Tag Archives: Home Middle

ରୁଷିଆ-ୟୁକ୍ରେନ୍‌ ଶାନ୍ତି ଯୋଜନା, ଜେଲେନସ୍କିଙ୍କ ସର୍ତ୍ତ…

ମସ୍କୋ/କ୍ୱିଭ୍‌,୧୭।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ୨୨ ଦିନ ବିତିଛି। ଆମେରିକା ସମେତ ନାଟୋ ଦେଶଗୁଡ଼ିକ ରୁଷିଆ ବିରୁଦ୍ଧରେ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ଅପରାଧୀ...

ଭାରତୀୟ ବିଚାରପତିଙ୍କ ରୁଷିଆ ବିରୋଧରେ ମତଦାନ…

ହେଗ୍‌,୧୭।୩ : ୟୁକ୍ରେନରେ ତୁରନ୍ତ ସାମରିକ କାର୍ଯ୍ୟ ବନ୍ଦ କରିବାକୁ ରୁଷିଆକୁ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) କହିଛି। ଏହି ପ୍ରସଙ୍ଗରେ ୧୩-୨ ମତଦାନ ପରେ ଆଇସିଜେ ଏହି ନିର୍ଦ୍ଦେଶ ଜାରି କରିଛି। ଭୋଟ ସମୟରେ ୧୩ ଟି ଦେଶ ସପକ୍ଷରେ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚେତାବନୀ, ବିଦେଶରେ ବଢୁଛି କରୋନା ସଂକ୍ରମଣ…

ନୂଆଦିଲ୍ଲୀ,୧୭।୩ : ଚାଇନା, ଦକ୍ଷିଣ ପୂର୍ବ ଏସିଆ ଏବଂ ୟୁରୋପରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଅଧିକାରୀମାନଙ୍କୁ ସଜାଗ ରହିବାକୁ ଏବଂ ତଦାରଖ ବୃଦ୍ଧି କରିବାକୁ ନିର୍ଦ୍ଦେଶ...

କଂଗ୍ରେସକୁ ସାମଗ୍ରିକ ନେତୃତ୍ୱ ଲୋଡ଼ା

ନୂଆଦିଲ୍ଲୀ,୧୭ା୩: କଂଗ୍ରେସକୁ ଆଗକୁ ବଢ଼ିବାକୁ ହେଲେ ଏକ ସାମଗ୍ରିକ ଓ ସାମୂହିକ ନେତୃତ୍ୱର ମଡେଲ ଆପଣାଇବାକୁ ପଡ଼ିବ ବୋଲି ବୁଧବାର ଜି-୨୩ ନେତାମାନେ ମତ ପ୍ରକାଶ କରିଛନ୍ତି। ଜି-୨୩ ନାମରେ ପରିଚିତ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ବୈଠକ ବୁଧବାର ବସିଛି।...

୨୧.୯୫ କୋଟିର ଗଛ କଟା

ମୁମ୍ବାଇ, ୧୭ା୩: ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରୁ ବେଆଇନ ଭାବେ ବର୍ତ୍ତମାନ ସୁଦ୍ଧା ୨,୮୪, ୧୭୧ ଗଛ କଟା ହୋଇଥିବାବେଳେ ଏ ନେଇ ମୋଟ ୪୮ ହଜାର ମାମଲା ଦାଏର ହୋଇଛି। ବୁଧବାର ରାଜ୍ୟ ବିଧାନ ପରିଷଦରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ...

ହୋଲି ପରେ ସୁପ୍ରିମକୋର୍ଟରେ ହିଜାବ ଶୁଣାଣି

ନୂଆଦିଲ୍ଲୀ,୧୭।୩ (ପି.ଟି.): ହିଜାବ ବିବାଦ ଉପରେ କର୍ନାଟକ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସର୍ବୋଚ୍ଚ ଅଦାଲତ ଉକ୍ତ ପିଟିଶନକୁ ଶୁଣାଣି ପାଇଁ ବୁଧବାର ଗ୍ରହଣ କରିଛନ୍ତି। ହୋଲି ଛୁଟି ପରେ ଉକ୍ତ ପିଟିଶନର ଶୁଣାଣି କରାଯିବ। ଶିକ୍ଷାନୁଷ୍ଠାନଗୁଡ଼ିକରେ...

ଭଗ୍ନାବଶେଷ ତଳେ ଜୀବନ

କ୍ୱିଭ୍‌, ୧୭ା୩: ଜିଦ୍‌ରେ ଅଟଳ ରୁଷିଆ ୨୧ ଦିନ ଧରି ୟୁକ୍ରେନ୍‌ରେ ଗୁଳିଗୋଳା, କ୍ଷେପଣାସ୍ତ୍ର ବର୍ଷା କରିଚାଲିଛି। ଆକ୍ରମଣରୁ ବାଦ୍‌ ପଡ଼ିନାହାନ୍ତି ସାଧାରଣ ନାଗରିକ, ସେମାନଙ୍କ ଘରବାରି। ଶିଶୁ, ମାତୃ ହସ୍ପିଟାଲ ସହ ଅନ୍ୟ ଡାକ୍ତରଖାନା, ସ୍କୁଲ, ଶତାଧିକ ବହୁତଳପ୍ରାସାଦ...

ରୁଷିଆ ଆକ୍ରମଣ ବନ୍ଦ କରୁ: ଆଇସିଜେ

ହେଗ୍‌, ୧୭ା୩: ରୁଷିଆ ତୁରନ୍ତ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରୁ ବୋଲି ନେଦରଲାଣ୍ଡସ୍‌ର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ଅଧିକ ଖରାପ ହେବା ଭଳି କାର୍ଯ୍ୟରୁ ଉଭୟ ପକ୍ଷ ନିବୃତ୍ତ...

ଥରିଲା ଜାପାନ

ଟୋକିଓ,୧୬।୩: ଜାପାନର ରାଜଧାନୀ ଟୋକିଓରେ ଭୂକମ୍ପ ଝଟ୍‌କା ଲାଗିଛି। ରାତି ପ୍ରାୟ ୮.୦୬ରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପାଡିଛି। ଲୋକେ ଭୂକମ୍ପ ହେବା ଜାଣି ଘରୁ ବାହାରକୁ ପଳାଇ ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ରିକ୍ଟର ସ୍କେଲରେ...

ଆମେରିକା ସଂସଦକୁ ସମ୍ବୋଧନ କଲେ ଜେଲେନସ୍କି

ମସ୍କୋ,୧୬।୩: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବୁଧବାର ଆମେରିକା କଂଗ୍ରେସ କିମ୍ବା ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଲେନସ୍କି ସିଧାସଳଖ ସହାୟତା ପାଇଁ ଆମେରିକାକୁ ନିବେଦନ କରିଛନ୍ତି। ୟୁକ୍ରେନକୁ ଏହି ସମୟରେ ଆମେରିକାର ଆବଶ୍ୟକତା...

୧୫୬ ଦେଶ ପାଇଁ ବୈଧ ଇ-ଭିଜା

ନୂଆଦିଲ୍ଲୀ,୧୬ା୩: ୧୫୬ ଦେଶର ନାଗରିକଙ୍କୁ ଦିଆଯାଇଥିବା ସମସ୍ତ ବୈଧ ପାଞ୍ଚ ବର୍ଷର ଇ-ଟୁରିଷ୍ଟ ଭିଜା କରୋନା ମହାମାରୀ ହେତୁ ଦୁଇ ବର୍ଷ ପାଇଁ ସ୍ଥଗିତ ରହିଥିଲା। ତେବେ ଏହା ପୁଣି କାର୍ଯ୍ୟକାରୀ ହେବ। ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ,...

ୟୁକ୍ରେନ-ରୁଷିଆ ବିବାଦ ଶେଷ ହେବାର ସଙ୍କେତ

କ୍ୱିଭ୍‌,୧୬ା୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଏହି ବିବାଦର ସମାପ୍ତ ହେବାର ସଙ୍କେତ ଦେଉଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଦୁଇ ଦେଶ ମଧ୍ୟରେ ଆଲୋଚନା ଏକ ବାସ୍ତବବାଦୀ ଆଭିମୁଖ୍ୟ ଗ୍ରହଣ କରୁଛି। ୟୁକ୍ରେନ ଜାଣେ ଯେ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri