Tag Archives: Home Middle

ତାତିରୁ ମିଳିବ ଆଶ୍ବସ୍ତି, ଆସନ୍ତା ୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ୱର,୨୯।୫: ଭାରତର ଅନେକ ରାଜ୍ୟରେ ଏବେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ...

ମୋ’ ଉପରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ରହିଛି: ନବୀନ

ଭୁବନେଶ୍ୱର,୨୯ା୫: ଚଳିତ ସାଧାରଣ ନିର୍ବାଚନରେ ବିଜେଡି-ଭାଜପା କଡ଼ା ଟକ୍କର ଚାଲିଛି। ଭାଜପା ବିଜେଡିକୁ ଟାର୍ଗେଟ୍‌ କରୁଥିବା ବେଳେ ବିଜେଡି ଭାଜପାକୁ ଟାର୍ଗେଟ୍‌ କରୁଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିରୋଧୀଙ୍କୁ ଛାଡ଼ି ନାହାନ୍ତି। ବିରୋଧୀଙ୍କ ମନ୍ତବ୍ୟକୁ ନେଇ...

ବିକାଶ ନାଁରେ ବିଶ୍ୱାସଘାତ କରିଛି ବିଜେଡି: ମୋଦି

ରେମୁଣା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବାଲେଶ୍ୱର ଜିଲାର ରେମୁଣାଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏଠାରେ ଆୟୋଜିତ ଜନସମାବେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଓଡ଼ିଶା ଲୋକଙ୍କ ଭଲପାଇବାକୁ ମୁଁ...

ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି ବାହାର ନେତା, ଜବାବ ଦେବେ ଓଡ଼ିଶାବାସୀ: ନବୀନ

ଭୁବନେଶ୍ୱର,୨୯।୫: ପୁଣି ଏକ ଭିଡିଓ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ‘ବିରୋଧୀ ନେତା ମୋତେ ଅଶାଳୀନ ବ୍ୟବହାର କରୁଛନ୍ତି। ଯାହା ମାତେ କଷ୍ଟ ଦେଇଛି।’ ନବୀନ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରି ଆହୁରି କହିଛନ୍ତି, ‘ସାଢେ ୪...

ନବୀନଙ୍କ ସ୍ବାସ୍ଥ୍ୟ ନେଇ ମୋଦିଙ୍କ ବଡ଼ ଖୁଲାସା, କହିଲେ ହୋଇଛି ବଡ଼ ଷଡଯନ୍ତ୍ର!

ବାରିପଦା,୨୯।୫: ମୟୂରଭଞ୍ଜର ବାରିପଦାରେ ପହଞ୍ଚି ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବଡ଼ ଖୁଲାସା କରିଛନ୍ତି। ମୋଦି କହିଛନ୍ତି, ‘ନବୀନଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ହୋଇଛି।...

ବାରିପଦାରୁ ହୁଙ୍କାର ଭରିଲେ ମୋଦି, ବିଜେଡି ଉପରେ ବର୍ଷିଲେ

ବାରିପଦା,୨୯।୫: ବାରିପଦାରେ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାରେ ପୁଣିଥରେ ଭାଜପା ସରକାର କରିବ କହି ବାରିପଦା ମାଟିରୁ ହୁଙ୍କାର ଭରିଛନ୍ତି। ମୋଦିଙ୍କର ଆଜି ଓଡ଼ିଶାରେ ନିର୍ବାଚନ ପ୍ରଚାରର ଶେଷ ଦିନ ଥିବାବେଳେ ବିଜେଡିକୁ ଟାର୍ଗେଟ କରିଛନ୍ତି। ଭାଷଣ ଆରମ୍ଭରୁ ରାଜ୍ୟରେ...

ନବୀନଙ୍କ ପାଖରେ ବସି ଏ କ’ଣ କରୁଥିଲେ ପାଣ୍ଡିଆନ୍‌, ପୁଣି ଭାଇରାଲ ହେଲା ଆଉ ଏକ ଭିଡିଓ…

ଭୁବନେଶ୍ୱର,୨୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳର ନେତା କାର୍ତ୍ତିକ ପାଣ୍ଡିଆନ୍‌ ଗୋଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓଟିକୁ ରାଜ୍ୟ ଭାଜପା ପକ୍ଷରୁ ଜାରି କରାଯିବା ସହ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଅପମାନକୁ କଦାପି ବରଦାସ୍ତ...

ବାରିପଦାରେ ଫାଇନାଲ କହିଦେଲେ ମୋଦି, କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ବାରିପଦା,୨୯।୫: ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୁଧବାର ବାରିପଦାରେ ପହଞ୍ଚିବା ସହ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ‘ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ। ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ...

୩ ପିଲାଙ୍କ ଉପରେ କାର୍‌ ଚଢାଇଦେଲେ ବ୍ରିଜଭୂଷଣ ସିଂହଙ୍କ ପୁଅ, ଘଟଣାସ୍ଥଳରୁ ଫେରାର

ନୂଆଦିଲ୍ଲୀ,୨୯।୫: ପିଲାଙ୍କ ଉପରେ ଚଢିଗଲା ଭାଜପା ଏମପି ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅଙ୍କ କାର୍କେଡ। ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ୨ ପିଲା। ବ୍ରିଜଭୂଷଣ ସିଂହଙ୍କ ପୁଅ ତଥା ଭାଜପା ପ୍ରାର୍ଥୀ କରଣ ଭୂଷଣ ଶରଣ ସିଂହଙ୍କ କାର୍କେଡରେ ସାମିଲ ଥିବା...

‘ଆମେ ମଇଦାନରେ ଝଗଡା କରୁ’; ମୋଦି କହିଲେ, ରାହୁଲ-ସୋନିଆଙ୍କ କିଛି ଅସୁବିଧା ହେଲେ…

ନୂଆଦିଲ୍ଲୀ,୨୯।୫: ବିରୋଧୀ ଦଳର କେଉଁ ନେତାଙ୍କୁ ଆପଣ ବହୁତ ପସନ୍ଦ କରନ୍ତି? ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏ ସମ୍ପର୍କରେ ଖୁଲାସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚରାଯାଇଥିଲା କି, ବିରୋଧୀ ଦଳର କେଉଁ...

କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା ଲାଗିଛି। ମଧ୍ୟବର୍ତ୍ତୀକାଳୀନ ଜାମିନ ବୃଦ୍ଧି କରିବାକୁ ସେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି କୋର୍ଟ। କେଜରିୱାଲଙ୍କ ଆବେଦନକୁ କୋର୍ଟ ରେଜିଷ୍ଟ୍ରି ମନା କରିଦେଇଛନ୍ତି। ଯେହେତୁ...

ଡିଏସ କୁଟ୍ଟେଙ୍କ ନିଲମ୍ବନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ପାଣ୍ଡିଆନ, ପ୍ରେସମିଟ୍‌ କରି କହିଦେଲେ ଭିତିରି କଥା

ଭୁବନେଶ୍ୱର,୨୯।୫: IPS ଅଫିସର ଡିଏସ କୁଟ୍ଟେଙ୍କ ନିଲମ୍ବନ ନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସକାଳୁ ସକାଳୁ ପ୍ରେସମିଟ୍‌ କରି ସେ କହିଛନ୍ତି, ‘ଭାଜପା ଯାହା ଚାହୁଁଛି ତାହା କରୁଛି। କୁଟ୍ଟେଙ୍କୁ ଏପରି ଭାବେ ନିଲମ୍ବନ କରିବା,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri