Tag Archives: Home Middle

ବ୍ରଜରାଜନଗର ଉପନିର୍ବାଚନ ନେଇ ମତ ରଖିଲେ ବିଜେଡି, ଭାଜପା

ଭୁବନେଶ୍ୱର,୩।୫(ବ୍ୟୁରୋ): ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ତେବେ ମେ’ ୩୧ରେ ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ଓ ଭାଜପା ନିଜ ପ୍ରତିକ୍ରିୟା ରଖିଛନ୍ତି । ନିର୍ବାଚନ ପାଇଁ ସବୁବେଳେ...

ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ ଅଫିସ,୩।୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଏ। ତେଣୁ ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ...

ଡେପୁଟି ମେୟରଙ୍କ ଘରେ ଲାଗିଲା ଉଚ୍ଛେଦ ନୋଟିସ୍‌

କଟକ ଅଫିସ,୩।୫: କଟକ ଡେପୁଟି ମେୟରଙ୍କ ଘରେ ଉଚ୍ଛେଦ ନୋଟିସ୍‌ ଲଗାଯାଇଛି। ଇଡ୍‌କୋ ଜାଗାରେ ଥିବା ତାଙ୍କ ଏହି ଘରକୁ ଭାଙ୍ଗିବାକୁ  ନୋଟିସ ଜାରି ହୋଇଛି। ୭ ଦିନ ମଧ୍ୟରେ ଜାଗା ଖାଲି କରିବାକୁ ନୋଟିସ୍ ରେ ଉଲ୍ଲେଖ ରହିଛି।...

ଆଜି ଅକ୍ଷୟ ତୃତୀୟା: ଅକ୍ଷିମୁଠି ଅନୁକୂଳ କଲେ ଚଷାପୁଅ

ଭୁବନେଶ୍ୱର, ୩।୫(ବ୍ୟୁରୋ): ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା । ଚଷା ପୁଅ ଅକ୍ଷିମୁଠି ଭାବେ ଏହି ଦିନକୁ ପାଳନ କରିଥାନ୍ତି। ଏହି ଦିନରେ ଚାଷୀ କ୍ଷେତରେ ରିତିନିତୀ ଅନୁସାରେ ପୂଜା କରି ଅନୁକୂଳ କରିଥାନ୍ତିି। ଏହି ଦିନରେ ଚାଷୀ କ୍ଷେତରେ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ପାଟଣା,୩।୫ (ସ୍ବ. ପ୍ର.): ୨୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଡିଆନାଳି ବିଦ୍ୟୁତ୍‌ ଷ୍ଟ୍ରକଚର ନିକଟରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ...

ଆଜି ଇଦ୍‌-ଉଲ୍‌-ଫିତର: ଜାମା ମସଜିଦ୍‌ରେ କଡ଼ା ସୁରକ୍ଷା ଭିତରେ ନମାଜ ପାଠ

ନୂଆଦିଲ୍ଲୀ,୩।୫:ଆଜି ସମଗ୍ର ଦେଶରେ ଇଦ୍‌-ଉଲ୍‌-ଫିତର ଅର୍ଥାତ୍‌ ଇଦ୍‌ ପାଳନ କରାଯାଉଛି। ଏହି ଅବସରରେ ମୁସଲମାନ ଭଉଣୀ ଓ ଭାଇମାନେ ସକାଳେ ଦିଲ୍ଲୀର ଜାମା ମସଜିଦରେ ଆଲ୍ଲାଙ୍କୁ ଶାନ୍ତି ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥିଲେ। ଇଦ ପାଇଁ ଦିଲ୍ଲୀରେ ସ୍ବତନ୍ତ୍ର...

ସାଂଘାଇ ପରେ ଏବେ ବେଜିଂରେ କରୋନା ସୁନାମୀ, ୨୪ ଘଣ୍ଟାରେ ୩୨ ମୃତ

ବେଜିଂ,୩ ।୫: ଚାଇନାକୁ ପୁଣି ଫେରିଛି କରୋନା ମହାମାରୀ । ଚାଇନାର ସାଂଘାଇ ସହର କରୋନାର ହଟସ୍ପଟ ପାଲଟି ଥିବା ବେଳେ ଏବେ ବେଜିଂରେ କରୋନା ଭାଇରସର ଓମିକ୍ରମ ଭାରିଏଣ୍ଟ ତାଣ୍ଡବ ରଚିଛି । ଏହାକୁ ନେଇ ସୋମବାର ଶୂନ୍ୟ...

ଦୁଇ ରାପ୍ଟର ବୋଟ୍‌ ନଷ୍ଟ କଲା କ୍ୱିଭ୍‌

କ୍ୱିଭ୍‌, ୨ା୪: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ୬୮ ଦିନ ପୂରିଥିବା ବେଳେ ଏତେ ଦିନ ଯୁଦ୍ଧ ଲମ୍ବିବା ମସ୍କୋ ପାଇଁ ଚିନ୍ତାର କାରଣ ପାଲଟିଛି। ଶକ୍ତିଶାଳୀ ରୁଷିଆ ସେନା ଆଗରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ୟୁକ୍ରେନ୍‌ ତିଷ୍ଠି...

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର,୨।୫(ବ୍ୟୁରୋ): ବ୍ରଜରାଜନଗରରେ ସ୍ଥଗିତ ଥିବା ଉପନିର୍ବାଚନ ମେ’୩୧ରେ ହେବ। ଏ ନେଇ  ନିର୍ବାଚନ କମିଶନଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ପାଇଁ ମେ’୪ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ। ମେ’୧୧ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ଓ  ୧୨ରେ...

ପ୍ରତିଷ୍ଠା ହେବ ୩୪ ନୂଆ କୋର୍ଟ

ଭୁବନେଶ୍ୱର,୨ା୫(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ଜିଲାରେ ୩୪ ନୂତନ କୋର୍ଟ ପ୍ରତିଷ୍ଠା କରିବାପାଇଁ ସ୍ଥିର କରିଛନ୍ତି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା...

ଆସନ୍ତାକାଲି ଚାଷୀଙ୍କ ଆକାଉଣ୍ଟକୁ ଯିବ ‘କାଳିଆ’ ଟଙ୍କା

ଭୁବନେଶ୍ୱର,୨ା୫(ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ‘କାଳିଆ’ ଯୋଜନା ଟଙ୍କା ଯିବ ବୋଲି ଘୋଷଣା କରାଯାଇଛି। ଏହି ଯୋଜନାରେ ପୂର୍ବପରି ହିତାଧିକାରୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯିବ। ଏହାଦ୍ୱାରା ୪୦...

ରାଜନାଥଙ୍କୁ ଭେଟିଲେ ସେନାଧ୍ୟକ୍ଷ…

ନୂଆଦିଲ୍ଲୀ, ୨।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ନୂତନ ସେନାଧ୍ୟକ୍ଷ ମନୋଜ ପାଣ୍ଡେ ଭେଟିଛନ୍ତି। ଏହି ଅବସରରେ ଦେଶର ଆଗାମୀ ରଣନୀତିକୁ ନେଇ ଦୁଇଜଣଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି। ଭାରତର ସୀମା ସୁରକ୍ଷା ସହିତ ପ୍ରତିରକ୍ଷା କ୍ଷେତ୍ରରେ ଦେଖାଦେଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri