Tag Archives: Home Middle

କଂଗ୍ରେସ ଚିନ୍ତନ ଶିବିରରେ ଗୋଟିଏ ପରିବାର ଗୋଟିଏ ଟିକେଟକୁ ମିଳିଲା ସହମତି, ଦଳରେ ୫୦ ପ୍ରତିଶତ ଯୁବକ ହେବେ ସାମିଲ

ଉଦୟପୁର,୧୩ ।୫: ରାଜସ୍ଥାନ ଉଦୟପୁରରେ ଶୁକ୍ରବାର କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି । ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏହି ଚିନ୍ତନ ଶିବିରରେ ସଙ୍ଗଠନରେ...

ପାଶ୍ଚାତ୍ୟ ଦେଶକୁ ପୁଟିନ୍‌ଙ୍କ ଆକ୍ଷେପ

ମସ୍କୋ,୧୩ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାଶ୍ଚାତ୍ୟ ଦେଶକୁ କଡ଼ା ଆକ୍ଷେପ କରିଛନ୍ତି। ୟୁକ୍ରେନରେ ରୁଷିଆର କାର୍ଯ୍ୟକଳାପ ପରେ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ମସ୍କୋ ଉପରେ ଲାଗିଥିବା କଟକଣା ଦ୍ୱାରା ଉକ୍ତ ଦେଶ ନିଜେ ଗଭୀର ଭାବରେ ପ୍ରଭାବିତ ହୋଇଥିବା...

ବିବାହର ୬ ବର୍ଷ ପରେ ସନ୍ତାନ ଜନ୍ମ ନ ଦେବାରୁ କୋର୍ଟ ଗଲେ ଶାଶୁ-ଶ୍ୱଶୁର

ହରିଦ୍ୱାର,୧୩ା୫:  ବିବାହର ୬ ବର୍ଷ ପରେ ବୋହୂ-ପୁଅ ସନ୍ତାନ ଜନ୍ମ ନ ଦେବାରୁ ଶାଶୁ-ଶ୍ୱଶୁର କୋର୍ଟରେ ମାମଲା ରୁଜୁ କରିଛନ୍ତି। ବୋହୂ-ପୁଅଙ୍କର ସନ୍ତାନ ଜନ୍ମ ନ ହେବାରୁ ସେମାନେ ମାନସିକ ନିର୍ଯାତନା ପାଉଥିବା କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିପାଇଁ ବୃଦ୍ଧ...

ଡାକ୍ତରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରୁ ଜଣେ ଡାକ୍ତରଙ୍କ ମୃତଦେହ ଜବତ କରାଯାଇଛି। ମୃତ ଡାକ୍ତର ଜଣକ ହେଲେ ସୁଶୀଲ ସାହୁ। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଡାକ୍ତର କାହିଁକି ଆତ୍ମହତ୍ୟା କଲେ ତା’ର ତଦନ୍ତ କରୁଛି...

ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ବୋମା

ମାଲକାନଗିରି,୧୩ା୫(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏକ ବଡ଼ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି। ଫଳରେ ଅଳ୍ପଳେ ବର୍ତ୍ତି ଯାଇଛନ୍ତି ଯବାନ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ୫ କିଲୋ ଓଜନର...

ଏଏସ୍‌ଆଇ କହିଥିଲା ଅନୁମୋଦନ ଜରୁରୀ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟର ଅନୁମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି)ଙ୍କୁ ଚିଠି କରାଯିବା ଦରକାର ବୋଲି ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇ ପୂର୍ବରୁ ଜଣାଇଥିଲା। ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟର ସ୍ଥିତି...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଢାଞ୍ଚାରେ ପରିବର୍ତ୍ତନ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଢାଞ୍ଚାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ଏଣିକି ନିଷିଦ୍ଧାଞ୍ଚଳ ବାହାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ। ଭୁବନେଶ୍ୱରସ୍ଥିତ ଓଡ଼ିଶା ସେତୁ ନିର୍ମାଣ ନିଗମର କନଫରେନ୍ସ ହଲ୍‌ରେ ବୁଧବାର ଗଜପତି ମହାରାଜାଙ୍କ...

ଉତ୍ତର କୋରିଆରେ କରୋନା ଆତଙ୍କ: ଜ୍ୱରରେ ୬ ଜଣଙ୍କ ମୃତ୍ୟୁ, ଆଇସୋଲେଶନରେ ୧.୮୭ ଲକ୍ଷ ଲୋକ

ପ୍ୟୋଙ୍ଗୟାଙ୍ଗ,୧୩ ।୫: ଏପର୍ଯ୍ୟନ୍ତ କରୋନା ମହାମାରୀ ପହଞ୍ଚି ନ ଥିବା ଦେଶ ଉତ୍ତର କୋରିଆରେ ଏବେ କରୋନା ଆତଙ୍କ । ଶୁକ୍ରବାର ସକାଳେ ଏଏଫପି ନ୍ୟୁଜ ଏଜେନ୍ସି ରାଜ୍ୟ ମିଡିଆର ସୂଚନାକୁ ଆଧାର କରି ଦେଇଥିବା ଖବର ଅନୁଯାୟୀ, ଉତ୍ତର...

ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାର ନିଜ ହାତକୁ ନେଇଛନ୍ତି। ମହାନଦୀ କୋଲ୍‌ଫିଲ୍ଡସ ଲିମିଟେଡ(ଏମ୍‌ସିଏଲ) ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅନୁମୋଦନ କରିଛନ୍ତି। ଏହି ମେଡିକାଲ କଲେଜକୁ ମହାନଦୀ...

ସିଏସ୍‌କେର ପ୍ଲେ-ଅଫ୍‌ ବାଟ ବନ୍ଦ

ମୁମ୍ବାଇ,୧୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫.୧ ଓଭର ପୂର୍ବରୁ ୫ ଉଇକେଟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ହରାଇ ଦେଇଛି। ଏହି ପରାଜୟ ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇର...

ପୁଣି ଥରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହେଲେ ରାନିଲ ବିକ୍ରମସିଂଘେ

କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥତ୍କ ଓ ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ପୁଣି ଥରେ ଶାସନକୁ ଫେରିଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ସହ ବୁଧବାର ରୁଦ୍ଧଦ୍ୱାର ବୈଠକ ପରେ ୟୁନାଇଟେଡ୍‌ ନ୍ୟାଶନାଲ ପାର୍ଟି(ୟୁଏନ୍‌ପି) ନେତା ତଥା...

୧୫ ରାଜ୍ୟର ୫୭ ରାଜ୍ୟ ସଭା ଆସନ ପାଇଁ ଜୁନ ୧୦ରେ ହେବ ଭୋଟିଂ

ନୂଆଦିଲ୍ଲୀ,୧୨ ।୫: ନିର୍ବାଚନ କମିଶନ ଗୁରୁବାର ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବାକୁ ଘୋଷଣା କରିଛନ୍ତି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ୧୫ ରାଜ୍ୟର ମୋଟ ୫୭ ରାଜ୍ୟ ସଭା ଆସନ ଲାଗି ଜୁନ ୧୦ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri