Tag Archives: Home Middle

କୁଲଗାମ୍‌ ଏନ୍‌କାଉଣ୍ଟର, ପାକିସ୍ତାନୀ ଆତଙ୍କବାଦୀ ନିହତ…

ଶ୍ରୀନଗର, ୮।୫ : ଜମ୍ମୁ-କଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ମିଳିତ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ରବିବାର ସକାଳ ୮ଟା ୫୦ରେ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

ହିମାଚଳପ୍ରଦେଶ ବିଧାନସଭା ମୁଖ୍ୟ ଫାଟକରେ ଖଲିସ୍ତାନ ପତାକା…

ଶିମଲା, ୮।୫ : ହିମାଚଳପ୍ରଦେଶର ବିଧାନସଭାର ମୁଖ୍ୟ ଫାଟକରେ ଖାଲିସ୍ତାନ ସମର୍ଥକ ପତାକା ଲଗାଯାଇଛି। ଏନେଇ ଉତ୍ତେଜନା ପ୍ରକାଶ ପାଇଛି। ଧର୍ମଶାଳାରେ ସ୍ଥାନୀୟ ଲୋକ ପ୍ରଶାସନକୁ ଏ ବିଷୟରେ ଅବଗତ କରାଇଥିଲେ। ପରେ ପତାକା ହଟାଇବା ସହିତ ତଦନ୍ତ ଜାରି...

ୟୁକ୍ରେନ୍‌ ଯୁଦ୍ଧକୁ ବିବାଦ ଭାବେ ଉଲ୍ଲେଖ କଲା ଜାତିସଂଘ ସୁରକ୍ଷା ପରିଷଦ…

ନ୍ୟୁୟର୍କ, ୮।୫ : ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସ୍‌ସି) ପ୍ରଥମ ଥର ପାଇଁଦ୍‌ ସର୍ବସମ୍ମତି କ୍ରମେ ଏହାର ବିବୃତ୍ତି ଜାରି କରିଛି। ୧୦ ସପ୍ତାହ ଧରି ଚାଲିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମିଳିତ ଜାତିସଂଘର...

ତାଇଓ୍ବାନ ଆକାଶ ମାର୍ଗରେ ଅନୁପ୍ରବେଶ କଲେ ୧୮ ଚାଇନା ବିମାନ…

ତାଇପେଇ ସିଟି, ୮।୫ : ତାଇୱାନର ଆକାଶ ମାର୍ଗରେ ଚାଇନାର ୧୮ଟି ସାମରିକ ବିମାନ ଅନୁପ୍ରବେଶ କରିଛି। ଏନେଇ ତାଇଓ୍ବାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସାମରିକ ବିମାନ ଗୁଡିକ ତାଇଓ୍ବାନର ବାୟୁ ପ୍ରତିରକ୍ଷା ଜୋନରେ ପ୍ରବେଶ କରିଛି। ଇତିମଧ୍ୟରେ...

ସକ୍ରିୟ ମାମଲା ୨୦ ହଜାର ଟପିଲା…

ନୂଆଦିଲ୍ଲୀ, ୮।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ...

ଆଜି ଅନ୍ତର୍ଜାତୀୟ ମାତୃ ଦିବସ: ଦୁନିଆର ସବୁଠୁ ଆପଣାର ମା’

ମା’ଙ୍କ ସହ ବିତିଥିବା ପ୍ରତି ମୁହୂର୍ତ୍ତ ସ୍ମରଣୀୟ କେବଳ ଗୋଟିଏ ଦିନ ନୁହେଁ, ପ୍ରତ୍ୟେକ ଦିନ ମାତୃ ଦିବସ। ମା’ଙ୍କ ପାଇଁ ହିଁ ସମସ୍ତେ ଏହି ଦୁନିଆକୁ ଆସିଛନ୍ତି। ଯେତେ ରାଗ, ରୁଷା, ଅଭିମାନ ଥିଲେ ବି ମା’ ହିଁ...

ବେଡ୍‌ରେ ରୋଗୀ, ତଳେ ମୃତଦେହ

କଟକ ଅଫିସ,୮।୫: ବେଡ୍‌ ଉପରେ ଚାଲିଛି ରୋଗୀ ଚିକିତ୍ସା, ତଳେ ପଡିଛି ମୃତଦେହ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଏସ୍‌ସିବି ମେଡିକାଲ କାଜୁଆଲ୍‌ଟିରେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ମେଡିକାଲ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।...

ବିଜୟ ଦିବସ ପରେଡ ଅଭ୍ୟାସରେ ଥର୍ମୋନ୍ୟୁକ୍ଲିୟର ମିଶାଇଲ ପ୍ରଦର୍ଶନ କରି ପଶ୍ଚିମ ଦେଶକୁ ଚେତାବନୀ ଦେଲା ରୁଷିଆ

ମସ୍କୋ,୮ ।୫: ଆଉ ମାତ୍ର ଦିନକ ପରେ ରୁଷିଆ ପାଳନ କରିବାକୁ ଯାଉଛି ତା’ର ବିଜୟ ଦିବସ ବା ଭିକ୍ଟ୍ରି ଡେ’ । ଏଥିପାଇଁ ପ୍ରସ୍ତୁତି ଯୋରସୋରରେ ଚାଲିଛି । ବିଜୟ ଦିବସ ପରେଡ ଅଭ୍ୟାସ ସମୟରେ ରୁଷିଆ ପଶ୍ଚିମ...

ବାତ୍ୟା ଭୟ ନାହିଁ

ଭୁବନେଶ୍ୱର,୮।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ। ଓଡ଼ିଶା କିମ୍ବା ଆନ୍ଧ୍ର ଉପକୂଳକୁ ଆସିବ ନାହିଁ। ସମୁଦ୍ରରେ ହିଁ ମିଳେଇ ଯିବ। ଦକ୍ଷିଣ ଆଣ୍ଡାମାନ ଓ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଶନିବାର ଅପରାହ୍ନ ସାଢ଼େ...

ଖାର୍କିଭ ଦଖଲ ଲକ୍ଷ୍ୟରେ ରୁଷିଆ, ନଷ୍ଟକଲା ଆମେରିକା-ୟୁରୋପୀୟ ଅସ୍ତ୍ର ଭଣ୍ଡାର

କ୍ୱିଭ,୮ ।୫: ମାରିଉପୋଲକୁ ନିଜ କବଜାକୁ ଆଣିବା ପରେ ଏବେ ରୁଷିଆ ସେନାଙ୍କ ଲକ୍ଷ୍ୟରେ ରହିଛି ଡୋନେସ୍କ, ଲୁହାଂନ୍ସ ଓ ଖାର୍କିଭ । ଖାର୍କିବ ଦଖଲ ଟାର୍ଗେଟରେ ଥିବା ରୁଷିଆ ସେନା ଶନିବାର ୟୁକ୍ରେନ ସେନାର ଆକ୍ରମଣକୁ ଦୁର୍ବଳ କରିବାକୁ...

କେକେଆର୍‌ର ଶୋଚନୀୟ ପରାଜୟ…

ମୁମ୍ବାଇ, ୭।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୩ ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଶୋଚନୀୟ ପରାଜୟ ସ୍ୱୀକାର କରିଛି । ଧାର୍ଯ୍ୟ ୧୭୭ ରନ୍ ଲକ୍ଷ୍ୟର ପିଛା କରି  କେକେଆର୍...

କେକେଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୭୭ …

ମୁମ୍ବାଇ, ୭।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୩ ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ପୁଣେର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri