Tag Archives: Home Middle

ପୁଟିନ୍‌ଙ୍କୁ ରକ୍ତ କର୍କଟ, ଆମେରିକା ପତ୍ରିକାର ଦାବି…

ଓ୍ବାଶିଂଟନ/ମସ୍କୋ, ୧୬।୫ : ଆମେରିକାର ଏକ ପତ୍ରିକା ରିପୋର୍ଟ କରିଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରକ୍ତ କର୍କଟ ଭଳି ଗୁରୁତର ରୋଗରେ ପୀଡିତ। ନ୍ୟୁ ଲାଇନ୍ସ ପତ୍ରିକା ରୁଷିଆର ନେତାଙ୍କ ନିକଟତର ଜଣେ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦାନ...

ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜ୍ୟର ୪ହଜାର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ତୁରନ୍ତ ନିୟମିତ କରିବା ଦାବିରେ ଓଡ଼ିଶା ସରକାରୀ ହାଇସ୍କୁଲ ପ୍ରାରମ୍ଭିକ ନିଯୁକ୍ତି ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ସଂଘ କହିବାନୁସାରେ, ଗଣଶିକ୍ଷା ବିଭାଗ ଦ୍ୱାରା ଏହି ୪ ହଜାର ଶିକ୍ଷକଙ୍କୁ...

୯ ହଜାର କୋଟିର ବ୍ୟାଙ୍କ ଠକେଇ

କୋଲକାତା,୧୬।୫: ବାଂଲାଦେଶର ଏକ ବ୍ୟାଙ୍କରୁ ୯ ହଜାର କୋଟି ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରବିବାର ୬ ଜଣଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ୍‌ ପ୍ରଶାନ୍ତ ହଲଦାର ତାଙ୍କ ଦେଶର ବ୍ୟାଙ୍କରୁ ଋଣ ନେଇ ଜାଲ୍‌ ପ୍ରମାଣପତ୍ର ବଳରେ ପଶ୍ଚିମବଙ୍ଗରେ...

ଦେବସହାୟମ୍‌ଙ୍କୁ ସନ୍ଥ ଘୋଷଣା କଲେ ପୋପ୍‌

ଭାଟିକାନ୍‌ ସିଟି, ୧୬ା୫: ଅଷ୍ଟାଦଶ ଶତାବ୍ଦୀରେ ହିନ୍ଦୁରୁ ଖ୍ରୀଷ୍ଟଧର୍ମ ଆପଣାଇଥିବା ଦେବସହାୟମ ପିଲାଇଙ୍କୁ କ୍ୟାଥୋଲିକ୍‌ ଚର୍ଚ୍ଚର ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌ ରବିବାର ସନ୍ଥ ଘୋଷଣା କରିଛନ୍ତି। ଲାଜାରସ୍‌ ଭାବେ ମଧ୍ୟ ଜଣା ଦେବସହାୟମ୍‌ ଜନ୍ମର ୩୦୦ ବର୍ଷ ପରେ ଏହି...

ବନ୍ଧୁକ ସଂସ୍କୃତି କାଳ

ନ୍ୟୁୟର୍କ, ୧୬ା୫: ପ୍ରାୟ ୫୦ ବର୍ଷ ପୂର୍ବେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଲିନ୍‌ଡୋନ୍‌ ବେନ୍ସ ଜନସନ୍‌ ଦେଶରେ ଘଟୁଥିବା ଅପରାଧ ମଧ୍ୟରୁ ଅଧିକାଂଶ ବନ୍ଧୁକ ଦ୍ୱାରା ଘଟୁଥିବା କହିଥିଲେ। ବନ୍ଧୁକ ସଂସ୍କୃତି ପ୍ରତି ଖାମଖିଆଲ ମନୋଭାବ ଏବଂ ଆତ୍ମରକ୍ଷା ପାଇଁ...

ପାକିସ୍ତାନରେ ୨ ଶିଖ୍‌ ବ୍ୟବସାୟୀଙ୍କୁ ହତ୍ୟା

ପେଶାଓ୍ବର,୧୬।୫(ପି.ଟି.): ପାକିସ୍ତାନର ଉତ୍ତରପଶ୍ଚିମ ଖାଇବର-ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ ପେଶାଓ୍ବର ସହରରେ ରବିବାର ଦିନ ଦ୍ୱିପ୍ରହରରେ ୨ ଜଣ ଶିଖ୍‌ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ରଞ୍ଜିତ ସିଂ(୪୨) ଏବଂ କୁଲ୍‌ଜିତ ସିଂ(୩୮)ଙ୍କୁ ଗୁଳି କରିଥିଲେ।...

ଗୁଜରାଟ ରାଜନୀତିରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ

ଅହମଦାବାଦ,୧୬।୫: ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ରାଜ୍ୟ ରାଜନୀତିରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଆମ୍‌ ଆଦ୍‌ମୀ ପାର୍ଟି ରବିବାର ‘ପରିବର୍ତ୍ତନ ଯାତ୍ରା’ ଆରମ୍ଭ କରିଛି। ଗୁଜରାଟର ୫ଟି ସ୍ଥାନରୁ ଏହି ଯାତ୍ରା...

ସିଡିଏସ୍‌ ପଦବୀ ବିଭାଜନ ମସୁଧା

ନୂଆଦିଲ୍ଲୀ,୧୬ା୫: ପ୍ରାୟ ଅଢ଼େଇ ବର୍ଷ ତଳେ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦ ସୃଷ୍ଟି କରିଥିଲେ ଏବେ ସେଥିରୁ ବିଚ୍ୟୁତ ହୋଇଥିବା କୁହାଯାଉଛି। କାରଣ ଦେଶର ପ୍ରଥମ ସିଡିଏସ୍‌...

ବୁଦ୍ଧ ପୂର୍ଣ୍ଣିମାରେ ଲୁମ୍ବିନି ଯିବେ ମୋଦି, ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ହେବ ବାର୍ତ୍ତାଳାପ

ନୂଆଦିଲ୍ଲୀ,୧୬ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନି ଗସ୍ତ କରିବେ । ଏହାସହ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଏକ ବୈଠକରେ...

୧୯ ସୁଦ୍ଧା ଆଉ ଏକ ଲଘୁଚାପ: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୬।୫(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ ସୃଷ୍ଟି ହେବ। ଏହା...

ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ୨ ଫଳ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସରିଥିବାବେଳେ ୨ୟ ପର୍ଯ୍ୟାୟ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି। ଏହା ୩୧ ତାରିଖ ଯାଏ ଚାଲିବ। ତେବେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୨ ତାରିଖ...

ମୋଦି ସରକାର ଦେଶର ଯୁବବର୍ଗଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି, କହିଲେ ରାହୁଲ…

ଉଦୟପୁର, ୧୫।୫ : ରାଜସ୍ଥାନର ଉଦୟପୁରରେ ଚାଲିଥିବା କଂଗ୍ରେସର ଚିନ୍ତନ ଶିବିରର ତୃତୀୟ ଦିନରେ ରାହୁଲ ଗାନ୍ଧୀ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଭାଜପାରେ ଏସ୍‌ସି/ଏସ୍‌ଟିମାନେ ଅପମାନିତ ହୋଇଛନ୍ତି। ସେଠାରେ ତାଙ୍କ କଥା କେହି ଶୁଣନ୍ତି ନାହିଁ। କଂଗ୍ରେସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri