Tag Archives: Home Middle

‘ଓଡ଼ିଶାରେ ସବୁଦିନ ରହିବାକୁ ଇଚ୍ଛା’

ଭୁବନେଶ୍ୱର,୮ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଜନତା ମଇଦାନରେ ଓଡ଼ିଶା ଓମେନ୍ସ ମେଳା-୨୦୨୨ ଚାଲିଥିବାବେଳେ ଏଥିରେ ଯୋଗଦେବାକୁ ଓଡ଼ିଶା ଆସିଛନ୍ତି ଅର୍ଜୁନ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କିଛି ପ୍ରସଙ୍ଗରେ ଆଲୋଚନା...

ପୁରୀଠାରୁ ୯୬୦ କିଲୋମିଟର ଦୂରରେ ବାତ୍ୟା

ଭୁବନେଶ୍ୱର,୮ା୫(ବ୍ୟୁରୋ): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ୧୩ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ‘ଅସାନି’ ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ୯୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ପୋର୍ଟ ବ୍ଲେୟାରଠାରୁ...

ବିଲ ମଝିରେ ଭୟଙ୍କର ଘୂର୍ଣ୍ଣିଝଡ଼, ଲୋକେ ଆତଙ୍କିତ

ଗୁଆହାଟି,୮ା୫: ଆସାମର ବାରପେଟା ଜିଲାରେ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ହଠାତ୍‌ ବିଲ ମଝିରେ ଭୟଙ୍କର ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଏହି ଘୂର୍ଣ୍ଣିଝଡ଼ ଅଧିକ ଶକ୍ତିଶାଳୀ ନୁହେଁ ବୋଲି ଭାରତୀୟ ପାଣିପାଗ ବିଭାଗ...

ଏତିକି ଟଙ୍କାରେ ନିଲାମ ହେଲା ୟୁକ୍ରେନ ରାଷ୍ଟ୍ରପତିଙ୍କ ସ୍ବେଟର

କ୍ୱିଭ୍‌,୮ା୫: ଯୁକ୍ରେନ ରାଷ୍ଟ୍ରପତିଙ୍କ ସ୍ବେଟର ନିଲାମ ହୋଇଛି। ରୁଷିଆ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ଜେଲେନସ୍କିଙ୍କ ସ୍ବେଟର। ମେଣ୍ଢାଲୋମରେ ତିଆରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କର ଗୋଟାଏ ପ୍ରସିଦ୍ଧ ଖାକି ସ୍ବେଟର ଇଂଲଣ୍ଡରେ ନିଲାମ ହୋଇଛି। ସୂଚନା ଅନୁସାରେ,...

ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବ, ହାଇକୋର୍ଟରେ ଆବେଦନ ଦାଖଲ…

ଆଗ୍ରା, ୮।୫ : ତାଜମହଲର ୨୨ ବନ୍ଦ କୋଠରୀର ରହସ୍ୟ ଖୋଲିବ। ଏଠାରେ ହିନ୍ଦୁ ଦେବୀଦେବତାଙ୍କର ମୂର୍ତ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ତାଜମହଲର ୨୨ ଟି ତାଲା ପଡିଥିବା କୋଠରୀକୁ ଯାଞ୍ଚ କରିବା ପାଇଁ ଆହ୍ଲାବାଦ...

ତରନ ତାରନରୁ ସାଢ଼େ ୩ କିଲୋଗ୍ରାମ୍‌ ଆର୍‌ଡିଏକ୍ସ୍‌ ଜବତ…

ଚଣ୍ଡିଗଡ଼, ୮।୫ : ଭାରତ-ପାକିସ୍ତାନର ସୀମାରେ ଅବସ୍ଥିତ ପଞ୍ଜାବର ତରନ ତାରନ ଜିଲାରୁ ସାଢ଼େ ୩ କିଲୋଗ୍ରାମ ଆରଡିଏକ୍ସ ଜବତ କରାଯାଇଛି। ଏକ ଭଙ୍ଗା ବିଲ୍ଡିଂରୁ ଏହା ମିଳିଛି। ଏସମ୍ପର୍କରେ ତରନ ତାରନ ପୋଲିସ ମୁଖ୍ୟ ଏସଏସପି ରଣଜିତ ସିଂ...

ଆର୍‌ସିବି ଜିତିଲା ଟସ୍‌, ପ୍ରଥମେ ବ୍ୟାଟିଂ…

ମୁମ୍ବାଇ, ୮।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୪ ତମ ମ୍ୟାଚ୍‌ରେ ରବିିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ...

ନିଜ ରେକର୍ଡ ନିଜେ ଭାଙ୍ଗିଲେ କାମି ରୀତା…

କାଠମାଣ୍ଡୁ, ୮।୫ : ନେପାଳର ପର୍ବତାରୋହୀ ୫୨ ବର୍ଷିୟ କାମି ରୀତା ଶେର୍ପା ପୁନର୍ବାର ମାଉଣ୍ଟ ଏଭରେଷ୍ଟ ଶିଖରରେ ପହଞ୍ଚି ନିଜର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ସେ ୨୬ ତମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ଶିଖରକୁ ଜିତିବାରେ ସଫଳ...

ମସ୍କଙ୍କୁ ପୁନାଓ୍ବାଲାଙ୍କ ପରାମର୍ଶ, ଟୁଇଟର ନ କିଣି ଭାରତରେ ନିବେଶ କରିବା ଲାଭଦାୟକ…

ନୂଆଦିଲ୍ଲୀ, ୮।୫ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟୁଇଟରର ନୂତନ ମାଲିକ ଏଲୋନ ମସ୍କଙ୍କୁ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ ଯଦି ଆପଣ ଟୁଇଟର...

ହିସାରରେ ୫ ହଜାର ବର୍ଷ ପୁରାତନ ସହରର ସନ୍ଧାନ…

ହିସାର, ୮।୫ : ହରିୟାଣାର ହିସାରରେ ୫ ହଜାର ବର୍ଷ ପୁରାତନ ସହରର ସନ୍ଧାନ ମିଳିଛି। ମାଟିତଳେ ପୋତି ହୋଇଥିବା ହରପ୍ପା ସଭ୍ୟତା ସମୟର ଏହି ସହର ବୋଲି ପ୍ରତ୍ନତାତ୍ତ୍ୱିକ ଖନନ ବେଳେ ପ୍ରମାଣ ମିଳିଛି। ପାଞ୍ଚ ହଜାର ବର୍ଷ...

ଇସ୍ପାତ କାରଖାନାରେ ଶ୍ରମିକଙ୍କ ଆକ୍ରମଣ, ୧୯ ପୋଲିସ ଆହତ, ୧୨ ଗାଡ଼ି କ୍ଷତିଗ୍ରସ୍ତ…

ପାଲଘର, ୮।୫ : ମହାରାଷ୍ଟ୍ରର ପାଲଘରର ଇସ୍ପାତ କାରଖାନା ଉପରେ ଏକ ଭିଡ଼ ଆକ୍ରମଣ ଘଟଣା ଘଟିଛି। ଭିଡ଼ରେ ଅଧିକାଂଶ ଲୋକ ଶ୍ରମିକ ସଂଗଠନ ସହିତ ଜଡିତ ଏବଂ ଶ୍ରମିକ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।...

ୟୁକ୍ରେନ ସ୍କୁଲ ଉପରେ ରୁଷିଆର ବୋମାମାଡ଼

କ୍ୱିଭ୍‌,୮ା୫: ୟୁକ୍ରେନର ବିଲୋହୋରିଭ୍‌କାସ୍ଥିତ ଏକ ସ୍କୁଲରେ ରୁଷିଆ ବୋମାମାଡ଼ କରିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୦ ଜଣଙ୍କ ମୃତ୍ୟୁ ଆଶଙ୍କା ରହିଛି। ରବିବାର ଦେଶର ଲୁହାନସ୍କ ଅଞ୍ଚଳର ରାଜ୍ୟପାଳ ଶେରି ଗାଇଦାଇ ଏହି ସୂଚନା ଦେଇଛନ୍ତି। ଗାଇଦାଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri