Tag Archives: Home Middle

ଦିଲ୍ଲୀ ବୋଲରଙ୍କ ଚମତ୍କାର ବୋଲିଂ: ୧୧୫ ରନ୍‌ରେ ପଞ୍ଜାବ ଅଲ୍‌ଆଉଟ୍‌

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ଏବଂ ପଞ୍ଜାବ କିଙ୍ଗସ (ପିବିକେଏସ) ମଧ୍ୟରେ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୨୦ ଓଭରରେ ୧୧୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଫଳରେ ଦିଲ୍ଲୀ...

ସୋନପୁରରେ ଅଗ୍ନି ବର୍ଷା

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢ଼ିବାରେ ଲାଗିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଯେମିତି ଅଗ୍ନି ବର୍ଷୁଛି। ଏଥିରୁ ସୋନପୁର ଜିଲା ସବୁଠୁ ଊର୍ଦ୍ଧ୍ୱରେ ରହିଛି। ସମଗ୍ର ଦେଶରେ ରେକର୍ଡ କରିଥିବା ସୋନପୁର କ୍ରମାଗତ ଦିତୀୟ ଦିନରେ ରାଜ୍ୟର ସବୁଠୁ ଉତ୍ତପ୍ତ...

ଟସ୍‌ ଜିତିଲା ଦିଲ୍ଲୀ

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ପଞ୍ଜାବ କିଙ୍ଗସ (ପିବିକେଏସ)କୁ ଭେଟୁଛି। ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମିତ ମିସେଲ ମାର୍ଶଙ୍କ ସ୍ଥାନରେ ସରଫରାଜ ଖାନଙ୍କୁ ଦିଲ୍ଲୀ...

ରୁଷିଆରେ ଯୁଦ୍ଧର ପ୍ରଭାବ: ଦେଖାଦେଲାଣି ଚିକିତ୍ସା ଉପକରଣ ଅଭାବ

କ୍ୱିଭ୍‌,୨୦ା୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବାବେଳେ ଉଭୟଙ୍କୁ ମଧ୍ୟ ଏହାର ଭାର ବହନ କରିବାକୁ ପଡ଼ିବ। ଏହି ଯୁଦ୍ଧର ପ୍ରଭାବ ରୁଷିଆର ମଧ୍ୟ ସ୍ପଷ୍ଟ ଦେଖାଯାଉଛି। କହିବାକୁ ଗଲେ ରୁଷିଆ ହାତରେ, ଯେଉଁଠାରେ...

ଆଜିର ମ୍ୟାଚ୍‌କୁ ନେଇ ବଢିଲା ସସ୍‌ପେନ୍ସ

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ ଉପରେ କରୋନା ଛାୟା ପଡିଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ଖେଳାଳି ଜଣେ ବିଦେଶୀ ବୋଲି ଜଣାପଡିଛି। ଏହି...

ଲିଭ୍‌ ଇନ୍‌ ରିଲେଶନ ଯୋଗୁ ବୃଦ୍ଧି ପାଉଛି ଯୌନ ଅପରାଧ, କହିଲେ ହାଇକୋର୍ଟ…

ଭୋପାଳ, ୨୦।୪ : ଭାରତୀୟ ସାମ୍ବିଧାନିକ ଧାରା ୨୧ ଅନ୍ତର୍ଗତ ଲିଭ୍‌ ଇନ୍‌ ରିଲେଶନକୁ ସ୍ବୀକୃତି ପ୍ରଦାନ କରାଯାଇଛି। ତେବେ ଏହାଯୋଗୁ ସମାଜରେ ଯୌନ ଅପରାଧ ବୃଦ୍ଧି ପାଇବା ସହିତ କାମୁକ ବ୍ୟବହାରକୁ ବାଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି...

ସ୍କୁଲ ବସ୍‌କୁ ୪ ଲକ୍ଷ ଫାଇନ୍‌

କୋରାପୁଟ,୨୦ା୪(ସ୍ବ.ପ୍ର.): ଫିଟ୍‌ନେସ୍‌ ଯାଞ୍ଚ ବେଳେ ବୁଧବାର ଏକ ସ୍କୁଲ ବସ୍‌କୁ ଜରିମାନା ହୋଇଛି। ଏହି ବସ୍‌ ଉପରେ ପରିବହନ ବିଭାଗ ୪ ଲକ୍ଷ ଫାଇନ୍‌ କାଟିଛି। ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍‌କୁ ଏହି ଫାଇନ ହୋଇଛି। ଟ୍ୟାକ୍ସ...

ପୁଣି ଫେରିଲା କଟକଣା, ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା…

ନୂଆଦିଲ୍ଲୀ, ୨୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ସଂକ୍ରମଣ ହାର ପ୍ରତି ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ଦିଲ୍ଲୀ ସରକାରଙ୍କ ବିପର୍ଯ୍ୟୟ ପରିବାଳନା କର୍ତ୍ତୃପକ୍ଷ(ଡିଡିଏମ୍‌ଏ) ଙ୍କ ପକ୍ଷରୁ ବୁଧବାର ଏକ ବୈଠକରେ କରୋନା...

ଆଇଏନ୍‌ଏସ୍‌ ଭାଗଶୀର ଲୋକାର୍ପିତ…

ମୁମ୍ବାଇ, ୨୦।୪ : ଭାରତୀୟ ନୌସେନାର ମଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମିତ ପ୍ରୋଜେକ୍ଟ -୭୫ ର ଷଷ୍ଠ ସ୍କୋର୍ପିନ ଶ୍ରେଣୀର ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଭାଗଶୀର ବୁଧବାର ମୁମ୍ବାଇରେ ଲୋକାର୍ପିତ କରାଯାଇଛି। ପ୍ରୋଜେକ୍ଟ -୭୫ ଅନ୍ତର୍ଗତ ୪ ସ୍କୋର୍ପିନ...

ଚାଇନା ସାଗରରେ ଟ୍ରାଫିକ୍‌ ଜାମ୍‌…

ବେଜିଂ, ୨୦।୪ : ଚାଇନାରେ କରୋନା ପୁଣି କରୋନା ସଂକ୍ରମଣ ଯୋଗୁ ଏହାର ଆର୍ଥିକ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ରାଜଧାନୀ ସାଂଘାଇରେ ସର୍ବାଧିକ କ୍ଷତି ଘଟିଛି। କରୋନା ଯୋଗୁ ସାଂଘାଇରେ ଗତ ଏକ ମାସ ଧରି ଲକ୍‌ଡାଉନ୍‌...

ସଞ୍ଜୟ-ଏକନାଥଙ୍କ ଫୋନ୍‌ ଟ୍ୟାପିଂ ନେଇ ରାଜନୈତିକ ତାତି ବଢ଼ିଲା…

ମୁମ୍ବାଇ, ୨୦।୪ : ମହାରାଷ୍ଟ୍ରର ନେତାଙ୍କ ଫୋନ ଟ୍ୟାପ ବିଷୟକୁ ନେଇ ଏବେ ରାଜନୈତିକସ୍ତରରେ ତାତି ବଢ଼ିବା ଆରମ୍ଭ ହୋଇଛି। ମୁମ୍ବାଇ ପୋଲିସର ସୂତ୍ରରୁ ପ୍ରକାଶ ଯେ ଶିବସେନା ନେତା ସଞ୍ଜୟ ରାଉତ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ନେତା ଏକନାଥ...

ମୋଦିଙ୍କୁ ଘେରିଲେ ରାହୁଲ, ଘୃଣାର ବୁଲଡୋଜରକୁ ବନ୍ଦ କରି ପାୱାର ପ୍ଲାଣ୍ଟ ଆରମ୍ଭ କରନ୍ତୁ…

ନୂଆଦିଲ୍ଲୀ, ୨୦।୪ : ଜାହାଙ୍ଗୀରପୁରୀରେ ବୁଲଡୋଜର ଚଳାଇବା ଏବଂ ଦେଶରେ କୋଇଲା ସଙ୍କଟ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି। ରାହୁଲ ଗାନ୍ଧୀ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ୮ ବର୍ଷର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri