ଡିତମାନଙ୍କୁ ସୁରକ୍ଷିତ ଜିଲାରେ...

ଛାଇ ଖୋଜୁଛନ୍ତି ରାଜଧାନୀବାସୀ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଏବେ ରାଜ୍ୟର ଅନ୍ୟତମ ପ୍ରମୁଖ ଉତ୍ତପ୍ତ ସହର ଭାବେ ପରିଗଣିତ ହେଲାଣି। ଦିନେ ଯେଉଁ ସହର ସବୁଜ ବନାନୀରେ ଆଚ୍ଛାଦିତ ଥିଲା ଆଜି ତାହା କଂକ୍ରିଟ ସହର ପାଲଟିଲାଣି। ଏହି ସ୍ମାର୍ଟସିଟିର ଜନସଂଖ୍ୟା ଏବେ ପ୍ରାୟ...

ଚର୍ଚ୍ଚରେ ଗୁଳିମାଡ଼, ବାଇଡେନ୍‌ ସରକାରଙ୍କ ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୧୬।୫ : ଆମେରିକାରେ ପ୍ରତିଦିନ ଗୁଳିମାଡ଼ ଘଟଣା ସାମ୍ନାକୁ ଆସୁଛି। ସଦ୍ୟତମ ମାମଲା ଆମେରିକାର କାଲିଫର୍ନିଆ ଘଟିଛି। ସେଠାରେ ଏକ ଚର୍ଚ୍ଚରେ ଗୁଳିମାଡ଼ ହୋଇଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ସନ୍ଦିଗ୍ଧ...

ମହଙ୍ଗା ହେବ ବିମାନ ଯାତ୍ରା…

ନୂଆଦିଲ୍ଲୀ, ୧୬।୫ : ବିମାନ ଯାତ୍ରା ବର୍ତ୍ତମାନ ଅଧିକ ମହଙ୍ଗା ହେବାର ଆଶଙ୍କା ରହିଛି। ସରକାରୀ ତୈଳ କମ୍ପାନୀଗୁଡିକ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଟିଏଫ ଦାମରେ ୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି...

ମୃତ୍ୟୁ ସଂଖ୍ୟା ୨୭, ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୧୬।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ...

ଓଡ଼ିଆ ଭାଷା ପୁସ୍ତକରେ ପିଲା ପଢ଼ୁଛନ୍ତି ଇଂଲିଶ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପିଲାଙ୍କୁ ଗୁଣବତ୍ତାର ଶିକ୍ଷା ପ୍ରଦାନ କରିବା ଲାଗି ସବୁ ପ୍ରକାର ଚେଷ୍ଟା କରୁଥିଲେ ମଧ୍ୟ ଅନେକଥର ତ୍ରୁଟି ପରିଲକ୍ଷିତ ହେଉଛି। କେଉଁଠି ନା କେଉଁଠି ନିଜ କାର୍ଯ୍ୟଦକ୍ଷତାକୁ ନେଇ ଲୋକହସା ହେଉଛି। ଏବେ...

ଘନେଇଲା କୋଇଲା ସଙ୍କଟ, ଚିନ୍ତାରେ ମନ୍ତ୍ରଣାଳୟ …

ନୂଆଦିଲ୍ଲୀ, ୧୬।୫ : ଘରୋଇ କୋଇଲା ଚାହିଦା ପୂରଣ କରିବାରେ ଦେଶ ଅସୁବିଧାର ସମ୍ମୁଖୀନ ହେଉଛି ବୋଲି କୋଇଲା ମନ୍ତ୍ରଣାଳୟ କହିଛି। କୋଇଲା ଅଭାବକୁ ଦୂର କରିବାରେ ଉଭୟ ବ୍ୟବସାୟୀ ଏବଂ କୋଇଲା ବ୍ଲକଧାରୀଙ୍କ ପ୍ରମୁଖ ଭୂମିକା ରହିଛି ବୋଲି...

ଭିଡିଓ ମେସେଜ ରେକର୍ଡ କଲେ ଇମ୍ରାନ, ହତ୍ୟା ପରେ ଭାଇରାଲ କରିବାକୁ ନିର୍ଦ୍ଦେଶ

ଇସଲାମାବାଦ,୧୬ ।୫: ଗାଦିଚ୍ୟୁତ ହେବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ତାଙ୍କ ଜୀବନ ବିପଦରେ ଥିବା ଦେଖାଯାଉଛି । ଇମ୍ରାନ ଫୈସଲାବାଦ ଜଲସାରେ ଏକ ସଭାକୁ ସମ୍ବୋଧନ ଦେବା ବେଳେ କହିଥିଲେ କେତେଜଣ ଲୋକ ତାଙ୍କୁ ହତ୍ୟା...

ଆଖି ବୁଜିଲା ହାତୀ ‘ନନ୍ଦ’

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା ଗୋଡ଼ିବାରୀରେ ଥିବା ପୋଷାହାତୀ ‘ନନ୍ଦ’ର ମୃତ୍ୟୁ ଘଟିଛି। ରବିବାରଠାରୁ ‘ନନ୍ଦ’  ଅସୁସ୍ଥ ଥିଲା। ଚିକିତ୍ସା ଚାଲୁ ରହିଥିଲେ ହେଁ ଶେଷରେ ଆଖି ବୁଜିଛି । ସୂଚାନୁଯାୟୀ, ୨୦ ଦିନ ତଳେ ‘ନନ୍ଦ’କୁ କୁମାରଖୁଣ୍ଟି ଅଞ୍ଚଳରେ...

ପୁଟିନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର…

କ୍ୱିଭ୍‌/ମସ୍କୋ, ୧୬।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର ଚାଲିଛି ବୋଲି ୟୁକ୍ରେନର ଜେନେରାଲ ଅଫ ଆର୍ମି ଇଣ୍ଟେଲିଜେନ୍ସ ଦାବି କରିଛି। ୟୁକ୍ରେନର ମେଜର ଜେନେରାଲ କିର୍ଲୋ ବୁଡାନୋଭାନ ଦାବି କରିଛନ୍ତି ଯେ ଅଗଷ୍ଟ ସୁଦ୍ଧା...

ପାକିସ୍ତାନକୁ କ୍ରୀତଦାସ କରିଛି ଆମେରିକା, କହିଲେ ଇମ୍ରାନ୍‌…

ଇସଲାମାବାଦ୍‌, ୧୬।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜାରଦାରୀଙ୍କୁ ଟାର୍ଗେଟ କରିଛନ୍ତି। ଇମ୍ରାନ୍‌ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ ସମୟରେ ବିଲାୱାଲ ଆମେରିକାର ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri