Tag Archives: Home Middle

ରାଜ୍ୟପାଳ ଆରିଫ୍‌ ମହମ୍ମଦ ହାଇକୋର୍ଟଙ୍କ ରାୟକୁ ସମର୍ଥନ କଲେ…

ଥିରୁଭାନନ୍ତପୁରମ୍‌, ୧୫।୩ : ହିଜାବ୍‌ ପ୍ରସଙ୍ଗରେ କର୍ନାଟକ ହାଇକୋର୍ଟଙ୍କ ରାୟକୁ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାଁ ସମର୍ଥନ କରିଛନ୍ତି ସେ କହିଛନ୍ତି ଯେ, କୋରାନ୍‌ରେ ହିଜାବ୍‌ ସମ୍ପର୍କରେ ୭ ଥର ଉଲ୍ଲେଖ କରାଯାଇଛି। କିନ୍ତୁ ଡ୍ରେସ୍‌ କୋଡ୍‌ ଅନୁଯାୟୀ ନୁହେଁ।...

ସରକାରୀ କାର୍ଯ୍ୟାଳୟରେ ମୋବାଇଲ ଫୋନ୍‌ ବନ୍ଦ ହେବା ଆବଶ୍ୟକ: ହାଇକୋର୍ଟ…

ଚେନ୍ନାଇ, ୧୫।୩ : ସରକାରୀ କର୍ମଚାରୀଙ୍କୁ ଅଫିସ ସମୟରେ ମୋବାଇଲ ଫୋନ ବ୍ୟବହାର କରିବାକୁ ଦିଆଯିବା ଉଚିତ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଏସ.ଏମ. ସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ତାମିଲନାଡୁ ରାଜ୍ୟ ସରକାରଙ୍କୁ ଏହି ବିଷୟରେ...

ସତ୍ୟ ପ୍ରକାଶ ପାଇବାରୁ କିଛି ଲୋକ ବିବ୍ରତ ହେଉଛନ୍ତି, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୩ : ହିନ୍ଦି ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ କଂଗ୍ରେସକୁ ଟାଗେର୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦୀର୍ଘ ଦିନ ଧରି ଧବି ରହିଥିବା ସତ୍ୟ ବାହାରକୁ ଆସିବା ପରେ କିଛି ଲୋକ ବିବ୍ରତ...

ଧ୍ୱଂସ ସ୍ତୁପ, ଜେଲେନସ୍କିଙ୍କୁ ଭେଟିବେ ୩ ଦେଶର ପ୍ରଧାନମନ୍ତ୍ରୀ…

କ୍ୱିଭ୍‌,୧୫।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଇତିମଧ୍ୟରେ ୨୦ ଦିନ ବିତିଛି। ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ଚାଲିଛି, କିନ୍ତୁ ଯୁଦ୍ଧକୁ ଶେଷ କରିବା ପାଇଁଦୁହେଁ ଏକମତ ହୋଇନାହାନ୍ତି। ୟୁକ୍ରେନ୍‌ ଧ୍ୱଂସସ୍ତୁପରେ ପରିଣତ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୫।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଦୈନିକ ସଂକ୍ରମଣ ୨...

ଭାଜପା ନେତାଙ୍କ ପୁଅ/ଝିଅଙ୍କୁ ଟିକେଟ୍‌ ନ ମିଳିବା ପାଇଁ ମୁଁ ଦାୟୀ: ମୋଦି

ନୂଆଦିଲ୍ଲୀ,୧୫।୩: ଭାଜପା ସଂସଦୀୟ ଦଳର ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ୍ବେଦକର ଇଣ୍ଟରନ୍ୟାଶନାଲ୍‌ ସେଣ୍ଟରରେ ପହଞ୍ଚିଥିଲେ। ରାଜନାଥ ସିଂଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ତାଙ୍କୁ ସ୍ବାଗତ କରିଥିଲେ।...

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସ୍କୁଲ-କଲେଜ୍‌ରେ ହିଜାବ ପିନ୍ଧିବାକୁ ମିଳିବନି ଅନୁମତି

ବେଙ୍ଗାଲୁରୁ,୧୫।୩: ହିଜାବ ବିବାଦକୁ ନେଇ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍କୁଲ କଲେଜଗୁଡ଼ିକରେ ହିଜାବ ନିଷେଧାଦେଶର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଏକ ଆବେଦନକୁ ଖାରଜ କରିଛନ୍ତି। ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ।...

ରୁଷିଆ-ୟୁକ୍ରେନ ଯୁଦ୍ଧର ୧୯ ଦିନ: ଥମୁନି ମିଶାଇଲ ମାଡ, ବଢୁଛି ବିସ୍ଫୋରଣ ସଂଖ୍ୟା

ମସ୍କୋ/କ୍ୱିଭ,୧୫ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୧୯ ଦିନ ହୋଇଗଲାଣି । ଏବେବି ରୁଷିଆ ପକ୍ଷରୁ ଲଗାତାର ଆକ୍ରମଣ ଚାଲିଥିବା ବେଳେ ୟୁକ୍ରେନ ବି ଏହାର କଡା ଜବାବ ଦେଇ ଚାଲିଛି । ରୁଷିଆ ସେନା ୟୁକ୍ରେନର ରାଜଧାନୀ...

ରୁଷିଆ ବିରୋଧରେ ୟୁକ୍ରେନକୁ ଅସ୍ତ୍ର ଯୋଗାଇବ ଆମେରିକା

ୱାଶିଂଟନ,୧୫ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ୧୯ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ଯୁଦ୍ଧ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି କି ରୁଷିଆ...

୪୦ ଡିଗ୍ରୀ ଟପିବ ପାରଦ

ଭୁବନେଶ୍ୱର,୧୫ା୩(ବ୍ୟୁରୋ):ରାଜ୍ୟରେ ଗତ ଦୁଇଦିନ ହେବ ପାରଦ ଉପରମୁହାଁ ହୋଇଛି। ଆଗକୁ ଏହା ଆହୁରି ବଢ଼ିବ। ଉପକୂଳରୁ ଉପାନ୍ତ ସବୁଠି ୪୦ ଡିଗ୍ରୀ ସେଲ୍‌ସିୟସକୁ ଟପିଯିବ। ଏପରିକି କେତେକ ସ୍ଥାନରେ ପାରଦ ୪୨ ଡିଗ୍ରୀ ପର୍ଯ୍ୟନ୍ତ ଯିବ ବୋଲି ପାଣିପାଗ ବିଭାଗ...

ଡୋନବାସରେ ୟୁକ୍ରେନର ୧୦୦ ସେନା ମୃତ, ୬ ଗାଡି ନଷ୍ଟ

କ୍ୱିଭ,୧୫ ।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ କଥା ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନ ବାହାରି ପାରିନାହିଁ ।...

ସାହାଯ୍ୟ କଲେ ଭୟଙ୍କର ପରିଣତି ଭୋଗିବ ଚାଇନା: ଆମେରିକା

ମସ୍କୋ, ୧୪ା୩: ୟୁକ୍ରେନ୍‌ ବିରୋଧରେ ଲଢ଼େଇ ପାଇଁ ରୁଷିଆ ଚାଇନାକୁ ସେନା ସହାୟତା ମାଗିଥିବା ନେଇ ଆମେରିକା ଅଭିଯୋଗ ଆଣିଛି। ସୋମବାର ରୋମରେ ଆମେରିକା ଓ ଚାଇନା ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ପୂର୍ବରୁ ଓ୍ବାଶିଂଟନ୍‌ ଅଧିକାରୀଙ୍କ ଏଭଳି ଦାବି ବିଶ୍ୱ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri