Tag Archives: Home Middle

ଓଡ଼ିଶାରେ ସରକାର ଗଢ଼ି ଇତିହାସ ରଚିବ ଭାଜପା: ନଡ୍ଡା

ଓଡ଼ିଶାରେ ଲୋକ ସଭା ଓ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଜୋରଦାର ଚାଲିଛି। ରାଜ୍ୟରେ ଭାଜପା ଅଦ୍ୟାବଧି କ୍ଷମତା ହାସଲ କରିପାରି ନ ଥିବାବେଳେ ଚଳିତ ନିର୍ବାଚନରେ କେନ୍ଦ୍ରୀୟ ନେତା ଆକଳନ କରୁଛନ୍ତି ଯେ, ସେମାନଙ୍କ ଦଳ ଏଥର ନିଶ୍ଚୟ...

କିଏ ଏହି IPS DS Kutey, ଯାହାଙ୍କୁ ନେଇ ରାଜ୍ୟରେ ଚହଳ

ଭୁବନେଶ୍ୱର,୨୮।୫: ନିଲମ୍ବିତ ହୋଇଛନ୍ତି IPS ଅଫିସର ଡିଏସ କୁଟ୍ଟେ। IPS କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଭାରତୀୟ ନିର୍ବାଚନ କମିଶନର (ECI)। CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ ଡିଏସ କୁଟ୍ଟେ। ପୁରା ନାଁ ଧିରେନ୍ଦ୍ର ସମ୍ଭାଜି କୁଟ୍ଟେ (Dhirendra...

IPS ଅଫିସର ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିର୍ଦ୍ଦେଶ ଦେଲେ ଇସିଆଇ

ଭୁବନେଶ୍ୱର,୨୮।୫: ବରିଷ୍ଠ IPS ଅଫିସର ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର। ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ। ଆଶିଷ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ...

IPS ଡିଏସ କୁଟ୍ଟେ ସସପେଣ୍ଡ

ଭୁବନେଶ୍ୱର,୨୮।୫: IPS ଅଫିସର ଡିଏସ କୁଟ୍ଟେ ସସପେଣ୍ଡ। IPS କୁଟ୍ଟେଙ୍କୁ ସସପେଣ୍ଡ କଲେ ଭାରତୀୟ ନିର୍ବାଚନ କମିଶନର (ECI)। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। CMOରେ ସ୍ପେଶାଲ ସେକ୍ରେଟାରୀ...

ଇଭିଏମ ଭଙ୍ଗା ଘଟଣା: ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଇଭିଏମ ଭଙ୍ଗା ଘଟଣା: ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭୁବନେଶ୍ୱର,୨୮।୫: ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଇଭିଏମ ମେସିନ ଭଙ୍ଗା ଘଟଣାକୁ ନେଇ ରାଜ୍ୟ ରାଜନୀତି...

ସଭାରେ ଆଦାନୀଙ୍କ ନାଁ ନେଉ ନେଉ ମୁଣ୍ଡରେ ବୋତଲେ ପାଣି ଢାଳିଦେଲେ ରାହୁଲ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୮।୫: ଶେଷ ପର୍ଯ୍ୟାୟରେ ନିର୍ବାଚନ। ନିର୍ବାଚନ ସରି ସରି ଆସୁଥିବାବେଳେ ସେତିକି ରୋଚକ ହେଉଛି। ଦେଶରେ ଗ୍ରୀଷ୍ମ ଲହରୀ ପାରା ଛୁଇଁଥିବାବେଳେ ଏହି ଲୋକ ସଭା ନିର୍ବାଚନରେ ସେତିକି ଧୂଆଁଧାର ପ୍ରଚାର କରୁଛନ୍ତି ନେତା। ଏହାରି ଭିତରେ କଂଗ୍ରେସ ନେତା...

ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଟାଣିନେବା ଭିଡିଓ, ଜୋରଦାର କାଉଣ୍ଟର କଲେ ନବୀନ

ଭୁବନେଶ୍ୱର,୨୮।୫: ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଟାଣିନେବା ଭିଡିଓ ଭାଇରାଲ ହେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ଆସାମ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପାଇଁ ଭାଜପାର ଷ୍ଟାର ପ୍ରଚାରକ ହିମନ୍ତ ବିଶ୍ୱ ଶର୍ମା ନିଜ ‘ଏକ୍ସ’ ଆକାଉଣ୍ଟରେ ନବୀନ ଏବଂ...

ସମୁଦ୍ର ଭିତରେ ୪୮ ଘଣ୍ଟା ପାଇଁ ଧ୍ୟାନରେ ବସିବେ ମୋଦି

ନୂଆଦିଲ୍ଲୀ,୨୮।୫,ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ମୋଦି। ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ। ମେ ୩୦ରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଯାଉଛି। ପ୍ରଚାର ଶେଷ ହେବା ପରେ ମୋଦି ୪୮ ଘଣ୍ଟା ପାଇଁ...

ବଢିଲା ଆତିଶୀଙ୍କ ଅଡୁଆ, ସମନ କଲେ କୋର୍ଟ

ନୂଆଦିଲ୍ଲୀ,୨୮।୫: ବଢିଲା ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ଅଡୁଆ। ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ହାଜର ହେବାକୁ ସମନ କରିଛନ୍ତି। ଦିଲ୍ଲୀ ଭାଜପାର ମିଡିଆ ମୁଖ୍ୟ ପ୍ରବୀଣ ଶଙ୍କର କପୁର ରୁଜୁ କରିଥିବା ମାନହାନୀ ମାମଲାରେ କୋର୍ଟ ଏପରି...

‘ମୁଖ୍ୟମନ୍ତ୍ରୀଙ୍କୁ କିଭଳି ନିୟନ୍ତ୍ରଣ କରାଯାଉଛି ଦେଖି ହତଚକିତ ହୋଇଯାଉଛି’; ଭିଡିଓ ଶେୟାର କରି ପାଣ୍ଡିଆନଙ୍କୁ ଟାର୍ଗେଟ କଲେ…

ଭୁବନେଶ୍ୱର,୨୮।୫: ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଗୋଟିଏ ପଟେ ଦୀର୍ଘ ୨୫ ବର୍ଷର ଶାସନ କ୍ଷମତା ସହ ବିଜେଡି ପୁଣିଥରେ କ୍ଷମତାକୁ ଫେରିବାର ଆଶା ରଖିଥିବା ବେଳେ ଭାଜପା ଏହାକୁ...

ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ଜଣାପଡ଼ିଲା ପ୍ରଶାନ୍ତ ଜଗଦ୍ଦେବଙ୍କ ସାଂଘାତିକ ସତ

ଭୁବନେଶ୍ୱର,୨୮।୫, EVM ଭାଙ୍ଗିବା ଅଭିଯୋଗ ମାମଲାରେ ଅଭିଯୁକ୍ତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପ୍ରଶାନ୍ତ ଇଭିଏମ ଭାଙ୍ଗିଛନ୍ତି କି ନାହିଁ ତାକୁ ନେଇ ସାଂଘାତିକ ସତ ଜଣାପଡିଛି। ପ୍ରଶାନ୍ତ ଜଗଦ୍ଦେବ କାଉଁରିପାଟଣା ବୁଥରେ ଭୋଟ ଦେଉଥିବା...

ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ, ରାତି ସାଢ଼େ ୮ଟା ପରେ ଦୋକାନ ବଜାର ବନ୍ଦ

ଗଞ୍ଜାମ,୨୮।୫: ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ । ଜୁନ ୪ ତାରିଖ ପର୍ଯ୍ୟନ୍ତ ରାତି ସାଢ଼େ ୮ଟା ପରେ ସବୁ ଦୋକାନ ବଜାର ବନ୍ଦ ରହିବ ବୋଲି ପୋଲିସ କହିଛି। ରାତି ସାଢ଼େ ୮ଟା ପରେ ଗଞ୍ଜାମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri