Tag Archives: Home Middle

ପ୍ରାଣୀଧନ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୫ା୫(ବ୍ୟୁରୋ): ରଘୁନାଥପୁର କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଓ କଟକ ଜିଲାର ଏକକାଳୀନ ୯ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ଭୁବନେଶ୍ୱର...

କାଶୀ ଘାଟରେ ନିର୍ମାଣ ହେବ ତମ୍ବୁ ସହର…

ଲକ୍ଷ୍ନୌ, ୫।୫ : ଉତ୍ତରପ୍ରଦେଶର କାଶୀ ଘାଟକୁ ଆକର୍ଷିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଠାରେ ତମ୍ବୁ ସହର ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ପୃଥିବୀର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଗଙ୍ଗା...

୨୧ ବର୍ଷର ସମ୍ପତ୍ତି ବିବାଦ ଶେଷ, ଯୋଗୀ-ଧାମିଙ୍କ ସମାଧାନ ସୂତ୍ର…

ଲକ୍ଷ୍ନୌ/ଡେରାଡୁନ୍‌, ୫।୫ : ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଗତ ୨୧ ବର୍ଷ ଧରି ଚାଲିଥିବା ସମ୍ପତ୍ତି ବିବାଦ ଶେଷରେ ସମାପ୍ତ ହୋଇଛି। ତାଙ୍କର ଉତ୍ତରାଖଣ୍ଡ ଗସ୍ତ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିପକ୍ଷ ପୁଷ୍କର ସିଂ ଧାମିଙ୍କୁ...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୫।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ...

ଚାଇନାର ବ୍ରେନ୍‌ ଡ୍ରେନ୍‌ ଯୋଜନା, ତାଇଓ୍ବାନ ଇଞ୍ଜିନିୟରଙ୍କୁ ଅଧିକ ଦରମାରେ ଦେଉଛି ନିଯୁକ୍ତି…

ବେଜିଂ, ୫।୫ : ପଡୋଶୀ ଦେଶଙ୍କୁ ହଇରାଣ କରିବା ପାଇଁ ଚାଇନା ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଥାଏ। ତାଇଓ୍ବାନକୁ ସମସ୍ୟାରେ ପକାଇବା ଲାଗି ଚାଇନା ଏବେ ନୂଆ ରଣନୀତି ଆପଣେଇଛି। ଚାଇନା କମ୍ପାନୀଗୁଡିକ ତାଇୱାନର ସେମିକଣ୍ଡକ୍ଟର ତିଆରି କରୁଥିବା...

ବେକାରଙ୍କୁ ଲିଙ୍କ୍ଡଇନ୍‌ ମାଧ୍ୟମରେ ନିଯୁକ୍ତି ପ୍ରଦାନ କରିବାକୁ ସରକାରଙ୍କ ଯୋଜନା…

ନୂଆଦିଲ୍ଲୀ, ୫।୫ : ବୃତ୍ତିଗତ ସୋସିଆଲ ନେଟୱାର୍କିଂ ସାଇଟ ଲିଙ୍କ୍ଡଇନ୍‌ ମାଧ୍ୟମରେ ଦେଶର ବେକାର ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ଖୁବ ଶୀଘ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଲିଙ୍କ୍ଡଇନ୍‌ ହେଉଛି ଏକ ସାଇଟ ଯାହା ବୃତ୍ତିଗତ ଲୋକଙ୍କ...

୨୦୨୩ ଡିସେମ୍ବର ସୁଦ୍ଧା ୧୭ ସହରାଞ୍ଚଳରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’

ଭୁବନେଶ୍ୱର,୫।୫(ବ୍ୟୁରୋ): ୨୦୨୩ ଡିସେମ୍ବର ସୁଦ୍ଧା ୧୭ ପ୍ରମୁଖ ସହରରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍‌ ପାଇଁ ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସହରାଞ୍ଚଳରେ ଆରମ୍ଭ କରିଥିବା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଡ୍ରିଙ୍କ୍‌...

ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୫ା୫: ହାଇକୋର୍ଟଗୁଡ଼ିକରେ ବହୁ ଆପରାଧିକ ମାମଲାର ଅପିଲ ବିଚାର ନ ହୋଇ ପଡ଼ିରହିଥିବାରୁ ବୁଧବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଗତ ୩୦ରୁ ୪୦ ବର୍ଷ ମଧ୍ୟରେ କେଉଁ ହାଇକୋର୍ଟରେ ଅଧିକ ସଂଖ୍ୟକ ମାମଲା ଗଡ଼ୁଛି ବୋଲି...

ସାମ୍ବାରେ ସୁଡ଼ଙ୍ଗ ଠାବ

ଶ୍ରୀନଗର,୫।୫: ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ସାମ୍ବାର ଚକ୍‌ ଫକିରା ବର୍ଡର ପୋଷ୍ଟରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରୁ ବୁଧବାର ସନ୍ଧ୍ୟାରେ ଏକ ସୁଡ଼ଙ୍ଗ ଠାବ କରାଯାଇଛି। ସୀମାରେ କଡ଼ା ସୁରକ୍ଷାକୁ ଦେଖି ଆତଙ୍କବାଦୀମାନେ କଶ୍ମୀରକୁ ଅନୁପ୍ରବେଶ ପାଇଁ ଏହି...

ରାଜ୍ୟକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୫ା୫: ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିମାନଙ୍କ ପେନସନ୍‌ ସମୀକ୍ଷା ଲାଗି ପୂର୍ବରୁ ଦେଇଥିବା ନିର୍ଦ୍ଦେଶନାମାର ଅନୁପାଳନ ସମ୍ପର୍କିତ ରିପୋର୍ଟ ବୁଧବାର ଓଡ଼ିଶା ସମେତ ରାଜ୍ୟଗୁଡ଼ିକୁ ମାଗିଛନ୍ତି। ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓ ଏବଂ ବି. ଆର୍‌ ଗବାଇଙ୍କୁ ନେଇ ଗଠିତ...

ରୁଷିଆରୁ ତେଲ କ୍ରୟ ବନ୍ଦ କରିବ ୟୁରୋପ

ବ୍ରସେଲ୍ସ, ୫ା୫: ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆକୁ ଦଣ୍ଡିତ କରିବାକୁ ୟୁରୋପୀୟ ସଂଘ(ଇୟୁ) ଏହାର ଅର୍ଥନୀତିକୁ ଟାର୍ଗେଟ କରୁଛି। ରୁଷିଆ ଆୟର ବଡ଼ ଭାଗ ଅଶୋଧିତ ତୈଳ ରପ୍ତାନିରୁ ଆସୁଥିବାବେଳେ ଏହି ଉତ୍ସକୁ ବନ୍ଦ କରିବାକୁ ଇୟୁ ପ୍ରସ୍ତୁତି ଚଳାଇଛି।...

ଫ୍ରାନ୍ସ ସବୁଠୁ ବଡ଼ ସହଯୋଗୀ: ମୋଦି

ପ୍ୟାରିସ୍‌/କୋପେନହାଗେନ୍‌, ୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନ୍‌ମାର୍କରୁ ବୁଧବାର ପ୍ୟାରିସ୍‌ ଗସ୍ତ କରି ପୁନଃ ନିର୍ବାଚିତ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁଙ୍କୁ ଭେଟିଛନ୍ତି। ଫ୍ରାନ୍ସ ଭାରତର ସବୁଠୁ ବଡ଼ ସହଯୋଗୀ ବୋଲି ମୋଦି ଟୁଇଟ୍‌ କରିଛନ୍ତି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସମୟରେ ଫ୍ରାନ୍ସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri