Tag Archives: Home Middle

ଶିକ୍ଷାନୁଷ୍ଠାନରେ ଓଡ଼ିଆରେ ଲେଖାଯିବ ନାମଫଳକ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ...

ମେ’ ପହିଲାରୁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ,୩୦ା୪: ଆସନ୍ତାକାଲି ଅର୍ଥାତ୍‌ ମେ’ପହିଲାରୁ ଭିତରକନିକା ଅଭୟାରଣ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ ଭିତରକନିକା ଅଭୟାରଣ୍ୟ ଡିଏଫ୍‌ଓ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଅଭୟାରଣ୍ୟ ୩ ମାସ ବନ୍ଦ ରହିବ।...

୫ ରାଜ୍ୟପାଳଙ୍କ ନିଯୁକ୍ତି ନେଇ ଚର୍ଚ୍ଚା ଆରମ୍ଭ…

ନୂଆଦିଲ୍ଲୀ, ୩୦।୪ : ସେପ୍ଟେମ୍ବର-ଅକ୍ଟୋବରରେ ଖାଲି ହେବାକୁ ଯାଉଥିବା କେତେକ ରାଜ୍ୟର ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ ନିଯୁକ୍ତିକୁ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ମେଘାଳୟ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ରାଜ୍ୟପାଳ ଏବଂ ଆଣ୍ଡାମାନ ନିକୋବରର ଉପରାଜ୍ୟପାଳଙ୍କ...

ମେ’ରେ ତାତି ୫୦ ଡିଗ୍ରୀ ଟପିବ, ପାଣିପାଗ ବିଭାଗର ପୂର୍ବାନୁମାନ…

ନୂଆଦିଲ୍ଲୀ, ୩୦।୪ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି ଯେ, ମେ’ ମାସରେ ଦେଶର ବହୁ ଅଞ୍ଚଳରେ ତାତି ୫୦ ଡିଗ୍ରୀ ସେଲସିୟସ୍‌ ଟପିବାର ସମ୍ଭାବନା ରହିଛି। ଏହାଦ୍ୱାରା ସଙ୍କଟ ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ...

ମନୋଜ ପାଣ୍ଡେ ୨୯ତମ ସେନାଧ୍ୟକ୍ଷ…

ନୂଆଦିଲ୍ଲୀ, ୩୦।୪ : ଜେନେରାଲ ମନୋଜ ପାଣ୍ଡେ ଶନିବାର ଜେନେରାଲ ଏମ. ନରାଓ୍ବଣେଙ୍କ ଅବସର ପରେ ଦେଶର ୨୯ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେନା କର୍ମଚାରୀଙ୍କ ଡେପୁଟି ଚିଫ ଭାବରେ କାର୍ଯ୍ୟ କରିଥିବା ଜେନେରାଲ ପାଣ୍ଡେ, ଫୋର୍ସର...

ଘୃଣା ରାଜନୀତି: ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ବାହାରିଲେ ୧୯୭ ଅବସରପ୍ରାପ୍ତ ଅଧିକାରୀ…

ନୂଆଦିଲ୍ଲୀ, ୩୦।୪ : ଘୃଣା ରାଜନୀତି ଜବାବରେ ଦେଶର ୮ ଜଣ ଅବସରପ୍ରାପ୍ତ ବିଚାରପତି, ୯୭ ଅବସରପ୍ରାପ୍ତ ଅମଲାତନ୍ତ୍ର ଏବଂ ୯୨ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀର ଅଧିକାରୀଙ୍କ ସମେତ ୧୯୭ ଜଣ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ଚିଠି...

ଟସ୍‌ ଜିତିଲା ଆର୍‌ସିବି , ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୩୦।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୪୩ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଗୁଜରାଟ ଟାଇଟନ୍ସ(ଜିଟି) ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା...

ଦୈନିକ ସଂକ୍ରମଣ ନେଇ ଚିନ୍ତାରେ ସରକାର…

ନୂଆଦିଲ୍ଲୀ, ୩୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ...

ଦେଶର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ, ୩୦।୪: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଶନିବାର ଅନୁଷ୍ଠିତ ହେଇଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଇଛନ୍ତି। ଦେଶର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ସେ...

ରୁଷିଆର ୟୁକ୍ରେନ୍‌ ଆକ୍ରମଣ: ଗଲାଣି ୮ ଖବରଦାତାଙ୍କ ଜୀବନ

କ୍ୱିଭ୍‌,୩୦।୪: ୨୦୨୨ ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣ ପାଇଁ ନିଜ ସେନାକୁ ନିର୍ଦ୍ଦେଶ ଦେବା ପରଠୁ ଏଯାଏ ଅନେକ ନିରୀହଙ୍କ ଜୀବନ ଯାଇଛି। ଏପରି କି ନିଜ ଜୀବନକୁ ବାଜି ଲଗାଇ ଯୁଦ୍ଧର ଘନଘଟାକୁ...

ମାଟ୍ରିକ ପରୀକ୍ଷା ଦେଲେ ମା’-ପୁଅ

ଜୟପୁର,୨୯ା୪ (ନି.ପ୍ର.)- ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଗୋଟିଏ ବିଦ୍ୟାଳୟରେ ପରୀକ୍ଷା ଦେଲେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର । ଜୟପୁରରେ ମା’ ଓ ପୁଅ ମାଟ୍ରିକ ପରୀକ୍ଷା ଦେବା ପରି ଖବର ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।...

ପଞ୍ଜାବକୁ ୧୫୪ ରନ୍‌ର ଟାର୍ଗେଟ ଦେଲା ଲକ୍ଷ୍ନୌ

ପୁଣେ,୨୯।୪: ଆଇପିଏଲ୍‌-୨୦୨୨ର ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଶୁକ୍ରବାର ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ଏଥିରେ କ୍ୱିଣ୍ଟନ ଡି’କକଙ୍କ ୪୬ ଓ ଦୀପକ ହୁଡ୍ଡାଙ୍କ ୩୪ ରନ ବଳରେ ଲକ୍ଷ୍ନୌ ର୍ନିଦ୍ଧାରିତ ୨୦ ଓଭରରେ ୮ ଉଇକେଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri