Tag Archives: Home Middle

ଆଇଏଏସ୍‌ ଅଫିସର ପୂଜା ସିଂଘଲ ଗିରଫ

ରାଞ୍ଚି,୧୧।୫: ଝାଡଖଣ୍ଡର ଖଣି ସଚିବ ପୂଜା ସିଂଘଲଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଦୀର୍ଘ ଦିନର ପଚରାଉଚରା ପରେ ଇଡି ଶେଷରେ ତାଙ୍କୁ ଗିରଫ କରିଛି। ମନରେଗା ସ୍କାମ, ଆୟରୁ ଅଧିକ ସମ୍ପତ୍ତି ଓ ଦୁର୍ନୀତି ଭଳି ସଙ୍ଗୀନ...

ବ୍ରିଟେନ୍‌ରେ ଆର୍ଥିକ ମାନ୍ଦାବସ୍ଥା, ୧୫ ଲକ୍ଷ ପରିବାର ଭୋକରେ ରହିବା ଆଶଙ୍କା…

ଲଣ୍ଡନ, ୧୧।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅଶୋଧିତ ତୈଳର ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି କାରଣରୁ, ବହୁ ଦେଶରେ ଦରଦାମ ବୃଦ୍ଧି ରେକର୍ଡ ଭାଙ୍ଗିିବାରେ ଲାଗିଛି। ବ୍ରିଟେନରେ ମୁଦ୍ରାସ୍ଫୀତି ୩୦ ବର୍ଷର...

ଏବେ ବାହ୍ୟ ସହାୟତା ପାଇବା ଶ୍ରୀଲଙ୍କା ପକ୍ଷେ କଷ୍ଟକର

କଲମ୍ବୋ,୧୧ା୫: ଶ୍ରୀଲଙ୍କାର ସ୍ଥିତି ଅତ୍ୟନ୍ତ ଖରାପ। କାରଣ ଶ୍ରୀଲଙ୍କାରେ ୫୬ ବିଲିୟନ ଡଲାରର ବାହ୍ୟ ଋଣ ରହିଛି। ଏହି ଋଣରେ ଭାରତର ହଜାରେ କୋଟି ଋଣ ମଧ୍ୟ ରହିଛି। ବୈଦେଶିକ ଋଣ ପରିଶୋଧ କରିବାରେ ଏହା ସମ୍ପୂର୍ଣ୍ଣ ଅସମର୍ଥ ବୋଲି...

ଦେଶଦ୍ରୋହ ଆଇନ, ୧୩ ହଜାରରୁ ଅଧିକ ଲୋକ ଜେଲ୍‌ରେ…

ନୂଆଦିଲ୍ଲୀ, ୧୧।୫ : ଦେଶରେ ଦେଶଦ୍ରୋହ ଆଇନ ଉପରେ ଚାଲିଥିବା ଶୁଣାଣି ମଧ୍ୟରେ ସୁପ୍ରିମକୋର୍ଟ ବୁଧବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଦାଲତ ବର୍ତ୍ତମାନ ପର୍ଯ୍ୟନ୍ତ ଆଇନକୁ ସ୍ଥଗିତ ରଖିଛନ୍ତି। ବିଶେଷ କଥା ହେଉଛି ଆଇନର ସମୀକ୍ଷା ବିଷୟରେ କେନ୍ଦ୍ର...

ବୈବାହିକ ଜୀବନରେ ସ୍ତ୍ରୀଙ୍କୁ ବଳାତ୍କାର ନେଇ ବିଚାରପତିଙ୍କ ମଧ୍ୟରେ ମତଭେଦ…

ନୂଆଦିଲ୍ଲୀ, ୧୧।୫ : ଦିଲ୍ଲୀ ହାଇକୋର୍ଟଙ୍କ ପତ୍ନୀଙ୍କ ସହ ବଳାତ୍କାରର ଅପରାଧୀକରଣ ପାଇଁ ଆବେଦନ ଉପରେ ଦୁଇ ଜଣିଆ ଖଣ୍ଡପୀଠ ପୃଥକ ପୃଥକ ରାୟ ଦେଇଛନ୍ତି। ଭାରତୀୟ ବଳାତ୍କାର ଆଇନରେ ସ୍ବାମୀଙ୍କୁ ଦିଆଯାଇଥିବା ଛାଡକୁ ଅସାମ୍ବିଧାନିକ ବୋଲି ଜଷ୍ଟିସ ରାଜୀବ...

ଚାହୁଁଚାହୁଁ ଭାସିଗଲା ପୋଲ, ଭିଡିଓ ଦେଖିଲେ…

ଇସଲାମାବାଦ,୧୧ା୫: ଉତ୍ତର ପାକିସ୍ତାନର ବନ୍ୟା ଯୋଗୁ ବହୁ ଧନଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି। ଉତ୍ତର ପାକିସ୍ତାନରେ ବନ୍ୟା ପରିସ୍ଥିତି ଯୋଗୁ ଏକ ପୋଲ ମଧ୍ୟ ଭାସିଯାଇଛି। ବନ୍ୟା ଜଳର ପ୍ରବଳ ସ୍ରୋତ ଆଗରେ ପୋଲଟି ଆଖି ପିଛୁଳାକେ ଭାସିଗଲା।...

କେରଳରେ ଟମାଟୋ ଫ୍ଲୁ, ୮୦ରୁ ଅଧିକ ଶିଶୁ ଆକ୍ରାନ୍ତ…

ତିରୁଭାନନ୍ତପୁରମ୍‌, ୧୧।୫ : ଫୁଡ୍‌ ପଏଜନିଂ ଘଟଣାରେ କେରଳରୁ ଚିନ୍ତାଜନକ ଖବର ଆସିଛି। ରାଜ୍ୟର ବହୁ ସ୍ଥାନରେ ଟମାଟୋ ଫ୍ଲୁ ମାମଲା ଦେଖିବାକୁ ମିଳିଛି। ଅଦ୍ୟାବଧି ଏହି ଭାଇରାଲ ରୋଗ ବହୁ ସଂଖ୍ୟକ ଶିଶୁଙ୍କୁ ସଂକ୍ରମିତ ହୋଇଛି। ସଂକ୍ରମିତ ଶିଶୁଙ୍କ...

ସମୁଦ୍ରରୁ ବାହାରିଲା ସୁନା ରଥ, ଭିଡ଼ିଓ ଭାଇରାଲ, ତଦନ୍ତ ଜାରି…

ଶ୍ରୀକାକୁଲମ୍‌, ୧୧।୫ : ସାମୁଦ୍ରିକ ଝଡ଼ ଅସାନି ମଧ୍ୟରେ ହଠାତ୍‌ ସମୁଦ୍ରରୁ ଏକ ସୁନା ରଥ ବାହାରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ସୁନାପାଲ୍ଲୀ ସି ହାର୍ବରରେ ଏକ ରହସ୍ୟମୟ ସୁନା ରଙ୍ଗର ରଥ...

ଦେଶଦ୍ରୋହ ଆଇନ ଉପରେ ‘ସୁପ୍ରିମ୍‌ ଷ୍ଟେ’…

ନୂଆଦିଲ୍ଲୀ, ୧୧।୫ : ଦେଶଦ୍ରୋହ ଆଇନର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରୁଥିବା ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଥିବାବେଳେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ ଉପରେ ‘ସୁପ୍ରିମ୍‌ ଷ୍ଟେ’ ଲାଗୁ କରିଛନ୍ତି। ବୁଧବାର ଶୁଣାଣି ସମୟରେ କୋର୍ଟ ସ୍ପଷ୍ଟ...

ଧର୍ମାନ୍ତରିତ ହୋଇଥିବା ବର୍ଗଙ୍କୁ ମିଳିବ ସଂରକ୍ଷଣ, ସରକାର ନେଇପାରନ୍ତି ନିଷ୍ପତ୍ତି…

ନୂଆଦିଲ୍ଲୀ, ୧୧।୫ : ଧର୍ମାନ୍ତରିତ ହୋଇଥିବା ବର୍ଗଙ୍କ ପାଇଁ ସରକାର ଖୁବ ଶୀଘ୍ର ଏକ ଜାତୀୟ ଆୟୋଗ ଗଠନ କରିବାକୁ ଯୋଜନା କରିଛନ୍ତି। ଆନ୍ତଃମନ୍ତ୍ରୀସ୍ତରୀୟ ଆଲୋଚନା ଉପରେ ଆଧାର କରି କେନ୍ଦ୍ର ଅନୁସନ୍ଧାନ ମନ୍ତ୍ରଣାଳୟର ଅନୁସନ୍ଧାନ ଅଧିନିୟମ ଅନୁଯାୟୀ ଖ୍ରୀଷ୍ଟିଆନ...

ଏସ୍‌ପିଙ୍କ ହୃଦବୋଧ ହେଲାପରେ ଦେଶଦ୍ରୋହ ମାମଲା ହେବ ରୁଜୁ , ଏସ୍‌ସିରେ କେନ୍ଦ୍ର ସରକାରଙ୍କ ଜବାବ…

ନୂଆଦିଲ୍ଲୀ, ୧୧।୫ : ଦେଶଦ୍ରୋହ ମାମଲା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟ (ଏସ୍‌ସି)ରେ ବୁଧବାର ଜବାବ ରଖିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ, ଏସ୍‌ପିଙ୍କ ହୃଦବୋଧ ହେଲାପରେ ଦେଶଦ୍ରୋହ ମାମଲା ରୁଜୁ ହେବ। ମଙ୍ଗଳବାର ହୋଇଥିବା ଶୁଣାଣିରେ ପ୍ରଧାନ ବିଚାରପତି...

ଜିନ୍‌ପିଙ୍ଗ୍‌ଙ୍କୁ ଗୁରୁତର ମସ୍ତିଷ୍କ ସଂକ୍ରମଣ…

ବେଜିଂ, ୧୧।୫ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଏକ ବିପଜ୍ଜନକ ମସ୍ତିଷ୍କ ରୋଗରେ ପୀଡିତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଜିନପିଙ୍ଗ ବର୍ତ୍ତମାନ ମସ୍ତିଷ୍କର ଗୁରୁତର ରୋଗରେ ପୀଡିତ ଅଛନ୍ତି। ତାଙ୍କୁ ସେରିବ୍ରାଲ ଆନେୱରାଜାଇମ ହୋଇଥିବା କୁହାଯାଉଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri