Tag Archives: Home Middle

ରାଜଧାନୀରେ ଅସହ୍ୟ ତାତି: ୪୩ ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି। ରବିବାର ଦିନ ସାଢେ ଦୁଇଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର...

୧୪୩ ସାମଗ୍ରୀର ଦାମ୍‌ ବଢ଼ିବା ଆଶଙ୍କା, ପାମ୍ପଡ଼-ଗୁଡ଼-ଚକୋଲେଟ ହୋଇପାରେ ମହଙ୍ଗା…

ନୂଆଦିଲ୍ଲୀ, ୨୪।୪ : ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ମାସରେ ହେବାକୁ ଥିବା ଜିଏସଟି ବୈଠକରେ ସରକାର ଜିଏସଟି ଦରରେ ପରିବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା। ଇଣ୍ଡିଆନ ଏକ୍ସପ୍ରେସର ଏକ ଖବର ଅନୁଯାୟୀ ସରକାର ପ୍ରାୟ ୧୪୩ଟି ଜିନିଷର ଜିଏସଟି...

ୟୁଜିସି ନିୟମରେ ପରିବର୍ତ୍ତନ, ଗୋଟିଏ ସମୟରେ ପଢ଼ିହେବ ଦୁଇ ପାଠ୍ୟକ୍ରମ…

ନୂଆଦିଲ୍ଲୀ, ୨୪।୪ : ଭାରତୀୟ ଛାତ୍ରୀଛାତ୍ରମାନେ ବର୍ତ୍ତମାନ ଡିପ୍ଲୋମା ଏବଂ ଗ୍ରାଜୁଏଶନ କିମ୍ବା ଗ୍ରାଜୁଏଶନ ଏବଂ ପୋଷ୍ଟ ଗ୍ରାଜୁଏଶନ କିମ୍ବା ଦୁଇଟି ଗ୍ରାଜୁଏଶନ ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗ ପାଇବାକୁ ଯାଉଛନ୍ତି। ଉଚ୍ଚଶିକ୍ଷାରେ ଏହି ନୂତନ ନିୟମରେ ପରିବର୍ତ୍ତନଗୁଡ଼ିକ ୟୁଜିସି...

କରୋନା ସଙ୍କଟ, ୨୭ ଏପ୍ରିଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ…

ନୂଆଦିଲ୍ଲୀ, ୨୪।୪ : ଦେଶରେ କରୋନା ସଙ୍କଟ ପୁଣି ବଢ଼ି ଚାଲିଛି। ୨୭ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକର...

ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛି ପ୍ରଯୁକ୍ତି ବିଦ୍ୟା, ଗାଁ ଲୋକେ କରୁଛନ୍ତି ଡିଜିଟାଲ ପେମେଣ୍ଟ…

ନୂଆଦିଲ୍ଲୀ, ୨୪।୪ : ଦେଶରେ ଡିଜିଟାଲୀକରଣ ଜାରି ରହିଛି। ଏହା ଦ୍ୱାରା ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି। ପ୍ରଯୁକ୍ତି ବିଦ୍ୟାର ବିକାଶ ଦ୍ୱାରା ଗାଁ ଲୋକେ ଏବେ ଡିଜିଟାଲ ପେମେଣ୍ଟ କରୁଛନ୍ତି ବୋଲଇ ୮୮ତମ ମାସିକ ରେଡିଓ କାର୍ଯ୍ୟକ୍ରମ...

ଅନୁଚ୍ଛେଦ ୩୭୦ ହଟିବା ପରେ ମୋଦିଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ, ୨୦ ହଜାର କୋଟିର ପରିଯୋଜନା ଉପହାର…

ଶ୍ରୀନଗର, ୨୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜମ୍ମୁ-କଶ୍ମୀରର ସାମ୍ବାରେ ପହଞ୍ଚିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ। ସେ ଏଠାରେ ପ୍ରାୟ ୨୦ ହଜାର କୋଟି ଟଙ୍କା ମୂଲ୍ୟର ପରିଯୋଜନାର...

ପାଣି ମୁନ୍ଦେ ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ

ମାଲକାନଗିରି,୨୪।୪(ଡି.ଏନ୍‌.ଏ.): ପ୍ରଚଣ୍ଡ ଗ୍ରୀଷ୍ମତାପକୁ ଜଳକଷ୍ଟ ଏବେ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପାନୀୟ ଜଳ ମୁନ୍ଦେ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସେମାନଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି। ଏପରି ଦେଖିବାକୁ ମିଳିଛି...

ମହମବତି ଆଲୋକରେ ଚାଲିଛି ପାଠପଢ଼ା

ଦାରିଙ୍ଗବାଡି,୨୪।୪ (ଡି.ଏନ.ଏ): ଦାରିଙ୍ଗବାଡ଼ି ଅଞ୍ଚଳରେ ଘନଘନ ବିଦ୍ୟୁତ୍‌ କାଟକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ ଯୋଗୁ ବ୍ୟବସାୟ ପ୍ରତିଷ୍ଠାନ ସମେତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଏକ ପ୍ରକାର ଠପ ହୋଇଯାଉଛି। ଆଉ...

କାହାକୁ ଫାଶୀ କାହାକୁ ନୁହେଁ, ଗାଇଡ୍‌ଲାଇନ୍‌ ଜାରି କରିବେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୪।୪ : ସୁପ୍ରିମକୋର୍ଟ କହିଛନ୍ତି ଯେ ଶୀଘ୍ର ଫାଶୀଦଣ୍ଡ ସମ୍ପର୍କରେ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯିବ। ଏହା ଅନ୍ତର୍ଗତ କାହାକୁ ଫାଶୀ ଦଣ୍ଡାଦେଶ ଦିଆଯିବ କାହାକୁ ନୁହେଁ ତାହା ସ୍ଥିର କରାଯିବ। ଯାହା ସମଗ୍ର ଦେଶର କୋର୍ଟ ପାଇଁ...

ମାସକରେ ୨୧ ଡାକ୍ତରଙ୍କ ବଦଳି, ନିଯୁକ୍ତି ନାହିଁ

ବ୍ରହ୍ମପୁର ଅଫିସ,୨୪।୪: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ ଲଗାତାର ସରକାରୀ ଅବହେଳାର ଶିକାର ହେଉଛି। ଏଠାରୁ ଅଭିଜ୍ଞ ଡାକ୍ତରମାନଙ୍କୁ ଅନ୍ୟତ୍ର ବଦଳି କରି ନିଆଯାଉଛି। କିନ୍ତୁ ତାଙ୍କ ସ୍ଥାନରେ ଆବଶ୍ୟକ ଡାକ୍ତର ନିଯୁକ୍ତି...

ଚାପରେ ସେନା ପକ୍ଷରୁ ଇଫତାର ପାର୍ଟି ପୋଷ୍ଟ ଡିଲିଟ୍‌ କରାଗଲା…

ଶ୍ରୀନଗର, ୨୪।୪ : ଦେଶରେ ମୌଳବାଦୀମାନଙ୍କର ପ୍ରାଧାନ୍ୟ ବଢ଼ିବାରେ ଲାଗିଛି। ମୌଳବାଦୀ ଗୋଷ୍ଠୀଙ୍କ ଚାପରେ ଭାରତୀୟ ସେନା ପକ୍ଷରୁ ଆୟୋଜିତ ହୋଇଥିବା ରୋଜା ଇଫତାର ପାର୍ଟି ପୋଷ୍ଟକୁ ସୋସିଆଲ ମିଡ଼ିଆରୁ ଡିଲିଟ କରାଯାଇଛି। ସେନା ଏଭଳି କରିବାsକୁ ବାଧ୍ୟ ହୋଇଥିବା...

ବିନା ଏଷ୍ଟିମେଟରେ ଚାଲିଛି ପକ୍କାଗୃହ ନିର୍ମାଣ

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲା ପୂର୍ତ୍ତବିଭାଗ ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମନମୁଖି ଭାବେ ଚାଲିଛି। ବିନା ଏଷ୍ଟିମେଟରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ନିର୍ମାଣାଧିନ ଏକ ଅଫିସ ଗୃହ କାର୍ଯ୍ୟ ବିନା ଟେଣ୍ଡରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri