Tag Archives: Home Middle

ଏସ୍‌ଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୧୭୮…

ମୁମ୍ବାଇ, ୧୪।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା...

ହେୟାର ଟ୍ରାନ୍ସପ୍ଲାଣ୍ଟ ସେଲୁନ ଯୋଗୁ ବଢୁଛି ମୃତ୍ୟୁ ସଂଖ୍ୟା, ଚିନ୍ତା ପ୍ରକଟ କଲେ ହାଇକୋର୍ଟ…

ନୂଆଦିଲ୍ଲୀ ୧୪।୫: ହେୟାର ଟ୍ରାନ୍ସପ୍ଲାଣ୍ଟ ସେଲୁନର ସଂଖ୍ୟା ବୃଦ୍ଧି ନେଇ ଦିଲ୍ଲୀ କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କୌଣସି ଚିକିତ୍ସା ସେବାରେ ତାଲିମ୍‌ ବିନା ଅଯୋଗ୍ୟ ବ୍ୟକ୍ତିଙ୍କ ଦ୍ୱାରା କେଶ ପ୍ରତିରୋପଣ କରୁଥିବା ସେଲୁନ ସଂଖ୍ୟା ବୃଦ୍ଧି ଚିନ୍ତାଜନକ...

ଗହମ ରପ୍ତାନୀ ବନ୍ଦ ନେଇ ଜି-୭ ପକ୍ଷରୁ ଭାରତକୁ କଡ଼ା ସମାଲୋଚନା…

ଓ୍ବାଶିଂଟନ, ୧୪।୫: ଭାରତ ଗହମ ରପ୍ତାନୀ ବନ୍ଦ କରିବା ନିଷ୍ପତ୍ତି ନେବା ପରେ ଜି-୭ର କୃଷିମନ୍ତ୍ରୀମାନେ ଏନେଇ କଡ଼ା ସମାଲୋଚନା କରିଛନ୍ତି। ଜି -୭ ରେ ଆମେରିକା, ବ୍ରିଟେନ, କାନାଡା, ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଏବଂ ଜାପାନ ଆଦି ଦେଶର...

ଶ୍ରୀଲଙ୍କା ସଙ୍କଟ, ଭାରତ ଯୋଗାଇବ ୬୫ ହଜାର ଟନ୍‌ ୟୁରିଆ…

ନୂଆଦିଲ୍ଲୀ/କଲମ୍ବୋ, ୧୪।୫ : ଶ୍ରୀଲଙ୍କାରେ ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଭାରତ ଶ୍ରୀଲଙ୍କାକୁ ୬୫ ଜାର ଟନ୍‌ ୟୁରିଆ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ଏହା ବ୍ୟବହାର ଧାନ ଜମିରେ କରାଯିବ। ଶନିବାର ବିଭିନ୍ନ ମିଡ଼ିଆ...

ଚନ୍ଦନ ପୂର୍ଣ୍ଣିମା, ସାବିତ୍ରୀ ଅମାବାସ୍ୟାରେ ସ୍କୁଲ ଛୁଟି

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଆସନ୍ତା ୧୬ ଏବଂ ୩୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ୧୬ରେ ଚନ୍ଦନ ପୂର୍ଣ୍ଣିମା ଏବଂ ୩୦ରେ ସାବିତ୍ରୀ ପଡୁଥିବାରୁ ଚଳିତବର୍ଷ ପ୍ରଥମଥର ପାଇଁ ଏପରି ଛୁଟି ଘୋଷଣା କରାଯାଇଛି। ସରକାରୀ କ୍ୟାଲେଣ୍ଡରରେ ଏହି ଦୁଇଦିନ...

ନିର୍ବାଚନ ସମୟରେ ଧାର୍ମିକସ୍ଥଳ ଯିବେନି ନେତା, କଂଗ୍ରେସ ଚିନ୍ତନ ଶିବିରରେ ପ୍ରସ୍ତାବ…

ଉଦୟପୁର, ୧୪।୫ : ରାଜସ୍ଥାନର ଉଦୟପୁରର କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବରରେ ନିର୍ବାଚନ ସମୟରେ ଦଳୀୟ ନେତୃତ୍ୱ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଅବା ଅନ୍ୟ କୌଣସି ଧାର୍ମିକସ୍ଥଳକୁ ନ ଯିବା ଲାଗି ପ୍ରସ୍ତାବ ଆଗତ ହୋଇଛି। ଚିନ୍ତନ ଶିବିରରେ...

ଟସ୍‌ ଜିତିଲା କେକେଆର, ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୧୪।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା...

କଂଗ୍ରେସରେ ଏସ୍‌ସି-ଏସ୍‌ଟି-ଓବିସିଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ପ୍ରସ୍ତାବ ଆଗତ…

ଉଦୟପୁର, ୧୪।୫ : ରାଜସ୍ଥାନର ଉଦୟପୁରର କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବରରେ ଦଳ ସଂଗଠନରେ ଏସ୍‌ସି / ଏସ୍‌ଟି ଏବଂ ଓବିସିଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାନୁସାରେ, ପାର୍ଟିରେ ଏକ ବଡ...

ମାଣିକ ସାହା ହେବେ ତ୍ରିପୁରାର ନୂଆ ମୂଖ୍ୟମନ୍ତ୍ରୀ…

ଅଗରତାଲା, ୧୪।୫ : ବିପ୍ଲବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପେର ତ୍ରିପୁରାରେ ସର୍ବସମ୍ମତିକ୍ରମେ ମାଣିକ ସାହାଙ୍କୁ ଶାସକ ଦଳର ନେତା ଭାବେ ଚୟନ କରାଯାଇଛି। ସେ ଖୁବ୍‌ ଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।...

ବିପ୍ଲବ ଦେବଙ୍କ ଇସ୍ତଫା…

ଅଗରତାଲା, ୧୪।୫ : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ନିକଟକୁ ପଠାଇ ଦେଇଛନ୍ତି। ଇସ୍ତଫା ପରେ ବିପ୍ଲବ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ଭଙ୍ଗାଯିବ ୩୫୦ ବର୍ଷ ପୁରାତନ ସରକାରୀ କାର୍ଯ୍ୟାଳୟ, ଏହା ସଂରକ୍ଷଣ ଯୋଗ୍ୟ ନୁହେଁ କହିଲେ ସୁପ୍ରିମ୍‌କୋର୍ଟ…

ପାଟନା, ୧୪।୫ : ସୁପ୍ରିମକୋର୍ଟ ବିହାରର ରାଜଧାନୀ ପାଟନାର କଲେକ୍ଟରେଟ କାର୍ଯ୍ୟାଳୟର ଏକ ୩୫୦ ବର୍ଷ ପୁରୁଣା କୋଠାକୁ ଭାଙ୍ଗିବାକୁ ଅନୁମତି ଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତ୍ରର ଏହି ନିର୍ଦ୍ଦେଶ ଜାରି ହୋଇଛି। ବ୍ରିଟିଶ ରାଜୁତି ସମୟର ପ୍ରତ୍ୟେକ କୋଠା...

‘ଚୋରଙ୍କୁ କ୍ଷମତା ଦେବା ଅପେକ୍ଷା ପାକିସ୍ତାନ ଉପରେ କ୍ଷେପଣାସ୍ତ୍ର ପକାଇବା ଭଲ’

ଇସଲାମାବାଦ,୧୪ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ଚୋରମାନଙ୍କୁ କ୍ଷମତା ଦେବା ଅପେକ୍ଷା ପାକିସ୍ତାନ ଉପରେ ପରମାଣୁ ବୋମା ପକାଇବା ଭଲ ହୋଇଥାନ୍ତା। ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri