Tag Archives: Home Middle

ଚାଇନାରେ ଓମିକ୍ରନ୍‌ ଅଣାୟତ୍ତ, ଆର୍ଥିକ ସ୍ଥିତି ସଙ୍କଟରେ…

ବେଜିଂ,୨୧।୩ : ଚାଇନାରେ ଓମିକ୍ରନ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଏହା ଦ୍ୱାରା ଆର୍ଥିକ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।...

ଉତ୍ତରାଖଣ୍ଡରେ କାହା ମୁଣ୍ଡରେ ସୁନା କଳସ ? ମୁଖ୍ୟମନ୍ତ୍ରୀ ଦୌଡ଼ରେ ୭ ଜଣ…

ଡେରାଡୁନ୍‌,୨୧।୩ : ଉତ୍ତରାଖଣ୍ଡରେ କିଏ ହେବ ମୁଖ୍ୟମନ୍ତ୍ରୀ, ସେନେଇ ସସ୍‌ପେନ୍ସ ଜାରି ରହିଛି। ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ଏହାକୁ ନେଇ ଚର୍ଚ୍ଚା ଜାର ରହିଛି। ସୋମବାର ଅନୁଷ୍ଠିତ ହେବାକୁ ଥିବା ଭାଜପା ବିଧାନସଭା ବିଧାୟକ ଦଳର...

୪୦ ଡିଗ୍ରୀ ଉପରେ ୫ ସହର

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ରାଜ୍ୟରେ ଅସମ୍ଭାଳ ହେଉଛି ଖରା ତାତି। ରବିବାର ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ଟିଟିଲାଗଡ଼ ୪୧.୪ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଅନ୍ୟ ୪ ସହର ମଧ୍ୟରେ ବଲାଙ୍ଗୀର ୪୧,...

କୋଭିଶିଲ୍ଡ ଡୋଜ୍‌ ମଧ୍ୟରେ ବ୍ୟବଧାନ ହ୍ରାସ

ନୂଆଦିଲ୍ଲୀ,୨୧।୩ : ଭାରତର ଜାତୀୟ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କୋଭିଶିଲ୍ଡର ଦୁଇ ଡୋଜ୍‌ ମଧ୍ୟରେ ବ୍ୟବଧାନ ହ୍ରାସ କରିବା ଲାଗି ଏନ୍‌ଟିଏଜିଆଇ (ନ୍ୟାଶନାଲ ଟେକ୍‌ନିକାଲ ଆଡଭାଇଜରୀ ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେଶନ) ସୁପାରିସ୍‌ କରିଛି। ପ୍ରଥମ ଡୋଜ୍‌ କୋଭିଶିଲ୍ଡ...

ବେଙ୍ଗାଲୁରୁରେ ପହଞ୍ଚିଲା ନବୀନଙ୍କ ମୃତ ଶରୀର

ବେଙ୍ଗାଲୁରୁ,୨୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୫ ଦିନ ପୂରଣ ହୋଇ ସାରିଛି । ଏହାରି ଭିତରେ ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ଦେଶର ହଜାର ହଜାର ସେନା ଶହୀଦ ହୋଇ ସାରିଲେଣି । ମାର୍ଚ୍ଚ...

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆଜି ଅର୍ଥାତ୍‌ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଘରେ ଏବଂ ହୋଟେଲରେ ପଖାଳ ମଜା ଉଠାଇଛନ୍ତି ଲୋକେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜେ ପଖାଳ ଖାଇ ଲୋକଙ୍କୁ ପଖାଳ ଦିବସର...

ଉତ୍ତରାଖଣ୍ଡ ସରକାର ଗଠନ ନେଇ ଦିଲ୍ଲୀରେ ମାନସମନ୍ଥନ, ମୁଖ୍ୟମନ୍ତ୍ରୀ ରେସ୍‌ରେ ଧାମି ଆଗରେ

ଡେରାଡୁନ,୨୦ା୩: ଉତ୍ତରାଖଣ୍ଡ ସରକାର ଗଠନ ପାଇଁ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସୂଚନାନୁସାରେ ଭବିଷ୍ୟତର ମୁଖ୍ୟମନ୍ତ୍ରୀଙ୍କ ନାମ ସମ୍ପର୍କରେ ଦଳର ବରିଷ୍ଠ ନେତାମାନେ ଏହି...

ଆର୍ଟ ସ୍କୁଲ୍‌ ଉପରେ ବୋମାବର୍ଷା, ୪୦୦ ଛାତ୍ରୀଛାତ୍ର-ଲୋକେ ଆଶ୍ରୟ ନେଇଥିଲେ…

ମସ୍କୋ/କ୍ୱିଭ୍‌,୨୦।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ୨୫ ଦିନ ବିତିଛି। କିଛି ଦିନ ତଳେ ରୁଷିଆ ଯୁଦ୍ଧ ବିମାନ ମାରିଆପୋଲର ଡ୍ରାମା ଥିଏଟର ଉପରେ ବୋମା ବର୍ଷା କରିଥିଲା। ପୁଣି ଏବେ ମାରିଆପୋଲ ସହରର ଏକ...

ଡ୍ରେନ୍‌ ପାଣିରୁ ଚିହ୍ନଟ ହେବ କରୋନା ଭୂତାଣୁ, ୨୫ ସହରରେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୦।୩ : ବର୍ତ୍ତମାନ ସୁଦ୍ଧା ଦେଶରେ କେବଳ କରୋନା ଭୂତାଣୁ କେବଳ ମାନବ ନମୁନା ସଂଗ୍ରହ ଦ୍ୱାରା ଚିହ୍ନଟ ହେଉଥିଲ। କିନ୍ତୁ ଆସନ୍ତା ସପ୍ତାହରୁ ଦେଶରେ କରୋନା ଭୂତାଣୁ ଚିହ୍ନଟ କରିବା ପାଇଁ ଡ୍ରେନ୍‌ ଏବଂ ନାଳ ନର୍ଦ୍ଦମା ପାଣିର...

ହିଜାବ ବିବାଦ ନଥମୁଣୁ ଏବେ ଶ୍ରୀମଦ ଭଗବଦ ଗୀତା…

ବେଙ୍ଗାଲୁରୁ,୨୦।୩ : କର୍ନାଟକରେ ହିଜାବ ବିବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ସମ୍ପୂର୍ଣ୍ଣ ଥମିନାହିଁ। ଏହା ଏବେ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। ଏପରିସ୍ଥଳେ ଏବେ ଗୁଜୁରାଟ ଶୈଳୀରେ ବିଦ୍ୟାଳୟ ପାଠ୍ୟକ୍ରମରେ ଶ୍ରୀମଦ ଭଗବଦ ଗୀତା ପଢ଼ାଯିବା ନେଇ ବିବାଦ ଆରମ୍ଭ ହୋଇଛି।...

କିଶିଦାଙ୍କୁ କୃଷ୍ଣ ପଙ୍ଖି ଉପହାର ଦେଲେ ମୋଦି…

ନୂଆଦିଲ୍ଲୀ,୨୦।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କୁ ’କୃଷ୍ଣ ପଙ୍ଖି’ ଉପହାର ଦେଇଛନ୍ତି। ଏହା ଚନ୍ଦନ କାଠରେ ନିର୍ମିତ ଏବଂ ଏହାର ପାର୍ଶ୍ୱରେ ଭଗବାନ ଶ୍ରୀକୃଷ୍ଣଙ୍କର ବିଭିନ୍ନ ସ୍ଥିତିକୁ ଚିତ୍ରଣ କରୁଥିବା...

ରୁଷିଆ ପ୍ରତି ଅର୍ଥ ବ୍ୟବସ୍ଥାରୁ ନିଜକୁ ଦୂରେଇ ରଖିଛି ଚାଇନା

ମସ୍କୋ,୨୦ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୫ ଦିନ ହେବ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଲଢ଼େଇ ବନ୍ଦ ପାଇଁ ନାଁ ନେଉନି। ଅନେକ ଆଲୋଚନା ଏବଂ ବୈଠକ ପରେ ମଧ୍ୟ ଯୁଦ୍ଧକୁ ନେଇ ଉତ୍ତେଜନା ଲାଗିରହିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri