Tag Archives: Home Middle

ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ଦୋହରା ମାଡ଼,ଆଫ୍ରିକୀୟ ଦେଶ ସର୍ବାଧିକ ପ୍ରଭାବିତ …

ଜେନେଭା, ୨୮।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସିଧାସଳଖ ପ୍ରଭାବ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ପଡ଼ିଛି। ଯୁଦ୍ଧ ଯୋଗୂ ପୃଥିବୀର ଖାଦ୍ୟ ସୁାକ୍ଷାରେ ସଙ୍କଟ ଦେଖାଦେଇଛି। ଯୁଦ୍ଧରେ ଏହି ଦୁଇ ଦେଶ ଗୁରୁତର ଭାବରେ...

ବଦଳିପାରେ ସ୍କୁଲ ଛୁଟି ସମୟ

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ସ୍ଥିତି ଦେଖି ସ୍କୁଲ ଛୁଟି ସମୟ ବଦଳିପାରେ। ଏପ୍ରିଲ ୩୦ ପରେ ଏସ୍‌ଆରସିଙ୍କ ପରାମର୍ଶରେ ଛୁଟି ନିଷ୍ପତ୍ତି ନିଆଯିବ ବୋଲି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ହିଟ୍‌ଓ୍ବେଭ ପାଇଁ ପ୍ରାଥମିକ ପର୍ଯ୍ୟାୟରେ...

ଆସାମରେ ପ୍ରଧାନମନ୍ତ୍ରୀ,ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌-ସବ୍‌କା ବିକାଶ ସମ୍ଭବ…

ଗୁଆହାଟୀ, ୨୮।୪ : ଡବଲ ଇଞ୍ଜିନ୍‌ ସରକାରରେ ସବ୍‌କା ସାଥ୍‌,ସବ୍‌କା ବିକାଶ ସମ୍ଭବ ହୋଇପାରିଛି। ଆସାମର ଦିଫୁ ଠାରେ ଗୁରୁବାର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଏଭଳି କହିଛନ୍ତିି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ବି ଆଙ୍ଗ୍ଲୋଙ୍ଗର...

ଏପ୍ରିଲ୍‌ ୨୯ରେ ଉତ୍ତର ଭାରତରେ ଧୂଳିଝଡ଼ ପୂର୍ବାନୁମାନ…

ନୂଆଦିଲ୍ଲୀ, ୨୮।୪ : ଭାରତର ଜାତୀୟ ରାଜଧାନୀ ଦିଲ୍ଲୀର ତାପମାତ୍ରା ଚଳିତ ସପ୍ତାହରେ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ପାଣିପାଗ ବିଭାଗ ପକ୍ଷରୁ ଏକ ଚେତାବନୀ ଜାରି ହୋଇଛି ଯେ ଚଳିତ ମାସର ଶେଷ ପର୍ଯ୍ୟନ୍ତ ଝାଞ୍ଜି ପବନ...

ବେଲଜିୟମ୍‌ରୁ ଆସୁଥିବା ଚକୋଲେଟ ସ୍ବାସ୍ଥ୍ୟପ୍ରତି ହାନୀକାରକ. ଡବ୍ଲ୍ୟୁଏଚ୍‌ଓ ଚେତାବନୀ…

ଜେନେଭା, ୨୮।୪ : ଚକୋଲେଟ ପ୍ରେମୀଙ୍କ ପାଇଁ ଏକ ଖରାପ ଖବର ଆସିଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ଚେତାବନୀ ଦେଇଛି ଯେ ବେଲଜିୟମରେ ପ୍ରସ୍ତୁତ ହେଉଥିବା ଏକ ବିଶେଷ ପ୍ରକାରର ଚକୋଲେଟ ଅତ୍ୟନ୍ତ ବିପଜ୍ଜନକ ଏବଂ...

ରାଜୀବ ଗାନ୍ଧୀ ହତ୍ୟା ମାମଲା, ୩୬ବର୍ଷ ଜେଲ୍‌ରେ ରହିବା ପରେ ହତ୍ୟାକାରୀଙ୍କୁ କାହିଁକି ମିଳିନି ମୁକ୍ତି, କେନ୍ଦ୍ର ସରକାରଙ୍କୁ ଏସ୍‌ସିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୨୮।୪ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ (ଏସ୍‌ସି) କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ୩୬ ବର୍ଷ କାରାଦଣ୍ଡ ଭୋଗୁଥିବା ଏଜି ପେରିଭାଲାନଙ୍କୁ କାହିଁକି ମୁକ୍ତ କରାଯାଇପାରିବ ନାହିଁ ବୋଲି କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି।...

ଶୀଘ୍ର ମିଳିବ ବୁଷ୍ଟର ଡୋଜ୍‌, ସମୟ ସୀମା ୯ ରୁ ୬ ମାସକୁ କମିବ…

ନୂଆଦିଲ୍ଲୀ, ୨୮।୪ : ଭାରତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଶୀଘ୍ର କୋଭିଡ ଟିକା ଏବଂ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟିକାଦାନ...

ପ୍ରବଳ ତାତିରେ ବିଦ୍ୟୁତ୍‌ ସଙ୍କଟ ଘନେଇଲା, ରେଳବାଇ ନେଲା ନୂଆ ପଦକ୍ଷପ …

ନୂଆଦିଲ୍ଲୀ, ୨୮।୪ : ଦେଶର ତାତି ଲଗାତାର ବୃଦ୍ଧି ପାଉଥିବାବେଳେ ବହୁ ସ୍ଥାନରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ବିଦ୍ୟୁତ୍‌ କାଟ ହେଉଥିବାରୁ ଅସହ୍ୟ ତାତିରେ ଲୋକେ ଛଟପଟ ହେଉଛନ୍ତି। ଉତ୍ତରପ୍ରଦେଶ,ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ସମେତ ବହୁ ରାଜ୍ୟ ବିଦ୍ୟୁତ ସଙ୍କଟ ଦେଇ...

୩ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୮।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାର ଟପିଛି। ଏହା ୩...

ସ୍କୋର୍ପିଓରୁ ୮୯ ଖଣ୍ଡା ଜବତ, ରାଜସ୍ଥାନରୁ ଆସୁଥିଲା ମହାରାଷ୍ଟ୍ର…

ଧୁଲେ, ୨୮।୪ : ମହାରାଷ୍ଟ୍ରର ଧୁଲେ ଜିଲାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଧୁଲେରେ ଏକ ସ୍କୋର୍ପିଓରୁ ୮୯ଟି ଖଣ୍ଡା ଏବଂ ଗୋଟିଏ ଛୁରୀ ଜବତ କରାଯାଇଛି। କୁହାଯାଉଛି ଯେ ଏସବୁ ରାଜସ୍ଥାନର ଚିତ୍ତରଗଡରୁ ଆସୁଥିଲା ଏବଂ ଏହାକୁ...

ମହାକାଶରୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଗୁପ୍ତଚରୀ, ପୁଟିନ୍‌ଙ୍କ ଯୋଜନାର ହେଉଛି ପର୍ଦ୍ଦାଫାଶ୍‌…

ନ୍ୟୁୟର୍କ/ମସ୍କୋ/କ୍ୱିଭ୍‌, ୨୮।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଗୁପ୍ତଚରୀ ମହକାଶରୁ କରାଯାଉଛି। ସାଟେଲାଇଟ୍‌ ଦ୍ୱାରା ଫଟୋ ଏବଂ ଭିଡ଼ିଓ ରେକର୍ଡିଂ କରାଯାଉଛି। ରୁଷିଆ ୟୁକ୍ରେନ୍‌ ଯୁଦ୍ଧରେ ସାଟେଲାଇଟ କ୍ୟାମେରା ପାଲଟିଛି ତୃତୀୟ ନୟନ। ଫଳରେ...

ଭାରତ-ପାକିସ୍ତାନର ଝାଞ୍ଜି ଯୋଗୁ ପୃଥିବୀର ପ୍ରତି ୫ ଜଣରେ ଜଣେ ପ୍ରଭାବିତ: ସର୍ଭେ ରିପୋର୍ଟ …

ଲଣ୍ଡନ, ୨୮।୪ : ଭାରତ ଏବଂ ପାକିସ୍ଥାନରେ ଝାଞ୍ଜି ପବନର ପ୍ରଭାବ ସମଗ୍ର ପୃଥିବୀ ଉପରେ ପଡ଼ିବା ଆରମ୍ଭ କରିଛି। ଏକ ରିପୋର୍ଟ ଅନୁସାରେ ପୃଥିବୀର ପ୍ରତି ୫ ଜଣରେ ଜଣେ ଲୋକ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ପରିବେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri