Tag Archives: Home Middle

୯ ରାଜ୍ୟରେ କେତେ ଆସନରେ ଜିତିବ ଭାଜପା, ନୂଆ ଭବିଷ୍ୟବାଣୀ କଲେ ରାଜନୈତିକ ବିଶ୍ଳେଷକ

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ମତଦାନ ଶନିବାର (ଜୁନ ୧)ରେ ହେବାକୁ ଯାଉଛି। ନିର୍ବାଚନ ଫଳାଫଳ ପୂର୍ବରୁ ରାଜନୈତିକ ବିଶ୍ଳେଷକମାନେ ପୂର୍ବାନୁମାନ କରୁଛନ୍ତି ଯେ ପ୍ରତ୍ୟେକ ଦଳ କେତେ ସିଟ ପାଇପାରିବେ। ଏହି ସମୟରେ, ନ୍ୟୁଜ...

ଆଉ ୪ ଦିନ ଗୁଳୁଗୁଳି, ଏହିଦିନ ଓଡ଼ିଶା ଆସିବ ମୌସୁମୀ

ଭୁବନେଶ୍ୱର, ୩୧।୫(ଅସମାପିକା ସାହୁ): ପଶ୍ଚିମରେ ଅସମ୍ଭାଳ ତାତି ଓ ଉପକୂଳରେ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଛଟପଟ ହେଉଛି ସାରା ଓଡ଼ିଶା। ଗୁରୁବାର ରାଜ୍ୟରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରୀକୁ...

ପ୍ରଜ୍ୱଳ ରେବନ୍ନା ଗିରଫ

ବେଙ୍ଗାଲୁରୁ,୩୧ା୫: କର୍ନାଟକ ହାସନର ଏମ୍‌ପି ପ୍ରଜ୍ୱଳ ରେବନ୍ନା ଗିରଫ ହୋଇଛନ୍ତି। ଶୁକ୍ରବାର ସେ ବେଙ୍ଗାଲୁରୁର କେମ୍ପାଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଗିରଫ କରିଛି। ନିଲମ୍ବିତ ଜେଡିଏସ୍‌ ଏମ୍‌ପି ପ୍ରଜ୍ୱଳ ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେବା...

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା, ଅଂଶୁଘାତରେ ୪୦ରୁ ଉର୍ଦ୍ଧ ମୃତ!

ଭୁବନେଶ୍ୱର, ୩୧।୫: ରାଜ୍ୟରେ ପ୍ରବଳ ହିଟ୍‌ଓ୍ବେଭ୍‌ ସାଙ୍ଗକୁ ଗୁଳୁଗୁଳି ପ୍ରଭାବରେ ଜନଜୀବନ ଅସ୍ତଵ୍ୟସ୍ଥ ହୋଇପଡିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଆକଷରୁ ନିଆଁ ଝୁଲ ଖସିଲା ଭଳି ଅନୁଭୂତ ହେଉଛି। ଗୁରୁବାର ଝାରସୁଗୁଡ଼ାରେ ତାପମାତ୍ରା ୪୭ ଡ଼ିଗ୍ରୀ ପାର କରିଥିଲା...

ସମସ୍ତ ୩୪ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ,୩୧।୫: ଆମେରିକାରେ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (୭୭)ଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର (ମେ ୩୧, ୨୦୨୪), ସେ ହସ ମନି ଟ୍ରାଏଲ ସହ ଜଡିତ ସମସ୍ତ ୩୪...

କେରଳ-ପୂର୍ବୋତ୍ତରରେ ଏକାଠି ପହଞ୍ଚିଲା ମୌସୁମୀ, ୟୁପି, ବିହାର ସମେତ ଏହବୁ ରାଜ୍ୟରେ ସମୟ ପୂର୍ବରୁ ହେବ ବର୍ଷା

ନୂଆଦିଲ୍ଲୀ,୩୦।୫: ଉତ୍ତର ଭାରତର ଜଳୁଥିବା ତାପମାତ୍ରା ପାଇଁ ଦକ୍ଷିଣ ଭାରତ ଆଶ୍ୱସ୍ତି ଆଣିଦେଇଛି। କୃଷି ପାଇଁ ଏହା ଏକ ଖୁସି ଖବର ଯେ ପୂର୍ବାନୁମାନ କରାଯାଇଥିବା ଦିନ ପୂର୍ବରୁ କେରଳରେ ମୌସୁମୀ ପହଞ୍ଚିଛି। ଏହା ବ୍ୟତୀତ ମୌସୁମୀ ଉତ୍ତର-ପୂର୍ବରେ ମଧ୍ୟ...

ରାଜ୍ୟରେ ନବୀନ ବାଣ୍ଟିଛନ୍ତି କଂଗ୍ରେସ ଟିକେଟ୍‌: ଧମେନ୍ଦ୍ରଙ୍କ ବୟାନକୁ ନେଇ ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସମୟରେ ଅନେକ ନେତା ନବୀନଙ୍କୁ କାଉଣ୍ଟର କରୁଛନ୍ତି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଧମେନ୍ଦ୍ର କହିଛନ୍ତି,...

ମୁଖ୍ୟମନ୍ତ୍ରୀଙ୍କ ରୁମ୍‌ରୁ କଟାଯାଇଛି ଟେଲିଫୋନ, ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁମ୍‌ରୁ ଟେଲିଫୋନ କଟାଯାଇଛି। ନବୀନଙ୍କ ସାକ୍ଷାତକାରରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ବୟାନ। ଧର୍ମେନ୍ଦ୍ର କହିଛନ୍ତି, ନବୀନ ନିବାସର ନବୀନଙ୍କ ରୁମ୍‌ରେ ଟେଲିଫୋନ ସଂଯୋଗ ନାହିଁ। ନବୀନଙ୍କ ରୁମ୍‌ରେ ଯେଉଁ ଟିଭି ଅଛି, ସେଠି...

‘କେବଳ ଏକା ପାଣ୍ଡିଆନ୍‌ କାହିଁକି ମାଇକ୍‌ ଧରୁଛନ୍ତି’, ନବୀନଙ୍କ ସାକ୍ଷାତକାର ପରେ ହିମନ୍ତଙ୍କ ବଡ଼ ବୟାନ

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପ୍ରତିକ୍ରିୟା ରଖିଛନ୍ତି। ହିମନ୍ତ କହିଛନ୍ତି, ନବୀନ ସାକ୍ଷାତକାରରେ ଦେଇଥିବା ଉତ୍ତର ଅଧିକ ପ୍ରଶ୍ନବାଚୀ ଛିଡା କରିଛି। କେବଳ ଏକା ପାଣ୍ଡିଆନ୍‌ କାହିଁକି ତାଙ୍କ ମାଇକ୍‌ ଧରୁଛନ୍ତି...

‘ଯଦି ପ୍ରଧାନମନ୍ତ୍ରୀ ସତରେ ମୋ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ, ତା’ହେଲେ…’, ମୋଦିଙ୍କୁ କାଉଣ୍ଟର କଲେ ନବୀନ

ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଭାଜପା ପକ୍ଷରୁ ଲଗାତର ଭାବେ ପ୍ରସଙ୍ଗ କରାଯାଉଥିବା ବେଳେ ଏକ ସାକ୍ଷାତକାର ନବୀନ କହିଛନ୍ତି, ମୋ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି । ମୁଁ ସମ୍ପୂର୍ଣ୍ଣ ଫିଟ୍‌ ଅଛି । ଭାଜପାର କିଛି...

ସରିଲା ପ୍ରଚାର, ଶନିବାର ଭୋଟ, ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯.୬୧ ଲକ୍ଷ ଭୋଟର

ଭୁବନେଶ୍ୱର,୩୦।୫: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜୁନ ୧ ଅର୍ଥାତ୍‌ ଶନିବାର ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ପ୍ରଚାର ଶେଷ ହୋଇଛି। ଏହି ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର...

କନ୍ୟାକୁମାରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଆଜିଠୁ ବସିବେ ଧ୍ୟାନରେ

ନୂଆଦିଲ୍ଲୀ,୩୦।୫: ଜୁନ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ହେବ। ଏଥିପାଇଁ ଗୁରୁବାର ପ୍ରଚାର ଶେଷ ହୋଇଛି। ପ୍ରଚାର ଶେଷ ହେବା ପରେ ଆଜିଠୁ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ତାମିଲନାଡୁର କନ୍ୟାକୁମାରୀ ସ୍ଥିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri