Tag Archives: Home Middle

୩୦୦ ନିର୍ବାଚନୀ ହିଂସା ବେଘରଙ୍କ ପୁନର୍ବାସ ପାଇଁ କମିଟି ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ …

କୋଲକାତା, ୧୯।୪ : ପଶ୍ଚିମବଙ୍ଗ ନିର୍ବାଚନ ହିଂସାରେ ବେଘର ହୋଇଥିବା ୩୦୦ ଲୋକଙ୍କ ପୁନର୍ବାସ ପାଇଁ ସମିତି ଗଠନ କରିବାକୁ ମଙ୍ଗଳବାର କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଦୁଇ ଜଣିଆ କମିଟି ଗଠନ କରିବାକୁ ହାଇକୋର୍ଟ କହିଛନ୍ତି।...

ନିଯୁକ୍ତି କ୍ଷେତ୍ର ଚଳଚଞ୍ଚଳ, ମାର୍ଚ୍ଚରେ ୬ ପ୍ରତିଶତ ବୃଦ୍ଧି, ମୁମ୍ବାଇ-କୋଏମ୍ବାଟୁରରେ ଅଧିକ…

ନୂଆଦିଲ୍ଲୀ, ୧୯।୪ : ଏକ ରିପୋର୍ଟ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଘଟିଛି। ଏହା ସହିତ, ଚାକିରୀ ବଜାର ମଧ୍ୟ ସ୍ବାଭାବିକ ସ୍ଥିତିକୁ ଫେରିବାରେ ଲାଗିଛି। ଇତିମଧ୍ୟରେ ବିଭିନ୍ନ କମ୍ପାନୀ...

କରୋନା ସଙ୍କଟ, ଡିସି-ପିବିକେଏସ୍‌ ମ୍ୟାଚ୍‌ ପୁଣେରୁ ମୁମ୍ବାଇ ସ୍ଥାନାନ୍ତର…

ମୁମ୍ବାଇ, ୧୯।୪ : ଆଇପିଏଲ ୨୦୨୨ରେ କରୋନା ସଂକ୍ରମଣ ଘଟିଛି। ସୋମବାର ଦିନ ଦିଲ୍ଲୀ କ୍ୟାପିଟାଲର ଖେଳାଳି ମିଚେଲ ମାର୍ଶ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ବ୍ୟତୀତ ଦଳର ଫିଜିଓ ପାଟ୍ରିକ ଫରହାର୍ଟ ଏବଂ ଦଳର ଡାକ୍ତର ସାଲଭି...

ଆଶିଷଙ୍କୁ ଦୋହରା ଝଟ୍‌କା, ୨୬ ଏପ୍ରିଲ୍‌ରେ ଜିଲା ଅଦାଲତରେ ଅଭିଯୋଗ ଶୁଣାଣି…

ନୂଆଦିଲ୍ଲୀ, ୧୯।୪ : ଲଖିମପୁର ଖେରୀର ତିକୁନିଆ ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଦୋହରା ଝଟ୍‌କା ଲାଗିଛି। ବର୍ତ୍ତମାନ, ଜିଲା କୋର୍ଟରେ ଅଭିଯୋଗର ଅଭିଯୋଗ ଶୁଣାଣି ପାଇଁ ୨୬ ଏପ୍ରିଲକୁ ସ୍ଥିର ହୋଇଛି। ଏହା ପୂର୍ବରୁ ଆଶିଷ ମିଶ୍ରଙ୍କୁ...

ଆବୁ ସାଲେମ ମାମଲା, ଆଡ଼ଓ୍ବାଣୀଙ୍କ ପ୍ରତିଶ୍ରୁତି ହେବ ପୂରଣ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୧୯।୪ : ମୁମ୍ବାଇ ସିରିଏଲ୍‌ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଅବୁ ସାଲେମଙ୍କ ମାମଲାକୁ ନେଇ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ କହିଛନ୍ତି ଯେ, ତତ୍‌କାଳୀନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଓ୍ବାଣୀଙ୍କ ପ୍ରତିଶ୍ରୁତି ପାଳନ କରାଯିବ। ଆବୁ ସାଲେମଙ୍କ ମୁକ୍ତ ନେଇ...

ସ୍କୁଲ ନିକଟରେ ବିସ୍ଫୋରଣ: ୬ ମୃତ, ଅନେକ ଆହତ

କାବୁଲ,୧୯।୪:ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଟ୍ରେନିଂ କେନ୍ଦ୍ର ଏବଂ ସ୍କୁଲ ନିକଟରେ ଆକ୍ରମଣ କରାଯାଇଛି। ଶିଆ ସମ୍ପ୍ରଦାୟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକେ ଆହତ...

‘ଇଣ୍ଡିଆନ୍‌ ସ୍ମାର୍ଟ ସିଟିଜ୍‌ ଆଓ୍ବାର୍ଡ’ ପ୍ରତିଯୋଗିତାରେ ଭୁବନେଶ୍ୱର ଦ୍ୱିତୀୟ

ଭୁବନେଶ୍ୱର, ୧୯।୪(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ମିଳିଛି ଆଉ ଏକ ସଫଳତା। ସୁରଟଠାରେ ଅନୁଷ୍ଠିତ ‘ଇଣ୍ଡିଆନ୍‌ ସ୍ମାର୍ଟ ସିଟିଜ୍‌ ଆଓ୍ବାର୍ଡ କଣ୍ଟେଷ୍ଟ’ (ଆଇଏସ୍‌ଏସି)ର ସାମାଜିକ ଦୃଷ୍ଟିକୋଣ ବର୍ଗରେ ସୋସିଆଲି ସ୍ମାର୍ଟ ଭୁବନେଶ୍ୱର ପ୍ରୋଜେକ୍ଟ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଦେଶର ୧୦୦ଟି ସ୍ମାର୍ଟ...

ପୁଣି ବଢିଲା ଯାତ୍ରୀବାହୀ ବସ୍‌ ଭଡ଼ା

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ପୁଣି ବଢିଲା ଯାତ୍ରୀବାହୀ ବସ୍‌ ଭଡ଼ା। ଅଟୋମେଟିକ ମେକାନିଜିମ୍‌ ଆଧାରରେ ବସ୍‌ ଭଡ଼ା ବଢିଛି। ତେବେ ବସ୍‌ ଭଡ଼ା ବୃଦ୍ଧି ନେଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ସୂଚନା ଦେଇଛନ୍ତି। ସାଧାରଣ ଓ ଏକ୍ସପ୍ରେସ ବସ୍‌...

ଜାହାଙ୍ଗୀରପୁରୀ ହିଂସା, ୫ ପ୍ରଶ୍ନ ଘେରରେ ପୋଲିସ…

ନୂଆଦିଲ୍ଲୀ, ୧୮।୪ : ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରେ  ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହିଂସା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ହିଂସାର ଦୁଇ ବଡ଼ ଅଭିଯୁକ୍ତ ଅନସର ଏବଂ ଅସଲାମଙ୍କ...

ପାକିସ୍ତାନ-ବାଂଲାଦେଶ ସୀମାରେ ବଢ଼ିବ କଡ଼ା ପହରା…

ନୂଆଦିଲ୍ଲୀ, ୧୮।୪ : ଅନୁପ୍ରବେଶକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ କଡ଼ା ପହରା ପାଇଁୟ ଯୋଜନା କରାଯାଇଛି। ଏହା ଅନ୍ତର୍ଗତ ଚଳିତ ବର୍ଷର ସାଢ଼େ ତିନି ମାସ ମଧ୍ୟରେ ପ୍ରାୟ ୯,୫୦୦ରୁ ଅଧିକ...

କ୍ୟାଣ୍ଡେଲ, ମୋବାଇଲ ଆଲୁଅରେ ଚିକିତ୍ସା

ପୋଲସରା,୧୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ରବିବାର ସନ୍ଧ୍ୟାରେ ବିଦ୍ୟୁତ୍‌ କାଟ ହୋଇଥିବା ବେଳେ କ୍ୟାଣ୍ଡେଲ ଓ ମୋବାଇଲ ଫୋନ୍‌ ଆଲୁଅରେ ରୋଗୀ ଚିକିତ୍ସା କରାଯାଇଛି। ଏପରିକି ଜଣେ ମହିଳାଙ୍କ ପ୍ରସବ ମଧ୍ୟ କରାଯାଇଛି। ପୋଲସରା...

ପାକିସ୍ତାନ ଉପରେ ୪୨,୭୪୫ ଶହ କୋଟିରୁ ଅଧିକ ଋଣ ବୋଝ…

ଇସଲାମାବାଦ୍‌, ୧୮।୪ : ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଉପରେ ଋଣ ବୋଝ ବଢ଼ିବାରେ ଲାଗିଛି। ଏବେ ପାକିସ୍ତାନର ମୋଟ ଋଣ ପରିମାଣ ୪୨,୭୪୫ ଶହ କୋଟି ଟଙ୍କାରେ ପହଞ୍ଚିଛି। ଏହା ସହିତ ପାକିସ୍ତାନର ନୂତନ ସରକାର ପୁଣି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri