Tag Archives: Home Middle

ଏପ୍ରିଲ ୨୮ରୁ ଅଫ୍‌ଲାଇନ୍‌ରେ ହେବ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଆସନ୍ତା ଏପ୍ରିଲ ୨୮ରୁ ରାଜ୍ୟରେ ଅଫଲାଇନ୍‌ ମୋଡ୍‌ରେ ଦ୍ୱାଦଶ(ଯୁକ୍ତ ୨) ପରୀକ୍ଷା ଆରମ୍ଭ ହେବ। ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଦୈନିକ ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ମହାମାରୀ...

୨୦୨୩ କର୍ନାଟକ ବିଧାନସଭା ନିର୍ବାଚନରେ ହିଜାବ୍‌ ହୋଇପାରେ ମୁଖ୍ୟ ପ୍ରସଙ୍ଗ !…

ବେଙ୍ଗାଲୁରୁ,୧୭।୩ : କର୍ନାଟକରେ ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ହିଜାବ୍‌ ଏକ ମୁଖ୍ୟ ପ୍ରସଙ୍ଗ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତିି। ଗୋଟିଏ ପଟେ ଦକ୍ଷିଣ କନ୍ନଡ ଅଞ୍ଚଳର ଏକ ବୃହତ ବର୍ଗ ଅନୁଭବ କରୁଛନ୍ତି...

ରୁଷିଆ-ୟୁକ୍ରେନ ଯୁଦ୍ଧ ଲାଗି ରହିଲେ ବଢ଼ିବ ଆଣବିକ ଆକ୍ରମଣ ବିପଦ

ଓ୍ବାଶିଂଟନ,୧୭ା୩: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ହେବାର ତିନି ସପ୍ତାହ ବିତିଗଲାଣି।  ଯୁଦ୍ଧର ପରିଣାମ ମଧ୍ୟ ଭୟଙ୍କର ରହିଛି। ଯଦି ପରମାଣୁ ବୋମା ବ୍ୟବହୃତ ହୁଏ, ତେବେ ଏହା ବଡ଼ ବିନାଶର କାରଣ ହୋଇପାରେ। ଅନୁମାନ କରାଯାଉଛି ରୁଷିଆ ନିକଟରେ...

ଥିଏଟର ଉପରେ ବୋମାମାଡ଼ କଲା ରୁଷିଆ, ଆଶ୍ରୟ ନେଇଥିଲେ ମହିଳା-ଛୋଟ ପିଲା…

କ୍ୱିଭ୍‌,୧୭।୩ : ୟୁକ୍ରେନ୍‌ର ଏକ ଡ୍ରାମା ଥିଏଟର ଉପରେ ରୁଷିଆ ବାୟୁସେନା ବୋମା ମାଡ଼ କରିଛି। ଏହା ସହିତ ରୁଷିଆ ସୈନ୍ୟବାହିନୀ ମଧ୍ୟ ଏହା ଉପରେ ଆଖିବୁଜା ଗୁଳି ମାଡ଼ କରିଥିବା କୁହାଯାଉଛି। ଥିଏଟରରେ ଚିଲଡ୍ରେନ୍‌ ବୋଲି ଲେଖାଥିଲା। ମାତ୍ର...

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ୪୫ ହଜାର ଅତିଥି, ତାଲିକାରେ ସୋନିଆ-ରାହୁଲ-ଅଖିଳେଶଙ୍କ ନାମ…

ଲକ୍ଷ୍ନୌ,୧୭।୩ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ସଫଳତା ପରେ ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଶପଥ ଗ୍ରହଣ ସମାରୋହକୁ ବଡ଼ ଧରଣର କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଇକାନା ଷ୍ଟାଡିୟମରେ...

ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡ୍ରାଇଭର ଗିରଫ

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡ୍ରାଇଭର ଗିରଫ ହୋଇଛନ୍ତି। ନୟାଗଡ଼ ଜିଲା ରଣପୁର ଅଞ୍ଚଳରୁ ରମେଶଙ୍କ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁକୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ରମେଶ ଗିରଫ ହେବା ପରଠାରୁ ପପୁ ଫେରାର ଥିଲେ।...

ମାଡ଼ି ଆସୁଛି ବାତ୍ୟା ‘ଅସନି’…

ନୂଆଦିଲ୍ଲୀ,୧୭।୩ : ବଙ୍ଗୋପସାଗରରେ ବାତ୍ୟା ’ଅସନି’ ଆସନ୍ତା ସପ୍ତାହରେ ପହଞ୍ଚିବାର ଆଶଙ୍କା ରହିଛି। ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଦକ୍ଷିଣ-ପଶ୍ଚିମ ଭାରତ ମହାସାଗରରେ ଏକ ଲଘୁଚାପ  ଅଞ୍ଚଳ ଯୋଗୁ ଆସନ୍ତା ସପ୍ତାହ ଆରମ୍ଭରେ ପ୍ରବଳ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।...

ଭାରତ ଆସିବେ ବ୍ରିଟିଶ ବୈଦେଶିକ ସଚିବ

ଲଣ୍ଡନ,୧୭ା୩: ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ବ୍ରିଟିଶ ବୈଦେଶିକ ସଚିବ ଲିଜ୍‌ ଟ୍ରସ ଚଳିତ ମାସ ଶେଷରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘ ୨୨ ଦିନ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନ ଡୋନେଟସ୍କ...

କରୋନା ଟିକାକୁ ପେଟେଣ୍ଟ୍‌ ମୁକ୍ତ ପାଇଁ ସହମତି…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୩ : ଭାରତ, ଆମେରିକା, ୟୁରୋପୀୟ ୟୁନିଅନ ଏବଂ ଦକ୍ଷିଣ ଆଫ୍ରିକା କରୋନା ଟିକା ଉତ୍ପାଦନକୁ ପେଟେଣ୍ଟମୁକ୍ତ କରିବାକୁ ରାଜି ହୋଇଛନ୍ତି। ଡବ୍ଲ୍ୟୁଟିଏଚଓ ଏହି ଚୁକ୍ତିନାମାକୁ ଅଭିନନ୍ଦନ ଚୁକ୍ତିନାମା ଭାବରେ ବର୍ଣ୍ଣନା କରିଛି। ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ଡକ୍ଟର...

ଡବ୍ଲ୍ୟୁଏଚ୍‌ଓର ସତର୍କ ସୂଚନା, ଭାରତକୁ କରୋନା ନେଇ ଚେତାବନୀ…

ଜେନେଭା/ନୂଆଦିଲ୍ଲୀ,୧୭।୩ : ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ସମଗ୍ର ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଅବଶ୍ୟ, ଗତ କିଛି ସପ୍ତାହ ଧରି ଭାତରରେ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। କିନ୍ତୁ ବର୍ତ୍ତମାନ ବିଶ୍ୱ ସୱାସ୍ଥ୍ୟ...

ସୀମାରେ ଚାହିଁ ବସିଛି ଶତ୍ରୁ, ପ୍ରତିରକ୍ଷା ଗବେଷଣା ଅନୁସନ୍ଧାନ ଖର୍ଚ୍ଚ ମାତ୍ର ୦.୦୮୩ ପ୍ରତିଶତ…

ନୂଆଦିଲ୍ଲୀ,୧୭।୩ : ପୂର୍ବ ଲଦାଖର ଏଲ୍‌ଏସି ଏବଂ ଜମ୍ମୁ-କଶ୍ମୀରର ଏଲ୍‌ଓସିରେ ଶତ୍ରୁ ପକ୍ଷ ଚାହିଁ ବସିଥିବାବେଳେ ଭାରତରେ ପ୍ରତିରକ୍ଷା ଗବେଷଣା ଅନୁସନ୍ଧାନ ଖର୍ଚ୍ଚ କମିବାରେ ଲାଗିଛି। ଏଥି ପାଇଁ ମାତ୍ର ୦.୦୮୩ ପ୍ରତିଶତ ଖର୍ଚ୍ଚ ବଜେଟରେ ଆବଣ୍ଟିତ କରାଯାଇଛି। ପୂର୍ବତନ...

ପୁଣି କମିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୭।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୨ ହଜାର ୫୩୯ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri