Tag Archives: Home Middle

ମୋଦି ଦୁଇଟି ଭାରତ ନିର୍ମାଣ କରିଛନ୍ତି, ଗୋଟିଏ ଧନୀକଙ୍କ ପାଇଁ ଅନ୍ୟଟି ଗରିବଙ୍କ ଲାଗି, କହିଲେ ରାହୁଲ…

ଅହମଦାବାଦ, ୧୦।୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ମଙ୍ଗଳବାର ଗୁଜରାଟର ଏକ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି ଯେ, ମୋଦି ଦେଶକୁ ବିଭାଜନ କରି ଦୁଇଟି ଭାରତ ନିର୍ମାଣ କରିଛନ୍ତି।...

ଦେଶଦ୍ରୋହ ଆଇନ, କେନ୍ଦ୍ର ସରକାରଙ୍କୁ ଜବାବ ଲାଗି ୨୪ ଘଣ୍ଟା ଦେଲେ ଶୀର୍ଷକୋର୍ଟ…

ନୂଆଦିଲ୍ଲୀ, ୧୦।୫ : ଦେଶଦ୍ରୋହ ଆଇନର ଆଇନଗତ ବୈଧତା ଉପରେ ଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ସରକାରଙ୍କ ତରଫରୁ ସୋଲିସିଟର ଜେନେରାଲ କହିଛନ୍ତି ଯେ ସରକାର ସର୍ବୋଚ୍ଚ ସ୍ତରରେ ବିଚାର କରୁଛନ୍ତି। ଆଇନର ବୈଧତା ନେଇ ବର୍ତ୍ତମାନ...

ମୋଦିଙ୍କ ନେପାଳ ଗସ୍ତ, ଚାଇନା ଦ୍ୱାରା ନିର୍ମିତ ବିମାନ ବନ୍ଦରରେ ଅବତରଣ କରିବେନି ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ/କାଠମାଣ୍ଡୁ, ୧୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ମେ, ରେ ନେପାଳର ଲୁମ୍ବିନି ଗସ୍ତ କରିବାକୁ ଯାଉଛନ୍ତି। ନେପାଳର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦିନ ନେପାଳର ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୂର ଦେଓବା ଲୁମ୍ବିନିରେ ଚାଇନା ଦ୍ୱାରା ନିର୍ମିତ...

୩୦ ହଜାର କୋଟି ପୈଠ ନ କଲେ ପାକିସ୍ତାନକୁ ଅନ୍ଧାର କରିଦେବେ ଚାଇନା କମ୍ପାନୀ…

ଇସଲାମାବାଦ୍‌, ୧୦।୫ : ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଏହାର ଘନିଷ୍ଠ ବନ୍ଧୁ ଚାଇନା ଏକ ବଡ଼ ଝଟ୍‌କା ଦେବାକୁ ଯାଉଛି। ଚାଇନା ବିଦ୍ୟୁତ ଯୋଗାଣକାରୀ କମ୍ପାନୀଗୁଡିକ ଖୋଲାଖୋଲି ଭାବେ ପାକିସ୍ତାନ ସରକାରଙ୍କୁ ଧମକ ଦେଇଛନ୍ତି ଯେ...

ଭାଜପାକୁ ଘେରିଲେ ରାହୁଲ, ମନରେଗା ନ ଥିଲେ କରୋନା ସଙ୍କଟରେ ସ୍ଥିତି ଗୁରୁତର ହୋଇଥାନ୍ତା…

ଅହମଦାବାଦ, ୧୦।୫ : ବର୍ଷ ଶେଷରେ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଗୁଜୁରାଟର ଦାହୋଡରେ...

ବେଜିଂ-ସାଂଘାଇରେ ହାହାକାର, ଘରେ ସାମଗ୍ରୀ ଡେଲିଭରୀ ମନା…

ବେଜିଂ, ୧୦।୫ : କରୋନା ସଂକ୍ରମଣ ଯୋଗୁଁ ଚାଇନାରେ ସଙ୍କଟ ଦେଖାଦେଇଛି। ରାଜଧାନୀ ବେଜିଂ ଏବଂ ବାଣିଜି୍ୟକ ସହର ସାଂଘାଇରେ କଟକଣା କଡାକଡି କରାଯାଇଛି। ଫଳରେ ଲୋକଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଛି। ଘରେ ବନ୍ଦୀ ଥିବା ଲକ୍ଷ ଲକ୍ଷ...

ମୃତ୍ୟୁ ସଂଖ୍ୟା ୧୦, ଦୈନିକ ସଂକ୍ରମଣ ଅଢ଼େଇ ହଜାର ତଳେ…

ନୂଆଦିଲ୍ଲୀ, ୧୦।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ...

‘ଅସାନି’ ପ୍ରଭାବ: ବର୍ଷା ସାଙ୍ଗକୁ ବହିବ ୫୦ କିମି ବେଗରେ ପବନ

ଭୁବନେଶ୍ୱର,୧୦।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି। ଏବେ ଏହା ଉପକୂଳମୁହାଁ ହୋଇଛି। ‘ଅସାନି’ ପ୍ରଭାବରେ ମଙ୍ଗଳବାର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତା ୩ ଦିନ ଧରି ଉପକୂଳ ୭ ଜିଲାରେ ମଧ୍ୟମରୁ...

ଘୋଷଣା ହେଲା ପୁଲିତ୍‌ଜର ପୁରସ୍କାର, ସାମିଲ ଅଛନ୍ତି ତିନି ଭାରତୀୟ ଖବରଦାତା

ୱାଶିଂଟନ,୧୦ ।୫: ଚଳିତ ବର୍ଷ ଅର୍ଥାତ୍ ୨୦୨୨ ପାଇଁ ପୁଲିତ୍‌ଜର ପୁରସ୍କାର ଘୋଷଣା କରାଯାଇଛି । ସାମ୍ବାଦିକତା କ୍ଷେତ୍ରରେ ଆମେରିକାର ଏହି ସର୍ବୋଚ୍ଚ ପୁରସ୍କାର ପାଇବାରେ ୩ ଭାରତୀୟ ରହିଛନ୍ତି । ଏମାନେ ହେଲେ ଅଦନାନ ଆବିଦି, ସନା ଇରସାଦ...

ଇଣ୍ଟେଲିଜେନ୍ସ ଅଫିସ୍‌ରେ ବିସ୍ଫୋରଣ: ପଞ୍ଜାବରେ ହାଇଆଲର୍ଟ

ମୋହାଲି,୧୦।୫: ପଞ୍ଜାବର ମୋହାଲିରେ ସୋମବାର ବିଳମ୍ବିତ ରାତିରେ ପଞ୍ଜାବ ପୋଲିସର ଇଣ୍ଟେଲିଜେନ୍ସ ୟୁନିଟର ମୁଖ୍ୟାଳୟ ଭବନରେ ରକେଟ ଆକ୍ରମଣ ହୋଇଥିଲା। ଏହା ଏତେ ଭୟଙ୍କର ବିସ୍ଫୋରଣ ଥିଲା ଯେ, ବିଲ୍ଡିଂର କାଚ ସବୁ ଭାଙ୍ଗି ଯାଇଥିଲା। ଏହି ଘଟଣା ପରେ...

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ସୂର୍ଯ୍ୟକୁମାର

ମୁମ୍ବାଇ,୯।୫: ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଆହତ ସମସ୍ୟା ଯୋଗୁ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ଗତ ୬ ତାରିଖରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ବାମହାତ ମାଂସପେଶୀରେ ଆଘାତ ଲାଗିଥିଲା। ତାଙ୍କ ବଦଳରେ ଫ୍ରାଞ୍ଚାଇଜ୍‌ ପକ୍ଷରୁ...

ଏୟାରଲିଫ୍ଟ ହେଲେ ୧୧ ମତ୍ସ୍ୟଜୀବୀ

ବ୍ରହ୍ମପୁର ଅଫିସ,୯। ୫: ଗଞ୍ଜାମ ଜିଲା ସୁନାପୁର ନିକଟ ଗଭୀର ସମୁଦ୍ରରୁ ୧୧ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଷ୍ଟଗାର୍ଡର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଫସି ରହିିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ୧୧ ମତ୍ସ୍ୟଜୀବୀ ଏକ ଡଙ୍ଗାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri