Tag Archives: Home Middle

ୟୁନିଫର୍ମ ସିଲାବସ୍‌ ନେଇ କେନ୍ଦ୍ର ସରକାରଙ୍କୁ ଜବାବ ଲୋଡିଲେ ହାଇକୋର୍ଟ,ସିବିଏସ୍‌ଇ-ଆଇସିଏସ୍‌ଇ-ରାଜ୍ୟବୋର୍ଡରେ ସମାନ ପାଠ…

ନୂଆଦିଲ୍ଲୀ, ୨।୫ : ସିବିଏସ୍‌ଇ-ଆଇସିଏସ୍‌ଇ-ରାଜ୍ୟବୋର୍ଡରେ ୟୁନିଫର୍ମ ସିଲାବସ୍‌ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ଲୋଡିଛନ୍ତି। ଏହାର ଜବାବ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଭାଜପା ନେତା ଅଶ୍ୱିନୀ କୁମାର ଉପାଧ୍ୟୟଙ୍କ ପକ୍ଷରୁ...

ଇମ୍ରାନଙ୍କୁ କଡ଼ା ସମାଲୋଚନା କଲେ ମରିୟମ

ଇସଲାମାବାଦ,୨ା୫: ପିଏମ୍‌ଏନ୍‌-ଏଲ୍‌ ନେତା ତଥା ଜାତୀୟ ସଭାର ସଦସ୍ୟ ମରିୟମ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ଇମ୍ରାନଙ୍କ ଅପରିଣାମଦର୍ଶିତାକୁ ନେଇ ଦେଶର ଲୋକମାନେ ଅସୁବିଧା ଭୋଗ କରୁଛନ୍ତି। ଇମ୍ରାନଙ୍କ ଭୁଲ...

ଟିକା ନେବାକୁ କାହାକୁ ବାଧ୍ୟ କରିପାରିବେନି ସରକାର, ଏସ୍‌ସିଙ୍କ ରାୟ…

ନୂଆଦିଲ୍ଲୀ, ୨।୫ : କରୋନା ଟିକା ନେବାକୁ ସରକାର କାହାକୁ ବାଧ୍ୟ କରିପାରିବେନି। ଏନେଇ ସୁପ୍ରିମ୍‌କୋର୍ଟ(ଏସ୍‌ସି) ରାୟ ଦେଇଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ସରକାର ନୀତି ପ୍ରସ୍ତୁତ କରିପାରିବେ। ସେହିପରି ଲୋକଙ୍କ କଲ୍ୟାଣ ପାଇଁ କେତେକ ସର୍ତ୍ତ ମଧ୍ୟ ଲାଗୁ କରିପାରିବେ...

ମେ’ ୧୪ ପରେ ଉଦ୍ଧବଙ୍କ ପର୍ଦ୍ଦାଫାଶ୍‌ କରିବାକୁ କହିଲେ ଫଡନାଭିସ …

ମୁମ୍ବାଇ, ୨।୫ : ମହାରାଷ୍ଟ୍ରର ରାଜନୀତିରେ ପୁଣି ଥରେ ଅଯୋଧ୍ୟା ବାବ୍ରି ମସଜିଦର ବିବାଦୀୟ ସ୍ଥଳର ପ୍ରତିଧ୍ୱନୀ ଶୁଣାଯାଉଛି। ମହାରାଷ୍ଟ୍ରର ପୂର୍ବତନ ସିଏମ ଦେବେନ୍ଦ୍ର ଫଡନାଭିସ ରାଜ୍ୟର ମେଣ୍ଟ ସରକାରଙ୍କୁ ଟାଗେର୍ଟ କରିଛନ୍ତି। ସେ କହିଛନ୍ତି ମେ’ ୧୪ ପରେ...

ରାଜନୈତିକ ଦଳ ଗଠନ କରିବେ ପିକେ, ବିହାରରୁ ଆରମ୍ଭ…

ନୂଆଦିଲ୍ଲୀ, ୨।୫ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ)ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି। ଭାଜପା ତାପରେ କଂଗ୍ରେସ ଏବଂ ପରେ ଜେଡିୟୁ ସମେତ ବିଭିନ୍ନ ରାଜନୈତିକ ଦଳ ପାଇଁ ନିର୍ବାଚନର ରଣନୀତି ପ୍ରସ୍ତୁତ କରିବେ। ଏଣିକି...

କରୋନା ମହାମାରୀର ଭୟଙ୍କର ରୂପ ଆସିବ, ବିଲ୍‌ ଗେଟ୍‌ସଙ୍କ ଚେତାବନୀ…

ଓ୍ବାଶିଂଟନ୍‌, ୨।୫ : ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତା ତଥା ଭେଟେରାନ ବିଲିୟନେୟାର ବିଲ ଗେଟ୍‌ସ ଚେତାବନୀ ଦେଇଛନ୍ତି ଯେ କରୋନା ମହାମାରୀର ପ୍ରକୃତ ରୂପକୁ ପୃଥିବୀ ଏପର୍ଯ୍ୟନ୍ତ ସାମ୍ନା କରି ନାହିଁ। ସେ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ ହାରାହାରି...

ଏମ୍‌କେସିଜି ମେଡିକାଲ କଲେଜ ପ୍ରଶାସନିକ କୋଠାରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୨ା୫: ଏମ୍‌କେସିଜି ମେଡିକାଲ କଲେଜ ପ୍ରଶାସନିକ କୋଠାରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟିଛ। ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ ଯୋଗୁ ଅଧ୍ୟକ୍ଷଙ୍କ କୋଠରି ନିକଟରେ ଥିବା ଏଷ୍ଟାବ୍ଲିସମେଣ୍ଟ ବିଭାଗରେ ନିଆଁ ଲାଗି କିଛି ଫାଇଲ ଓ ଆସବାବପତ୍ର ପୋଡ଼ିଯାଇଛି। କାନ୍ଥରେ ଲାଗିଥିବା...

ପଶ୍ଚିମବଙ୍ଗ ଭାଜପାରେ ଘରକଳି ପଦାରେ, ଶାହାଙ୍କ ଗସ୍ତ ପୂର୍ବରୁ ୧୫ ପଦାଧିକାରୀଙ୍କ ଇସ୍ତଫା…

କୋଲକାତା, ୨।୫ : ପଶ୍ଚିମବଙ୍ଗ ଭାଜପାରେ ଘରକଳି ବଢ଼ିବାରେ ଲାଗିଛି। ଏବେ ଏହା ପଦାରେ ପଡ଼ିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜେ ବଙ୍ଗଳାରେ ଦଳର ମତଭେଦ ସମାଧାନର ଦାୟିତ୍ୱ ଗ୍ରହଣ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଶାହା ଆସନ୍ତା ମେ’...

ମୃତ୍ୟୁ ସଂଖ୍ୟା ୩୦ ତଳେ…

ନୂଆଦିଲ୍ଲୀ, ୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ...

ଆସୁଛି କାଳବୈଶାଖୀ, ଅନେକ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨ା୫(ବ୍ୟୁରୋ): ପ୍ରଚଣ୍ଡ ଖରାରୁ ଲୋକଙ୍କୁ ଟିକେ ତ୍ରାହି ମିଳିଛି। ରବିବାରଠାରୁ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ସାମୁଦ୍ରିକ ପବନ ପ୍ରଭାବରେ ଉପକୂଳ ଆକାଶ ମେଘାଛନ୍ନ ରହିଛି। ଅଧିକାଂଶ ଜିଲାରେ କାଳବୈଶାଖୀ ଆଶଙ୍କା ଦେଖାଦେଇଛି। ବିଜୁଳି, ଘଡ଼ଘଡ଼ି ସହ...

ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ଜହର ଯୋଗୁ ପ୍ରତିବର୍ଷ ୧୮.୫ ଲକ୍ଷରୁ ଅଧିକ ଶିଶୁଙ୍କୁ ହେଉଛି ଆଜ୍‌ମା…

ଓ୍ବାଶିଂଟନ, ୨।୫ : ଗତ ୨୦ ବର୍ଷ ଧରି ବାୟୁମଣ୍ଡଳରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ନାଇଟ୍ରୋଜେନ ଡାଇଅକ୍ସାଇଡ ପ୍ରଦୂଷଣ ଯୋଗୁ ଶିଶୁଙ୍କଠାରେ ଆଜ୍‌ମା ସମସ୍ୟା ବୃଦ୍ଧି ପାଉଛି। ଏହି ଜହର ପିଲାମାନଙ୍କ ଜୀବନକୁ ନଷ୍ଟ କରୁଛି। ୨୦୧୯ ରେ,...

ଚେଚେନ ସୈନ୍ୟ ନିଜ ଆହତ ସାଥୀଙ୍କୁ ଗୁଳି କରି କରୁଛନ୍ତି ହତ୍ୟା, କାଚ କାରଖାନାରେ ଯାତନା ଗୃହ…

କ୍ୱିଭ୍‌, ୨।୫ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଚେଚେନ ସୈନ୍ୟମାନଙ୍କ ବର୍ବରତା ସମ୍ପର୍କରେ ଖବର ମିଳିଛି। ସେମାନେ ନିଜ ଆହତ ସାଥୀ ସୈନ୍ୟଙ୍କୁ ଗୁଳି କରି ହତ୍ୟା କରୁଛନ୍ତି। ବୁଚାରେ ଏଭଳି ଘଟଣା ଘଟୁଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri