Tag Archives: Home Middle

ବିଦ୍ୟୁତ୍‌ କାଟ୍‌ ନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ପ୍ରବଳ ତାତି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଜୁଳି ବିତରଣ କମ୍ପାନୀଗୁଡ଼ିକ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ସମସ୍ୟା ଦେଖାଦେଇଥିବା...

ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ, ଗାଁରେ ପହଞ୍ଚିଲା ମରଶରୀର

ପାରଳାଖେମୁଣ୍ଡି,୨୫ା୪(ଡି.ଏନ୍‌.ଏ.): ତେଲେଙ୍ଗାନାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଯବାନ ଏମ୍‌ ରାମରାଜୁଙ୍କ ସିକନ୍ଦରାବାଦର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ତାଙ୍କ ମରଶରୀର ନିଜ ଗ୍ରାମ ଖରଶଣ୍ଡାରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ...

ଚନ୍ଦ୍ରରେ ଆଣବିକ ବିସ୍ଫୋରଣ କରିବାକୁ ଚାହୁଁଥିଲା ଆମେରିକା, ଗୁପ୍ତ ସୂଚନାର ପର୍ଦ୍ଦାଫାଶ୍‌…

ଓ୍ବାଶିଂଟନ, ୨୫।୪ : କେତେକ ଗୁପ୍ତ କାଗଜପତ୍ରରୁ ଜଣାପଡିଛି ଯେ ଆମେରିକା ଚନ୍ଦ୍ରରେ ଆଣବିକ ପରୀକ୍ଷଣ ଅନ୍ତର୍ଗତ ବିସ୍ଫୋରଣ କରିବାକୁ ଚାହୁଁଥିଲା। ଆମେରିକା ସରକାରଙ୍କ ଆଡଭାନ୍ସଡ ଏରୋସ୍ପେସ ଥ୍ରେଡ ଆଇଡେଣ୍ଟିଫିକେସନ ପ୍ରୋଗ୍ରାମ (ଏଏଟିଆଇପି)ର ପର୍ଦ୍ଦାଫାଶ୍‌ ହୋଇଥିବା ଗୁପ୍ତ କାଗଜପତ୍ରରେ ଏହା...

ଯୋଗୀ ସରକାରଙ୍କ ଯୋଜନା, ୨ ବର୍ଷରେ ୫୦ ମାଫିଆ-୧୨୦୦ କୋଟି ସମ୍ପତି ଜବତ ଲକ୍ଷ୍ୟ…

ଲକ୍ଷ୍ନୌ, ୨୫।୪ : ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଅପରାଧୀଙ୍କ ବିରୋଧରେ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଯାଉଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟର ୫୦ ବଡ ମାଫିଆଙ୍କୁ ସମ୍ପୂର୍ଣ୍ଣ ଭାବେ ଦମନ କରିବାକୁ ଏକ ଯୋଜନା...

ୟୁକ୍ରେନ୍‌ ମୃତକଙ୍କ ଶରୀରରେ ଧାତବ ତୀର, ପ୍ରଥମ ବିଶ୍ୱଯୁଦ୍ଧରେ ହୋଇଥିଲା ବ୍ୟବହାର…

କ୍ୱିଭ୍‌, ୨୫।୪ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ୬୧ ଦିନ ବିତିଛି। ରୁଷିଆ ବର୍ତ୍ତମାନ ଅଧିକ ଆକ୍ରମଣାତ୍ମକ ହୋଇପଡିଛି। ରୁଷିଆର ସୈନ୍ୟମାନେ ୟୁକ୍ରେନର ପୂର୍ବ ଭାଗ ଉପରେ ଆକ୍ରମଣ କରୁଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ...

ସାମନାରେ ପ୍ରଶ୍ନ, ରାଣା କିଏ, ସେ ଏତେ ଅହଂକାରୀ କିପରି ?…

ମୁମ୍ବାଇ, ୨୫।୪ : ହନୁମାନ ଚାଳିସା ପାଠକୁ ନେଇ ମହାରାଷ୍ଟ୍ରରେ ଜାରି ରହିଥିବା ବିବାଦ ଥମିବାର ନା ଧରୁନି। ଏହାକୁ ନେଇ ଶିବସେନା ପକ୍ଷରୁ ଭାଜପା ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଏନେଇ ଶିମସେନା ମୁଖପତ୍ର ସାମନାରେ ରାଣା କିଏ,...

ହିନ୍ଦୁତ୍ୱ ଏକ ସଂସ୍କାର, ମୋଦି-ଶାହାଙ୍କ ଘରେ ପାଠ କରାଯାଉ ହନୁମାନ ଚାଳିସା ପାଠ, କହିଲା ଶିବସେନା…

ମୁମ୍ବାଇ, ୨୫।୪ : ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ହନୁମାନ ଚାଳିସା ବିବାଦକୁ ନେଇ ଶିବସେନା ପକ୍ଷରୁ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଶିବସେନାର ମୁଖପତ୍ର ସାମାନାରେ ପ୍ରକାଶିତ ହୋଇଛି ଯେ, ଭାରତୀୟ ଜନତା ପାର୍ଟି ଦ୍ୱାରା ହିନ୍ଦୁତ୍ୱ ନାମରେ...

ପୁଣି ଫେରୁଛି କରୋନା…

ନୂଆଦିଲ୍ଲୀ, ୨୫।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୫୪୧ ରେ ପହଞ୍ଚିଛି।...

ବସ୍‌ ଜାଳିଦେଲେ ମାଓବାଦୀ

ମାଲକାନଗିରି,୨୫ା୪(ଡି.ଏନ୍‌.ଏ.): ମାଲକାନଗିରି ସୀମାରେ ପୁଣି ମାଓବାଦୀମାନେ ତାଣ୍ଡବ ରଚିଛନ୍ତି। ଏକ ଯାତ୍ରୀବାହୀ ବସ୍‌ରୁ ଯାତ୍ରୀମାନଙ୍କୁ ବାହାର କରି ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ କଣ୍ଟାଠାରୁ ୧୫ କିଲୋମିଟର ଦୂରରେ ଏକ ଯାତ୍ରୀବାହୀ ବସ୍‌ରେ ମାଓବାଦୀମାନେ ନିଆଁ...

୩୦ ଦିନରେ ୩୦ ପ୍ରତିଶ୍ରୁତି ପୂରଣ କଲେ ଯୋଗୀ…

ଲକ୍ଷ୍ନୌ, ୨୫।୪ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ପାଳିକୁ ଏକ ମାସ ବିତିଛିି। ଗତ ଏକ ମାସ ମଧ୍ୟରେ ସରକାର ନିଜର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ଏବଂ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ବହୁ ବଡ଼...

ବାପ-ପୁଅଙ୍କୁ ଗୁଳିମାଡ଼

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଭୁବନେଶ୍ବର ଜାଆଁଳାରେ ଘଟିଛି ଗୁଳିକାଣ୍ଡ। ସୁନାଦୋକାନୀଙ୍କୁ ଲୁଟ୍‌ ଉଦ୍ଦେଶ୍ୟରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ବାପ-ପୁଅ ଗୁରୁତର ହୋଇଛନ୍ତି। ସୂଚନାନୁସାରେ, ଦକ୍ଷିଣମୁଣ୍ଡ ମୁହାଣର ଭଗବାନ ସୁବୁଦ୍ଧି ଏବଂ ପୁଅ ଲୋକନାଥ ସୁବୁଦ୍ଧି ଦୋକାନ ବନ୍ଦ କରି ଘରକୁ...

ହିଜାବ୍‌ ପରେ ବାଇବେଲ ବିବାଦ…

ବେଙ୍ଗାଲୁରୁ, ୨୫।୪ : କର୍ନାଟକରେ ହିଜାବ ପରେ ଏବେ ବାଇବଲ ବିବାଦ ଆରମ୍ଭ ହୋଇଛି। ବେଙ୍ଗାଲୁରୁର ଏକ ବିଦ୍ୟାଳୟ ଅଭିଭାବକମାନଙ୍କୁ ପଚାରିଛି ଯେ ପିଲାମାନେ ବିଦ୍ୟାଳୟରେ ବାଇବଲ ଆଣିଲେ କିଛି ଆପତ୍ତି ଅଛି କି ? ପିତାମାତାଙ୍କ ମତ ଯାହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri