Tag Archives: Home Middle

ସୁପର ମାର୍କେଟରେ ଆଖିବୁଜା ଗୁଳି ମାଡ଼, ୧୦ ମୃତ ବହୁ ଆହତ…

ନ୍ୟୁୟର୍କ, ୧୫।୫ : ଆମେରିକାର ନ୍ୟୁୟର୍କର ଏକ ସୁପର ମାର୍କେଟରେ ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି। ବଫେଲୋ ନିକଟରେ ଜେଫରସନ ଆଭେନ୍ୟୁ ନିକଟରେ ଏହି ଗୁଳି ମାଡ଼ ହୋଇଥିବା...

ଇରାନରେ ରୁଟି ହେଲା ମହଙ୍ଗା, ଅଟା ଦାମରେ ୩୦୦ ପ୍ରତିଶତ ବୃଦ୍ଧି…

ତେହେରାନ୍‌, ୧୫।୫ : ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ଇରାନର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦେଶର ଦକ୍ଷିଣ-ପଶ୍ଚିମ ଦେଶରେ ପ୍ରଦର୍ଶନ ସମୟରେ ଜଣଙ୍କର ମୃତ୍ୟୁ ଘଟିଛି। ଗତ ସପ୍ତାହରେ ଆମଦାନୀ ହୋଇଥିବା ଗହମ ପାଇଁ...

ମତେ ମାରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଛି, କହିଲେ ଇମ୍ରାନ୍‌…

ଇସଲାମାବାଦ, ୧୫।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ପାକିସ୍ତାନ ତଥା ବିଦେଶରେ ଚାଲିଛି। ପଞ୍ଜାବ ପ୍ରଦେଶର ସିଆଲକୋଟରେ ଏକ ବଡ ସମାବେଶରେ ଇମ୍ରାନ ଖାନ କହିଛନ୍ତି...

ସିରିଆ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇସ୍ରାଏଲ୍‌, ୫ ମୃତ..

ଦାମାସକସ୍‌/ଜେରୁଜେଲମ୍‌, ୧୫।୫ : ଇସ୍ରାଏଲ ସିରିଆ ଉପରେ ଏକାଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୭ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏହି କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ସିରିଆର ମସଆଫ ସହରର...

ମାନେକା ଗାନ୍ଧୀଙ୍କୁ ହାଇକୋର୍ଟଙ୍କ ସମନ ଜାରି…

ନୂଆଦିଲ୍ଲୀ, ୧୫।୫ : ଭେଟେରିନାରୀ ଆସୋସିଏଶନ ଅଫ ଇଣ୍ଡିଆ ଦ୍ୱାରା ଦାଖଲ ହୋଇଥିବା ମାନହାନି ମକଦ୍ଦମା ଉପରେ ଦିଲ୍ଲୀ ହାଇକୋର୍ଟ ଭାଜପା ଏମ୍‌ପି ମାନେକା ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ଏହାର ଉତ୍ତର ମାଗିଛନ୍ତି। ମାନେକା ଗାନ୍ଧୀଙ୍କ ବିନା...

ଦୈନିକ ସଂକ୍ରମଣ ଅଢ଼େଇ ହଜାର ତଳେ, ମୃତ୍ୟୁ ସଂଖ୍ୟା ୧୩ …

ନୂଆଦିଲ୍ଲୀ, ୧୫।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ...

କଂଗ୍ରେସକୁ ଆଶ୍ୱସ୍ତି, ଚିନ୍ତନ ଶିବିରରେ ଜି୨୩ର ସମସ୍ତ ସମସ୍ୟାର ସମାଧାନ!

ନୂଆଦିଲ୍ଲୀ,୧୫ ।୫: ଏବେ ବୁଡିଯାଉଥିବା ଡଙ୍କାକୁ କୂଳରେ ଲଗାଇବାକୁ ଚେଷ୍ଟା କରୁଛି କଂଗ୍ରେସ । ବେଶ କିଛି ବର୍ଷ ହେବ ପ୍ରାୟ ସମସ୍ତ ନିର୍ବାନରେ ଶୋଚନୀୟ ପରାଜୟ ପରେ ଏବେ ଦଳକୁ ମଜଭୁତ ଚିନ୍ତା କରାଯାଇଛି । ସେଥିପାଇଁ ରାଜସ୍ଥାନର...

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଖେଳାଳୀ ଆଣ୍ଡ୍ରିୟୁ ସାଇମଣ୍ଡସଙ୍କ ପରଲୋକ

କାନବେରା,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ୪୬ ବର୍ଷ ବୟସରେ ପରଲୋକ ହୋଇଛି । ଶନିବାର ରାତିରେ ଟାଉନସଭିଲେରେ ଏହି ଦୁର୍ଘଟଣା ଘଟିଛି । ପୋଲିସର ସୂଚନା ଅନୁଯାୟୀ, ସାଇମଣ୍ଡସଙ୍କୁ ବଞ୍ଚାଇବାକୁ ସତ ଚେଷ୍ଟା...

କେକେଆରର ସହଜ ବିଜୟ…

ମୁମ୍ବାଇ, ୧୪।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ସହଜ ବିଜୟ ହାସଲ କରିଛି ।  ଧାର୍ଯ୍ୟ ୧୭୮ ରନ୍ ଲକ୍ଷ୍ୟର ପିଛା କରି  ଏସଆରଏଚ ୨୦...

ଗହମ ରପ୍ତାନୀ ବନ୍ଦ, ଦୋଷୀ କିଏ ? ସରକାର ନା ବ୍ୟବସାୟୀ…

ନୂଆଦିଲ୍ଲୀ, ୧୪।୫ : ଶନିବାର ସକାଳେ ଭାରତ ସରକାର ଅନ୍ୟ କୌଣସି ଦୋକୁ ଗହମ ରପ୍ତାନୀ କରିବେନି ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତ ଗହମ ଉତ୍ପାଦନରେ ପୃଥିବୀର ଦ୍ୱିତୀୟ ବୃହତ୍ତମ ଦେଶ।...

ଶାଗୁଣା ବଂଶ ରକ୍ଷା ଲାଗି କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ପରାମର୍ଶ… 

ନୂଆଦିଲ୍ଲୀ, ୧୪।୫ :    ପ୍ରାଣୀମାନଙ୍କ ଚିକିତ୍ସାରେ ବ୍ୟବହୃତ କେତେକ ଔଷଧ କାରଣରୁ ଶାଗୁଣାଙ୍କ ସଂଖ୍ୟା ହ୍ରାସ ପାଉଥିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଏନେଇ ଦାଖଲ ହୋଇଥିବା ଏକ ଆବେଦନ ଉପରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ଶୃଙ୍ଖଳାର ଏକ...

ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିଲା ପାକିସ୍ତାନ

ନୂଆଦିଲ୍ଲୀ,୧୪ା୫: ପାକିସ୍ତାନର ସାମୁଦ୍ରିକ ସୁରକ୍ଷା ବାହିନୀ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭାରତୀୟ ମତ୍ସ୍ୟଜୀବୀ ଡଙ୍ଗା ଧରିଛି। ଏହି ଡଙ୍ଗାରେ ୮ ଜଣ ସଦସ୍ୟ ଥିଲେ। ଏହି ଡଙ୍ଗାର ନାମ ‘ଅଲ କିର୍ମାନି’। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri